ETV Bharat / bharat

TOP NEWS@3PM: ବର୍ତ୍ତମାନର ବଡ ଖବର... - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@3PM: ବର୍ତ୍ତମାନର ବଡ ଖବର...
TOP NEWS@3PM: ବର୍ତ୍ତମାନର ବଡ ଖବର...
author img

By

Published : Jul 1, 2020, 3:00 PM IST

1. ବାହୁଡା ଯାତ୍ରା: ନୀଳକନ୍ଦର ଅଭିମୁଖେ ନୀଳାଦ୍ରିନାଥ

ରଥାରୂଢ କାଳିଆ ଠାକୁରର ନନ୍ଦିଘୋଷ ଘୋର ଘର୍ଘର ନାଦ କରି ମାଡି ଚାଲିଛି ଶ୍ରୀମନ୍ଦିର ଅଭିମୁଖେ ।

2. ରାଜ୍ୟରେ ଯୁକ୍ତ ଦୁଇ ପରୀକ୍ଷା ବାତିଲ

ରାଜ୍ୟରେ ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା ।

3. ଟଳିଲା ବଡ ବିପଦ: ବାହୁଡା ପୂର୍ବରୁ 12 କୋରୋନା ପଜିଟିଭ ଚିହ୍ନଟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ବାହୁଡା ଯାତ୍ରା ପାଇଁ ସେବାୟତ, ପୋଲିସ କର୍ମଚାରୀ ଓ ସାମ୍ବାଦିକଙ୍କ ନମୁନା ସଂଗ୍ରହ କରାଯାଇଥିଲା । ସେଥିରୁ 12ଟି ମାମଲା ପଜିଟିଭ ରହିଛି ।

4. କୋଭିଡ ଟିଏମସିରେ ପାଞ୍ଚଦିନ ରହିବା ପରେ ମହିଳାଙ୍କ ମୃତ୍ୟୁ

କୋରାପୁଟ ପଟ୍ଟାଙ୍ଗି ବ୍ଲକ କର୍ତାଲମାଉଡି ଗାଁରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆନ୍ଧ୍ରପ୍ରଦେଶର ଏକ ଇଟା ଭାଟିରୁ ଫେରିବା ପରେ ସେ ଗତ 5 ଦିନ ହେବ କୋଭିଡ ଟିଏମସିରେ ରହିଥିଲେ ।

5. ଗୁରୁବାର ହେବ ମଧ୍ୟପ୍ରଦେଶ ସରକାରଙ୍କ କ୍ୟାବିନେଟ ସଂମ୍ପ୍ରସାରଣ

ରାଜ୍ୟପାଳ ପଦ ଏବଂ ଗୋପନୀୟତାର ଶପଥ ବୁଧବାର ନେବେ । ଏହାପରେ ଗୁରୁବାର କ୍ୟାବିନେଟ ମନ୍ତ୍ରୀମାନେ ଶପଥ ଗ୍ରହଣ କରିବେ ।

6. ୟୁଜରଙ୍କ ପାଇଁ ‘ଅବତାର’ ଫିଚର ଆଣିଲା ଫେସବୁକ୍

ପୁଣିଥରେ ଫେସବୁକ୍ ଏକ ମଜାଦାର ଫିଚର ଆଣିଛି । ଏହି ଫିଚରର ନାମ କମ୍ପାନୀ ‘ଅବତାର’ ରଖିଛି ।

7. ତାମିଲନାଡୁ ଲିଗ୍ନାଇଟ ପ୍ଲାଣ୍ଟରେ ବିସ୍ଫୋରଣ: ବଏଲର ଫାଟି 5 ମୃତ, 12 ଆହତ

ତାମିଲନାଡୁର ଏକ ପ୍ଲାଣ୍ଟରେ ବୁଧବାର ବଡ ଧରଣର ବିସ୍ଫୋରଣ ଘଟି 5 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 12 ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

8. ରାଜ୍ୟରେ 251 ନୂଆ ଆକ୍ରାନ୍ତ ଚିହ୍ନଟ, ଜଣେ ମୃତ

ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । 19 ଜିଲ୍ଲାରେ ଆଉ 251 ଆକ୍ରାନ୍ତ ଚିହ୍ନଟ । ଆଉ ଜଣେ ଆକ୍ରାନ୍ତ ମୃତ । ଅଧିକ ପଢନ୍ତୁ...

9. ଭାରତରେ ରେକର୍ଡ ଭାଙ୍ଗୁଛି ସଂକ୍ରମଣ, 18,653 ନୂଆ ମାମଲା ସହ 507 ମୃତ୍ୟୁ

ଭାରତରେ କାୟା ମେଲାଇଛି କୋରୋନା। ରେକର୍ଡ ଭାଙ୍ଗୁଛି ସଂକ୍ରମଣ ମାମଲା। 24 ଘଣ୍ଟା ମଧ୍ୟରେ ଦେଶରେ 18,653 ନୂଆ ମାମଲା ରେକର୍ଡ କରାଯାଇଥିବା ବେଳେ 507 ଜଣଙ୍କ ମୃତ୍ୟୁ ହୋଇଛି।

10. 65 ବିଦେଶୀ ଜମାତିଙ୍କୁ ସ୍ଥାନାନ୍ତରଣ ପାଇଁ ଦିଲ୍ଲୀ ହାଇକୋର୍ଟଙ୍କ ଅନୁମତି

ଦିଲ୍ଲୀ ହାଇକୋର୍ଟ 65 ବିଦେଶୀ ଜମାତିଙ୍କୁ ମିରାଜ ଇଣ୍ଟରନ୍ୟାସନାଲ ସ୍କୁଲରୁ ମୌଜପୁର ଟେକ୍ସସ ପବ୍ଲିକ ସ୍କୁଲକୁ ସ୍ଥାନାନ୍ତର କରିବାକୁ ଅନୁମତି ଦେଇଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.