1. ସାଧାରଣତନ୍ତ୍ର ଦିବସରେ ତ୍ରିରଙ୍ଗାର ଅପମାନ ଦୁର୍ଭାଗ୍ୟଜନକ: ରାଷ୍ଟ୍ରପତି
ବଜେଟ ଅଭିଭାଷଣ ସମୟରେ ରାଷ୍ଟ୍ରପତି ସାଧାରଣତନ୍ତ୍ର ଦିବସରେ ହୋଇଥିବା ହିଂସା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି ।
2. କୋରୋନା ସଙ୍କଟରୁ ମୁକୁଳୁଛି ଭାରତ: ସୁଧୁରୁଛି ଅର୍ଥନୀତି, ବୈଶ୍ବିକ ନିବେଶ ଆସୁଛି
3. ଅର୍ଥନୀତି ସୁଧାରରେ ଭାରତର ଉପଲବ୍ଧି ବଖାଣିଲେ ରାଷ୍ଟ୍ରପତି
4. ରାଜ୍ୟରେ ଜାନୁଆରୀ 31 ରୁ 3 ଦିନ ଯାଏଁ ବନ୍ଦ ରହିବ ଟୀକାକରଣ
5. କଟକ SCB ପ୍ଲାଜମା ବ୍ୟାଙ୍କ ଟିମ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
କଟକ SCB ପ୍ଲାଜମା ବ୍ୟାଙ୍କ ଟିମ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
6. ବାଲେଶ୍ବର ମେଡିକାଲର ବିଭିନ୍ନ ସମସ୍ୟା ଉପରେ କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ଗୁରୁତ୍ବ
7. ନିଖୋଜ ପିହୁ: ନ୍ୟାୟ ପାଇଁ ମନ୍ତ୍ରୀଙ୍କ ବାସଭବନ ଆଗରେ ପରିବାରର ଧାରଣା
8. ଧର୍ମାନ୍ତରୀକରଣ ପ୍ରତିବାଦରେ 12 ଘଣ୍ଟିଆ ମୟୂରଭଞ୍ଜ ବନ୍ଦ ଡାକରା
9. ବଜ୍ରକାପ୍ତା ଉଦ୍ଧାର ବେଳେ ମାଲକାନଗିରି ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ
ବଜ୍ରକାପ୍ତା ଉଦ୍ଧାର ବେଳେ ମାଲକାନଗିରି ବନ ବିଭାଗ କର୍ମଚାରୀଙ୍କୁ ଆକ୍ରମଣ
10. ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପ୍ରଥମ ସେମିଫାଇନାଲ: ଟସ୍ ଜିତି ରାଜସ୍ଥାନର ବ୍ୟାଟିଂ ନିଷ୍ପତ୍ତି