ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Feb 4, 2021, 1:01 PM IST

1.ଝରାଫୁଲ ମୃତ୍ୟୁ ଘଟଣା: ମିଳିଲା କ୍ରାଇମରେ ବ୍ୟବହୃତ ନାଲି ସ୍କୁଟି

ଝରାଫୁଲ ମୃତ୍ୟୁ ଘଟଣାରେ ବ୍ୟବହୃତ ସ୍କୁଟିକୁ ସୁନ୍ଦରପଦାରୁ ଉଦ୍ଧାର କଲା କୁଆଖିଆ ପୋଲିସ..

2.ରାଜ୍ୟସଭାରେ ଜାମ୍ମୁ-କାଶ୍ମୀର ପୁନଃଗଠନ (ସଂଶୋଧନ) ବିଲ ଆଗତ

ରାଜ୍ୟସଭାରେ ଜାମ୍ମୁ-କାଶ୍ମୀର ପୁନଃଗଠନ (ସଂଶୋଧନ) ବିଲ ଆଗତ ହୋଇଛି..

3.ସିକିମରେ ଭୂମିକମ୍ପ

ସିକିମ୍‌ରେ ଭୂମିକମ୍ପର ଝଟକା । ରିକ୍ଟର ସ୍କେଲରେ ତୀବ୍ରତା 4.8..

4.ଢୋଲପିଟା ସ୍ବାସ୍ଥ୍ୟସେବାର ବାସ୍ତବ ଚିତ୍ର: ଆସିଲାନି ଆମ୍ବୁଲାନ୍ସ, ଡ୍ୟାମ ନିକଟରେ ପ୍ରସବ କଲେ ମହିଳା

ଫେଲ ମାରିଲା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଡ୍ୟାମ ନିକଟରେ ପ୍ରସବ କଲେ ମହିଳା..

5.ଉତ୍କଳ ଗୌରବଙ୍କ ସମାଧିସ୍ଥଳ ପାଇବ ନୂଆ ରୂପରେଖ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସମାଧି ସ୍ଥଳକୁ ନୂଆ ରୂପରେଖ ଦିଆଯିବ ବୋଲି ଜିଲ୍ଲା ପ୍ରଶାସନ ମଧୁବାବୁଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ପଷ୍ଟ କରିଛି..

6.ରେଳ ବଜେଟରେ ଓଡିଶାକୁ ଉପେକ୍ଷିତ କରାଯାଇଛି: ନିରଞ୍ଜନ

ରେଳ ବଜେଟରେ ଓଡିଶାକୁ ଉପେକ୍ଷିତ କରାଯାଇଛି ବୋଲି କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ..

7.ମଙ୍ଗଳାବାଗ ଓ ଦରଘା ବଜାର ପୂଜା କମିଟିର ସହାୟତାରେ ଲାଗିଲା ସିସିଟିଭି

ସହରର ମୁଖ୍ୟ ଛକ, ବଜାର ଅଞ୍ଚଳକୁ ସିସିଟିଭି ନଜରରେ ରଖିବା ପାଇଁ ଆରମ୍ଭ ହୋଇଛି ପ୍ରୟାସ..

8.ଝାରପଡା ଜେଲରୁ ବ୍ରହ୍ମପୁର ଗଲେ ପ୍ରଦୀପ ପାଣିଗ୍ରାହୀ

ପୁଣି ପ୍ରଦୀପ ପାଣିଗ୍ରାହୀଙ୍କୁ ପଚରାଉଚରା କରିବ ବ୍ରହ୍ମପୁର ପୋଲିସ..

9.ଭାଇଙ୍କ ଫେକ୍ ଆକାଉଣ୍ଟକୁ ବରୁଣଙ୍କ ଖଣ୍ଡନ

ପୋଷ୍ଟକୁ ନେଇ ଚର୍ଚ୍ଚାରେ ବରୁଣ । ସୋସିଆଲ ମିଡିଆରେ ତାଙ୍କ ଭାଇଙ୍କ ଫେକ୍ ଆକାଉଣ୍ଟ ଦେଖିବାକୁ ମିଳୁଛି..

10.ବିରୁଷ୍କାଙ୍କ କୁନି ଅତିଥିକୁ ଏମିତି ସ୍ବାଗତ ଜଣାଇଲା ଅମୁଲ ଇଣ୍ଡିଆ

ବର୍ତ୍ତମାନ ଲାଡଲୀ ସହ ବ୍ୟସ୍ତ ଥିବା ବିରାଟ ଓ ଅନୁଷ୍କାଙ୍କ ଭାଇରାଲ ହେଲା କାର୍ଟୁନ ଫଟୋ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.