ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

author img

By

Published : Aug 2, 2020, 3:01 PM IST

1.ରାଜ୍ୟରେ ପୁଣି 10 ଜୀବନ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି

ରାଜ୍ୟରେ ପୁଣି 10 ମୁଣ୍ଡ ନେଲା କୋରୋନା ଭୂତାଣୁ । ଏଥିସହ ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି ପାଇଛି । ମୃତକ 10 ଜଣଙ୍କ ମଧ୍ୟରେ ଗଞ୍ଜାମରେ ସର୍ବାଧିକ 4 ଜଣଙ୍କ ମୃତ୍ୟୁ ହୋଇଛି ।

2.କାଜୁ ବାହାନାରେ ଗଞ୍ଜେଇ ଚାଲାଣ, ରେଲୱେ ପାର୍ସଲ ବେଳେ ଧରାପଡିଲେ 2 ବେପାରୀ

କାଜୁ ବାହାନାରେ ଗଞ୍ଜେଇ ଚାଲାଣ । ଦେଢ କ୍ବିଣ୍ଟାଲ ଗଞ୍ଜେଇ ସହ 2ଜଣଙ୍କୁ ଗିରଫ କରିଛି ଆରପିଏଫ ଓ ଜିଆରପି ପୋଲିସ।

3.କୋରୋନା ପ୍ରଭାବ: ମାମଲା ଦାୟର ପାଇଁ ହାଇକୋର୍ଟରେ ବସିବ ଡ୍ରପ୍ ବକ୍ସ

ସାମାଜିକ ଦୂରତା ବଜାୟ ରଖିବାକୁ ହାଇକୋର୍ଟ ପରିସରରେ ଆରମ୍ଭ ହେବ ଡ୍ରପ୍‌ ବକ୍ସ ବ୍ୟବସ୍ଥା ।ଏହି ବ୍ୟବସ୍ଥା ଦ୍ବାରା ହାଇକୋର୍ଟରେ ନୂଆ ମାମଲା ରୁଜୁ, ଅନ୍ତରୀଣ ଆବେଦନ ଓ ବିଭିନ୍ନ କାଗଜପତ୍ର ଦାଖଲ କରାଯାଇପାରିବ ।

4.ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ

୭୩ ବର୍ଷୀୟା ସୋନିଆ ଗାନ୍ଧୀ ଜୁଲାଇ 30 ତାରିଖରେ ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ରେଗୁଲାର ହେଲ୍ଥ ଚେକ୍ଅପ୍‌ ପାଇଁ ଭର୍ତ୍ତି କରାଯାଇଥିଲା ।

5.ରାହୁଲଙ୍କୁ ଭାରତ ଭ୍ରମଣ କରିବାକୁ ଉପଦେଶ ଦେଲେ ଦିଗବିଜୟ

କଂଗ୍ରେସର ବରିଷ୍ଠ ନେତା ଦିଗବିଜୟ ସିଂ ରାହୁଲ ଗାନ୍ଧୀଙ୍କୁ ପରାମର୍ଶ ଦେଇଛନ୍ତି ଯେ ସେ ସଂସଦରେ ଅଧିକ ସକ୍ରିୟ ହେବା ଉଚିତ୍।

6.ରାମ ମନ୍ଦିର ଭୁମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଓୱେସିଙ୍କୁ ନିମନ୍ତ୍ରଣ

ତେଲେଙ୍ଗାନା ବିଜେପି ନେତା ତଥା ଦଳର ମୁଖ୍ୟ ମୁଖପାତ୍ର କୃଷ୍ଣ ସାଗର ରାଓ ଅସାଦୁଦ୍ଦିନ ଓୱେସିଙ୍କୁ ଆମନ୍ତ୍ରିତ କରିଛନ୍ତି । ଏହାପୂର୍ବରୁ ଓୱେସି ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୁମି ପୂଜନ ଗସ୍ତକୁ ବିରୋଧ କରିଥିଲେ ।

7.ଭାରତ ସହ ଉତ୍ତେଜନା ମଧ୍ୟରେ ହଠାତ୍‌ ନିୟନ୍ତ୍ରଣ ରେଖା ଗସ୍ତ କଲେ ପାକ୍‌ ସେନା ମୁଖ୍ୟ

ପାକିସ୍ତାନ ସେନା ମୁଖ୍ୟ ଜେନେରାଲ କମର ଜାଭେଦ୍ ବାଜୱାଙ୍କ ଗସ୍ତ ପୂର୍ବରୁ ଧାର୍ଯ୍ୟ କରାଯାଇ ନଥିଲା କି ଗଣମାଧ୍ୟମକୁ ଏହା ବିଷୟରେ ଅବଗତ କରାଯାଇନଥିଲା।

8.ଆଜି ବସିବ ଆଇପିଏଲ ପରିଚାଳନା ପରିଷଦ ବୈଠକ

ବୈଠକରେ ଲିଗ ସମ୍ବନ୍ଧିତ ସମସ୍ତ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ । ଏଥିସହ କୋଭିଡ-19 ମହାମାରୀକୁ ନେଇ ଲାଗୁ ହେବାକୁ ଥିବା ଏସଓପି ମଧ୍ୟ ଜାରି କରାଯାଇପାରେ ।

9.ଗାନ୍ଧୀଙ୍କ ନାଁରେ ମୁଦ୍ରା ଜାରି କରିବ ବ୍ରିଟେନ

ଭାରତର ସ୍ବାଧିନତାର ନାୟକ ଓ କୃଷ୍ଣକାୟଙ୍କ ଅଧିକାର ପାଇଁ ଲଢିଥିବା ମହାତ୍ମାଗାନ୍ଧୀଙ୍କ ନାମରେ ମୁଦ୍ରା ଜାରି କରିବାକୁ ଯୋଜନା କରୁଛି ବ୍ରିଟେନ ।

10.ଆମେରିକା ରାଷ୍ଟ୍ରପତି ନିର୍ବାଚନ: କେତେ ଜରୁରୀ ଭାରତୀୟ ଭୋଟରଙ୍କ ସମର୍ଥନ ?

କୋରୋନା ବିପର୍ଯ୍ୟୟ ମଧ୍ୟରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଉତ୍ତେଜନା ଲାଗିରହିଛି । ଏଥର ଆମେରିକୀୟ ନିର୍ବାଚନରେ ​ଭାରତୀୟ ଭୋଟରଙ୍କ ଏକ ବଡ ଭୂମିକା ରହିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.