1-ରାଜ୍ୟରେ 3 ଲକ୍ଷ ଛୁଇଁଲା ସଂକ୍ରମଣ ସଂଖ୍ୟା
ରାଜ୍ୟରେ ଦିନକରେ 1372 ଆକ୍ରାନ୍ତ ଚିହ୍ନଟ । 3 ଲକ୍ଷ ଛୁଇଁଲା ସଂକ୍ରମଣ ସଂଖ୍ୟା ।
2-ରାଜ୍ୟରେ କୋରୋନା ମୃତ୍ୟୁରେ ଲାଗୁନି ବ୍ରେକ, ଆଜି ପୁଣି 17 ମୃତ
ଆଜି ପୁଣି 17 ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଆଜକୁ ମିଶାଇ ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା 1410ରେ ପହଞ୍ଚିଛି ।
3-ଓଏଏସ ଅଫିସରଙ୍କ ଘରେ ନାବାଳିକା ଦୁଷ୍କର୍ମ ମାମଲା: ସିବିଆଇ ତଦନ୍ତ ପାଇଁ ହାଇକୋର୍ଟରେ ଅଭିଯୁକ୍ତ
4- ନଭେମ୍ବର 6 ସୁଦ୍ଧା ଦେଶରେ ସରିଛି 11,65,42,304 କୋଭିଡ ଟେଷ୍ଟ: ICMR
5-ପ୍ରଦୂଷଣରେ ଜର୍ଜରିତ ଦିଲ୍ଲୀବାସୀ, ନିଃଶ୍ବାସ ନେବାରେ ଭୋଗୁଛନ୍ତି ସମସ୍ୟା
6-ଓଡିଶାରେ ଶୀତ ଲହରୀ, ସୁବର୍ଣ୍ଣପୁର ସବୁଠୁ ଥଣ୍ଡା ସହର
ରାଜ୍ୟରେ ଶୀତ ଲହରୀ । ତାପମାତ୍ରା ଖସିବା ସାଙ୍ଗକୁ ବଢୁଛି ଶୀତ । ଆଜି ସବୁଠାରୁ ଶୀତଳ ସହର ପାଲଟିଲା ସୁବର୍ଣ୍ଣପୁର ।
7-କେରଳ ମନ୍ତ୍ରୀ କେ.ଟି ଜଲିଲଙ୍କୁ କଷ୍ଟମ ବିଭାଗର ନୋଟିସ
8-ହୋଟେଲ କଡରେ ବ୍ରାଉନସୁଗାର ଡେଲିଭେରୀ, ଏସଟିଏଫ ଦ୍ବାରା ୩ ଗିରଫ
9-ୱାର୍ଲ୍ଡ ରେକର୍ଡ କଲେ କେରଳ ଝିଅ, 35 ଦିନରେ 628 କୋର୍ସ କଲେ ଶେଷ
10-ବଲିଉଡ ଡ୍ରଗ୍ସ ଲିଙ୍କ: ଏନଡିପିଏସ କୋର୍ଟରେ ଜାମିନ ଆବେଦନ କଲେ ରିଆଙ୍କ ଭାଇ