ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Nov 19, 2020, 1:02 PM IST

1-କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ, ଦିନକରେ 868 ଚିହ୍ନଟ

ରାଜ୍ୟରେ ହ୍ରାସ ପାଉଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ 868 ଆକ୍ରାନ୍ତ ଚିହ୍ନଟ ।

2-ରାଜ୍ୟରେ ପୁଣି 17 ଜୀବନ ନେଲା କିଲର କୋରୋନା

ଆଜି ପୁଣି 17 ମୁଣ୍ଡ ନେଇଛି କୋରୋନା । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1592ରେ ପହଞ୍ଚିଛି ।

3-ସୀମା ବିବାଦ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଓଡିଶା ସହ ପଡୋଶୀ ରାଜ୍ୟ ସୀମା ବିବାଦ ପ୍ରସଙ୍ଗ । ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

4-ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ, ମନେପକାଇଲେ ରାହୁଲ

ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜୟନ୍ତୀ । ଶ୍ରଦ୍ଧାଞ୍ଜଳି ଜଣାଇଲେ ନାତି ରାହୁଲ ଗାନ୍ଧୀ ।

5-ଇନ୍ଦିରାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମନେ ପକାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

6-ସିକନ୍ଦର ଆଲମଙ୍କ ପ୍ରତିମୂର୍ତ୍ତି ଅନାବରଣ

ଓଡିଶା ସଙ୍ଗୀତ ଜଗତର ଭକ୍ତ ସାଲବେଗ କୁହାଯାଉଥିବା ମହମ୍ମଦ ସିକନ୍ଦର ଆଲମଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ।

7-ବନ୍ଧୁକ ମୁନରେ ଲୁଟିନେଲେ 12 କୋଟି ଟଙ୍କା, ପୋଲିସର ଛାନଭିନ୍‌

କଟକରେ ବଡ ଧରଣର ଡକାୟତି। ନୟାସଡକରେ ଥିବା ଏକ ଫାଇନାନ୍ସରୁ ପାଖାପାଖି 12 କୋଟି ଟଙ୍କାର ଜିନିଷ ଲୁଟି ନେଇଥିବା ସୂଚନା ।

8-ଅନ୍ତର୍ଜାତୀୟ କୋକାଇନ ରାକେଟ ପର୍ଦ୍ଦାଫାସ, 4 ଗିରଫ

ରାଜସ୍ବ ଓ ଇଣ୍ଟେଲିଜିଏନସି ନିର୍ଦ୍ଦେଶାଳୟର ତିନି ଦିନର ଅପରେସନ ପରେ ଅନ୍ତର୍ଜାତୀୟ କୋକାଇନ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ ।

9-ବିବାହ ବନ୍ଧନରେ ବାନ୍ଧି ହେବେ ଅମର୍ତ୍ତ୍ୟ ଓ ଐଶ୍ବର୍ଯ୍ୟା

କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି(କେପିସିସି) ସଭାପତି ଡି.କେ ଶିବକୁମାରଙ୍କ ଝିଅ ଐଶ୍ବର୍ଯ୍ୟା ଭିଜି ସିଦ୍ଧାର୍ଥଙ୍କ ପୁଅ ଅମର୍ତ୍ତ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି ।

10-‘ସୁରଜ ପେ ମଙ୍ଗଲ ଭାରି’ ଦେଖିଲେ ମୁମ୍ବାଇର 159 ପୋଲିସ, ବିଏମସି କର୍ମୀ

ପିଭିଆର ମଲ୍ଟିପ୍ଲେକ୍ସ ମାଲିକ ମୁମ୍ବାଇ ପୋଲିସ ଓ ବିଏମସି କର୍ମଚାରୀଙ୍କୁ ମଗାଣାରେ କରାଇଲେ ମନୋରଞ୍ଜନ । ‘ସୁରଜ ପେ ମଙ୍ଗଲ ଭାରି’ ଦେଖିଲେ ସମସ୍ତେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.