ETV Bharat / bharat

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@3PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOP NEWS @3PM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Jan 21, 2021, 3:00 PM IST

1. ଶୀଘ୍ର ସରିବ ନୂଆ ବସଷ୍ଟାଣ୍ଡ କାମ: କଟକ ଜିଲ୍ଲାପାଳ

ନୂଆ ଲୁକ ପାଇବ କଟକ ବାଦାମବାଡି ବସଷ୍ଟାଣ୍ଡ । ନାଁ ମଧ୍ୟ ହେବ ପରିବର୍ତ୍ତନ। ତେବେ ଏହି କାମକୁ ନେଇ ଜୋରଦାର ପ୍ରସ୍ତୁତି ଚଳାଇଛି ଜିଲ୍ଲା ପ୍ରଶାସନ ।

2.ବିନା କୋଭିଡ ରିପୋର୍ଟରେ ଜଗନ୍ନାଥ ଦର୍ଶନ, ଖୁସି ବ୍ୟକ୍ତ କଲେ ଭକ୍ତ

ବିନା କୋଭିଡ ରିପୋର୍ଟରେ ଆଜି(ଗୁରୁବାର) ଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ଦର୍ଶନ। ପୂର୍ବରୁ କୋଭିଡ ନେଗେଟିଭ ରିପୋର୍ଟ କଟକଣା ଯୋଗୁଁ ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ହୋଇଥିବା ହଜାର ହଜାର ଭକ୍ତ ଆଜି ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି।

3.ମାଟ୍ରିକ ପରିକ୍ଷାର୍ଥୀଙ୍କୁ ଦିଆଯିବ ପରୀକ୍ଷା ଦର୍ପଣ ବହି

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ, ମାଟ୍ରିକ ପରିକ୍ଷାର୍ଥୀଙ୍କ ପାଇଁ ପରିକ୍ଷା ଦର୍ପଣ ବହି ଯୋଗାଇଦେବ ଗଣଶିକ୍ଷା ବିଭାଗ । ଏନେଇ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

4. ୟୁପି ଗସ୍ତରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ; ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନିଷ୍ପତିରେ ବାଜିବ ମୋହର

ଆଜି ଠାରୁ 2 ଦିନିଆ ୟୁପି ଗସ୍ତରେ ଯାଉଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା।

5.ଦ୍ବିତୀୟ ପର୍ଯ୍ୟାୟରେ ଟିକା ନେବେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ

କୋଭିଡ ଟିକା ନେବେ ପ୍ରଧାନମନ୍ତ୍ରୀ ମୋଦି, ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ

6.ରାଫେଲ ଉଡାଇବେ ସିଡିଏସ୍ ଜେନେରାଲ୍ ବିପିନ ରାୱତ

ଚାଲିଥିବା ଇଣ୍ଡୋ-ଫ୍ରେଞ୍ଚ୍ ୱାରଗେମ୍ ଡେଜର୍ଟ ନାଇଟ୍-21 ରେ ସିଡିଏସ୍ ଜେନେରାଲ୍ ବିପିନ ରାୱତ ଗୁରୁବାର ଫ୍ରେଞ୍ଚ୍ ରାଫେଲ ଯୁଦ୍ଧବିମାନ ଉଡାଇବେ ।

8.ଆଜି ଓଡ଼ିଶାରେ ହେବ ସର୍ବାଧିକ ଟୀକାକରଣ

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ କୋଭିଡ ଟୀକାକରଣର ଆଜି ପଞ୍ଚମ ଦିନ । ତେବେ ଆଜି ସର୍ବାଧିକ ଟୀକାକରଣ କରାଯିବା ନେଇ ଲକ୍ଷ୍ୟ ରହିଛି ।

9.ଜନ୍ମମାଟି ଜଗତସିଂହପୁରରେ ଲେଫ୍ଟନାଣ୍ଟ ଜେନେରାଲ ଚଣ୍ଡୀ ପ୍ରସାଦ ମହାନ୍ତି

ଜଗତସିଂହପୁର ପାଇଁ ଗୌରବ ଆଣିଥିବା ଓଡ଼ିଆ ସେନାଧିକାରୀ ଚଣ୍ଡୀ ପ୍ରସାଦ ମହାନ୍ତି ଆଜି ନିଜ ଜନ୍ମମାଟିରେ ପହଞ୍ଚିଛନ୍ତି ।

10.କାର୍ଯ୍ୟକାଳର ପ୍ରଥମ ଦିନରେ ଏହି ନିଷ୍ପତ୍ତି ନେଲେ ବାଇଡେନ

ଆରମ୍ଭ ହୋଇଯାଇଛି ବାଇଡେନ ଯୁଗ । 46 ତମ ରାଷ୍ଟ୍ରପତି ଭାବରେ ଶପଥ ନେଇଛନ୍ତି ଜୋ ବାଇଡେନ । କାର୍ଯ୍ୟକାଳର ପ୍ରଥମ ଦିନରେ ଜୋ ବାଇଡେନ 17 ଟି ସରକାରୀ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଉପରେ ଲଗାଇଛନ୍ତି ମୋହର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.