ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM
TOP NEWS@1PM
author img

By

Published : Jan 30, 2021, 1:00 PM IST

Updated : Jan 30, 2021, 1:10 PM IST

1. ଲାଲକିଲ୍ଲା ହିଂସା ପ୍ରାୟୋଜିତ !

ଜାନୁଆରୀ 26ରେ ଟ୍ରାକ୍ଟର ରାଲି ସମୟରେ ପୋଲିସ ବେତାର ସେଟକୁ ଛଡ଼ାଇ ନେଇଥିବା ଲୁଟେରାକୁ ଧରିଛି ପୋଲିସ । ଏହି ସମୟରେ ଲୁଟେରା ଜଣକ ଚାଞ୍ଚଲ୍ୟକର ବୟାନ ଦେଇଛି । ଅଧିକ ପଢନ୍ତୁ...

2.ଇସ୍ରାଏଲ୍ ଦୂତାବାସ ବିସ୍ଫୋରଣ ପଛରେ ଇରାନର ହାତ !

ଶୁକ୍ରବାର ସନ୍ଧ୍ୟାରେ ଏପିଜେ ଅବଦୁଲ କଲାମ ରୋଡରେ ହୋଇଥିବା ବିସ୍ଫୋରଣ ମାମଲାରେ ଦିଲ୍ଲୀ ପୋଲିସ ଘଟଣାସ୍ଥଳରୁ ମିଳିଥିବା ଚିଠିରେ ଇରାନର ସଂଯୋଗ ପ୍ରକାଶ ପାଇଛି । ଅଧିକ ପଢନ୍ତୁ...

3.ନୟାଗଡରେ ଲଜ୍ୟା, ଶାଳୀକୁ ଭିଣୋଇଙ୍କ ଦୁଷ୍କର୍ମ

ନୂଆଗାଁ ଥାନା ଅଞ୍ଚଳରେ ଲଜ୍ୟାଜନକ ଘଟଣା । 22ବର୍ଷୀୟା ଯୁବତୀକୁ ଦୁଷ୍କର୍ମ କରିଛି ଭଉଣୀର ଦେଢଶୂର । ଅଧିକ ପଢନ୍ତୁ...

4.ରାଜ୍ୟ ସରକାରଙ୍କ ଫେବୃଆରୀ ଗାଇଡଲାଇନ: ପହିଲାରୁ ଖୋଲିବ ଅଙ୍ଗନବାଡି

ରାଜ୍ୟରେ ଫେବୃଆରୀ ମାସ ପାଇଁ ଗାଇଡଲାଇନ ଜାରି । ବାହାଘର ଓ ଶେଷକୃତ୍ୟରେ 500 ଲୋକଙ୍କୁ ଅନୁମତି । ଅଧିକ ପଢନ୍ତୁ...

5.ପ୍ଲାଷ୍ଟିକ ମୁକ୍ତ ହେବ ବାଣୀବିହାର କ୍ୟାମ୍ପସ, ଡଷ୍ଟବିନ୍ ଯୋଗାଇଦେଲା BMC

କ୍ଲିନ ଓ ଗ୍ରୀନ କ୍ୟାମ୍ପସ ଲକ୍ଷ ନେଇ ଉତ୍କଳ ବିଶ୍ବ ବିଦ୍ୟାଳୟ ପୁରାତନ ଛାତ୍ର ସଂଘ ଓ BMCର ମିଳିତ ଉଦ୍ୟମରେ ଏକ ସଚେତନ କାର୍ଯ୍ୟକ୍ରମ କରାଯାଇଛି । ଅଧିକ ପଢନ୍ତୁ...

6.କାର୍ତ୍ତିକ-ଜାହ୍ନଭିଙ୍କ ଭାଙ୍ଗିଲା 'ବନ୍ଧୁତ୍ବ', ଦୁହେଁ ଦୁହିଁଙ୍କୁ କଲେ ଅନଫଲୋ

କାର୍ତ୍ତିକ ଆର୍ୟନ ଏବଂ ଜାହ୍ନଭି କପୁରଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା ​​। ତେବେ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି ଯେ, ଦୁହେଁ ସୋସିଆଲ ମିଡିଆରେ ପରସ୍ପରକୁ ଅନଫଲୋ କରିଦେଇଛନ୍ତି ।

7.ସମ୍ବଲପୁର ସଦର ଫରେଷ୍ଟ ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ, ଭୟରେ ଗ୍ରାମବାସୀ

ସମ୍ବଲପୁର ଥମିବାର ନାଁ ଧରୁନି ବଣୁଆ ହାତୀଙ୍କ ଉପଦ୍ରବ । ହାତୀପଲ ବାରମ୍ବାର ଆସି ଲୋକଙ୍କ କ୍ଷୟକ୍ଷତି କରୁଥିଲେ ସୁଦ୍ଧା ଏହାର ସ୍ଥାୟୀ ସମାଧାନ ପାଇଁ ବନବିଭାଗ କୌଣସି ଠୋସ ପଦକ୍ଷେପ ନେଉନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

8.ସରକାରୀ ନାମ ଫଳକରେ ଓଡିଆ ଶବ୍ଦର ଭୁଲ ବନାନ

ସୂଚନା ଫଳକ ଗୁଡିକରେ ଓଡିଆ ଶବ୍ଦର ଭୁଲ ବନାନ । ପୁଣି ଗୋଟିଏ କି ଦୁଇଟି ନୁହେଁ ପ୍ରାୟ 60 କିମି ପର୍ଯ୍ୟନ୍ତ ଅନେକ ନାମ ଫଳକରେ ଏଭଳି ଭୁଲ ଲେଖାଯାଇଥିବା ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି ।

9.କୋଭିଡ-୧୯ରେ ‘ହ୍ୟାପି ହିପୋକ୍ସିଆ’

କୋଭିଡ-୧୯ରେ ‘ହ୍ୟାପି ହିପୋକ୍ସିଆ’ ହ୍ୟାପି ହିପୋକ୍ସିଆରେ ବ୍ୟକ୍ତିର ଅକ୍ସିଜେନ ବା ଅମ୍ଳଜାନ ସ୍ତର ଅତି କମ୍ ହୋଇଯାଏ, ଯାହାର ପରିଣାମ ସ୍ବରୂପ ସେ ଚେତାଶୂନ୍ୟ ହୋଇଯିବା ସହ ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେବା କଥା । ଅଧିକ ପଢନ୍ତୁ...

10.ବଢ଼ିଲା ସରକାରୀ ମେଡିକାଲର ହାଉସ ସର୍ଜନଙ୍କ ବେତନ

ସରକାରୀ ମେଡିକାଲ କଲେଜର ହାଉସ ସର୍ଜନଙ୍କ ବେତନକୁ ଶନିବାର ବୃଦ୍ଧି କରାଯାଇଛି । ଅଧିକ ପଢନ୍ତୁ...

Last Updated : Jan 30, 2021, 1:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.