ETV Bharat / bharat

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@3PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Jul 7, 2020, 3:05 PM IST

1. ତିର୍ତ୍ତୋଲରେ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କୁ ଗାର୍ଡ଼ ଅଫ ଅନର

ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କୁ ଗାର୍ଡ ଅଫ ଅନର । ପୁରୀରେ ହେବ ଶେଷକୃତ୍ୟ ।

2. ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତର ଗିରଫ

ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ମାମଲାରେ ଡାକ୍ତରଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ ।

3. ନବରଙ୍ଗପୁର କୋଭିଡ ହସ୍ପିଟାଲରୁ ଚମ୍ପଟ ଆକ୍ରାନ୍ତ ଗିରଫ

ରାଜ୍ୟରେ ଚହଳ ସୃଷ୍ଚି କରିଥିବା ନବରଙ୍ଗପୁର ଆକ୍ରାନ୍ତଙ୍କ ଶେଷରେ ଧରାପଡିଛି । ଉମରକୋଟ ବନାର ତାଙ୍କ ଘରୁ ତାଙ୍କୁ ଗିରଫ କରିଛି ପୋଲିସ ।

4. ସିର୍ଲା ଜଙ୍ଗଲରେ ଏନକାଉଣ୍ଟର ମାମଲା: ମିଳିଲା 3 ନକ୍ସଲଙ୍କ ପରିଚୟ

କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ସିର୍ଲା ଜଙ୍ଗଲରେ ରବିବାର ଭୋର ସମୟରେ ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟରେ ମୃତ ଚାରି ନକ୍ସଲଙ୍କ ମଧ୍ୟରୁ ତିନି ଜଣଙ୍କ ପରିଚୟ ମିଳିଛି ।

5-କାନପୁର ଏନକାଉଣ୍ଟର ଘଟଣାରେ ଏକାଥରେ 10 କନଷ୍ଟେବଳଙ୍କ ବଦଳି

କାନପୁରରେ ପୋଲିସ ଓ ଗ୍ୟାଙ୍ଗଷ୍ଟାରଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟର ପରେ ପୋଲିସ ନିଜର ତଦନ୍ତକୁ ଅଧିକ ତ୍ବରାନ୍ବିତ କରିଛି। ଚୌବେପୁର ପୋଲିସ ଷ୍ଟେସନର ଏକା ଥରେ 10 କନଷ୍ଟେବଳଙ୍କୁ ଅନ୍ୟତ୍ର ଷ୍ଟେସନକୁ ବଦଳି କରାଯାଇଛି ।

6-ନିମୁ ଗସ୍ତରେ ମୋଦି, ଦ୍ରୁତ ଗତିରେ ଆଗେଇ ଚାଲିଛି ରାସ୍ତା ଓ ସେତୁ ନିର୍ମାଣ କାର୍ଯ୍ୟ

ନିମୁ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଏଲଏସି ନିକଟରେ ରଣନୀତିକ ସେତୁ ଏବଂ ରାସ୍ତା ନିର୍ମାଣ କାର୍ଯ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି । ସୀମା ସଡକ ସଂଗଠନ ବା BRO ଶୀଘ୍ର ରଣନୀତିକ ରାସ୍ତା ଏବଂ ସେତୁ ନିର୍ମାଣ କରୁଛି ।

7-ପଶ୍ଚିମବଙ୍ଗକୁ ଦୁଇ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଅବଧି କମାଇଲା ରେଳବାଇ

ପଶ୍ଚିମବଙ୍ଗ ସରକାରଙ୍କ ଅନୁରୋଧ କ୍ରମେ ଦୁଇଟି ସ୍ବତନ୍ତ୍ର ଟ୍ରେନ ଚଳାଚଳ ଅବଧିକୁ ସାପ୍ତାହିକ କରିଦିଆଯାଇଛି ବୋଲି ପୂର୍ବ ରେଳବାଇ ସୂଚନା ଦେଇଛି । ତେବେ କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଏଭଳି କରାଯାଇଥିବା ଜଣା ପଡ଼ିଛି ।

8-ଏକ୍ସପାରୀ ଗ୍ଲୁକୋଜ ଖାଇ 4 ଶିଶୁ ଅସୁସ୍ଥ ଅଭିଯୋଗ, ତଦନ୍ତ ନିର୍ଦ୍ଦେଶ

ରାଜସ୍ଥାନ ଯୋଧପୁର ହସ୍ପିଟାଲରୁ ଆସିଛି ଏକ ଅଭାବନୀୟ ଚିତ୍ର। ଏକ୍ସପାରୀ ଡେଟ୍ ବା ବ୍ୟବହାର ଅବଧି ଶେଷ ହୋଇଥିବା ଗ୍ଲୁକୋଜ ଦିଆଯାଇ 4 ଶିଶୁ ଅସୁସ୍ଥ ହୋଇଥିବା ଅଭିଯୋଗ ହୋଇଛି।

9-11 ଶହ ଲୋକଙ୍କୁ ନେଇ ହେବ କୋଭାକ୍ସିନର ହ୍ୟୁମାନ ଟ୍ରାଏଲ

ଆସନ୍ତା ସପ୍ତାହରେ ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ ଭାରତର ପ୍ରଥମ ସ୍ୱଦେଶୀ କୋରୋନା ଭାଇରସ ଟିକା କୋଭାକ୍ସିନର ମାନବ ପରୀକ୍ଷା ଆରମ୍ଭ କରିବ ବୋଲି ଆଶା କରାଯାଉଛି ।

10. ନାଇରୋବିରୁ ମାଞ୍ଚେଷ୍ଟର: ମହେନ୍ଦ୍ର ସିଂହ ଧୋନିଙ୍କ ଚମ୍ପିଆନ ଯାତ୍ରା

ବର୍ଷ 1981 ଆଜିର ଦିନରେ(ଜୁଲାଇ 7)ଝାଡଖଣ୍ଡର ରାଞ୍ଚିରେ ଜନ୍ମହୋଇଥିଲେ ବିଶ୍ବ କ୍ରିକେଟର ଏହି ବିରଳ କ୍ରିକେଟର । ଆଜି ଦିନରେ 39ତମ ଜନ୍ମଦିନ ପାଳନ କରୁଛନ୍ତି କ୍ୟାପଟେନ କୁଲ ଧୋନି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.