ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ବଡ ଖବର

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 27, 2020, 1:02 PM IST

1.ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା, ହାଇଆଲର୍ଟ ଜାରି

ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣର ଆଶଙ୍କା ରହିଛି । ଯାହାକୁ ନେଇ ସହରରେ ହାଇଆଲର୍ଟ ଜାରି କରାଯାଇଛି । ଅଧିକ ପଢନ୍ତୁ...

2.ପୁଲୱାମାରେ ଏନ‌କ‌ାଉଣ୍ଟର; ଜଣେ ଆତଙ୍କୀ କଲା ଆତ୍ମସମର୍ପଣ, ଆଉ ଜଣେ ନିହତ

ପୁଲୱାମା ଜିଲ୍ଲାର ଅବନ୍ତିପୋରାଠାରେ ସୁରକ୍ଷା ବାହିନୀର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେ‌ଳେ ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ସଂଗଠନର ଜଣେ ସଦସ୍ୟ ଆତ୍ମସମର୍ପଣ କରିଥିବା ସୂଚନା ରହିଛି..

3.ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ, ଜାଣନ୍ତୁ ମହାପ୍ରଭୁଙ୍କ ବାଳଭୋଗର ମହାତ୍ମ୍ୟ

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ ହୋଇଥିବା ବେଳେ ଚୂଡାନ୍ତ ନୀତି ନିର୍ଘଣ୍ଟ ଅନୁସାରେ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି..

4.ରାଜ୍ୟରୁ ଆଜି 13 ଜଣଙ୍କ ଜୀବନ ନେଲା କୋରୋନା

ରାଜ୍ୟରେ କୋରୋନା ଜନିତ ମୃତ୍ୟୁ ଜାରି ରହିଛି । ଆଜି ପୁଣି 13 ଜଣଙ୍କ ଜୀବନ ନେଇଛି ମହାମାରୀ ଭୂତାଣୁ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦେଇଛି..

5.ଗୋଟିଏ ଦିନରେ 1247 କୋରୋନା ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ

ପୂର୍ବ ଅପେକ୍ଷା ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ ସଂଖ୍ୟା । 30ଟି ଜିଲ୍ଲାରୁ 1247 ଆକ୍ରାନ୍ତ ଚିହ୍ନଟ । ଖୋର୍ଦ୍ଧାରେ ବଢୁଛି ସଂକ୍ରମଣ ।

6.କୋଭିଡ୍ କଟକଣା ମଧ୍ୟରେ ଶ୍ରୀକ୍ଷେତ୍ରରେ ଗୋଷାଣୀ ଭଷାଣି ଉତ୍ସବ, 144 ଧାରା ଜାରି

କୋଭିଡ୍ କଟକଣା ଭିତରେ ଶ୍ରୀକ୍ଷେତ୍ରରେ ପାଳିତ ହେବ ଗୋଷାଣୀ ଭଷାଣି ଉତ୍ସବ..

7.ବିଶ୍ବର ସର୍ବବୃହତ ପର୍ଯ୍ୟଟନସ୍ଥଳୀ ହେବ ‘ଅଯୋଧ୍ୟା’

ରାମ ଜନ୍ମଭୂମି ଅଯୋଧ୍ୟା ସହରକୁ ପର୍ଯ୍ୟଟକମାନଙ୍କ ପାଇଁ ଅନୁକୂଳ ପର୍ଯ୍ୟଟନସ୍ଥଳୀ ଭାବରେ ବିକଶିତ କରିବାକୁ ଯୋଜନା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ..

8.ଦିଲ୍ଲୀ-ପଞ୍ଜାବ-ହରିୟାଣା ସମେତ 42ଟି ସ୍ଥାନରେ ଆୟକର ବିଭାଗର ଚଢାଉ

ନକଲି ବିଲିଂ ମାଧ୍ୟମରେ ଏଣ୍ଟ୍ରି ଅପରେସନ୍ ଏବଂ ବିପୁଳ ପରିମାଣର ନଗଦ ଉତ୍ପାଦନ କରୁଥିବା ବ୍ୟକ୍ତିବିଶେଷଙ୍କ ଏକ ବୃହତ ନେଟୱାର୍କ ବିରୋଧରେ ଅପରେସନ ଚଲାଇଛି ଆୟକର ବିଭାଗ..

9.କେରଳ ବିମାନବନ୍ଦରରୁ 12 ଲକ୍ଷ ଟଙ୍କାର ସୁନା ଜବତ

କେରଳର ବିମାନବନ୍ଦରୁ 245ଗ୍ରାମର ସୁନା ଜବତ କରିଛି କଷ୍ଟମ ବିଭାଗ । ଘଟଣାରେ ଜଣେ ଯାତ୍ରୀ ଅଟକ..

10.ଗୁଜୁରାଟ ଉପନିର୍ବାଚନ: ଗଣମାଧ୍ୟମ ସହ ଆଲୋଚନା ବେଳେ ନୀତିନଙ୍କ ଉପରକୁ ଚପଲ ମାଡ

ନଭେମ୍ବର ୩ରେ ଗୁଜୁରାଟ ଉପନିର୍ବାଚନ । ଏହା ପୂର୍ବରୁ ଗୁଜୁରାଟ ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ନିର୍ବାଚନୀ ପ୍ରଚାର ପାଇଁ କର୍ଜନ ଯାଇଥିବା ବେଳେ ଅଚାନକ ତାଙ୍କ ଉପରକୁ କେହି ଜୋତା ଫିଙ୍ଗିଥିଲେ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.