ETV Bharat / bharat

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - TOP NEWS @1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 14, 2020, 1:15 PM IST

1. ବ୍ଲକ ଦୁର୍ନୀତି ମାମଲା: ଘୁଞ୍ଚିଲା ଦିଲ୍ଲୀପ ରାୟଙ୍କ ଦଣ୍ଡ ଶୁଣାଣି

ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଶିଷ୍ଟ ଶିଳ୍ପପତି ଦିଲ୍ଲୀପ ରାୟଙ୍କ ବିରୋଧରେ ଆଜି ହେବାକୁ ଥିବା ଦଣ୍ଡବିଧାନ ଆସନ୍ତା 26 ତାରିଖକୁ ଘୁଞ୍ଚିଛି ।

2.କଟକ ନାବାଳିକା ଗଣଦୁଷ୍କର୍ମ ମାମଲା: ଜଣଙ୍କୁ ଗିରଫ କଲା ପୋଲିସ

ଚାଉଳିଆଗଞ୍ଜ ଥାନାରେ ଏନେଇ ମମାଲା ରୁଜୁ ପରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ତେବେ ଆଉ ଜଣ ଅଭିଯୁକ୍ତ (ସଂପୃକ୍ତ ବ୍ୟକ୍ତିର ସାଙ୍ଗ)କୁ ଚାଲିଛି ଖୋଜା।

3.ସୂଚନା ମାଗିଲେ 30 ଲକ୍ଷ ଦାବି, କଲେଜରେ ପ୍ରହସନ ପାଲଟିଛି RTI

ସୂଚନା ପାଇବ ତ ଆଗ ଜମା କର ୩0 ଲକ୍ଷ ଟଙ୍କା । ଅଧିକ ଅର୍ଥ ଆବଶ୍ୟକ ହେଲେ ପରେ ଦେବ । ସୂଚନା ଅଧିକାର ଆଇନ୍‍ ବଳରେ ତଥ୍ୟ ଚାହୁଁଥିବା ଜଣେ ପୁରାତନ ଛାତ୍ରଙ୍କୁ କାକଟପୁର ମଙ୍ଗଳା ମହାବିଦ୍ୟାଳୟର ସୂଚନା ଅଧିକାରୀ (ପିଆଇଓ) ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।

4.ତଳମୁହାଁ କୋରୋନା ଗ୍ରାଫ: ରାଜ୍ୟରୁ 2604 ପଜିଟିଭ ଚିହ୍ନଟ

ରାଜ୍ୟରେ ଆଉ 2604 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । 1115 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ 1093 ଜଣ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ ହୋଇଛନ୍ତି ।

5.15 ଜଣଙ୍କ ମୁଣ୍ଡ ନେଲା କୋରୋନା

ରାଜ୍ୟରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା । ଗୋଟିଏ ଦିନରେ କୋରୋନା ନେଲା 15 ମୁଣ୍ତ ।

6.ବନ୍ଦୀ ମୁକ୍ତ ପରେ ପିଡିପି ନେତାଙ୍କ ସହ ମେହବୁବାଙ୍କ ବୈଠକ

ଗୃହ ବନ୍ଦୀରୁ ମୁକ୍ତ ହେବା ପରେ ବୁଧବାର ସକାଳେ ପିଡିପି ନେତାଙ୍କ ସହ ସାକ୍ଷାତକାର କରିଛନ୍ତି ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ।

7.ସ୍ବଦେଶୀ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ ନେଇ କ’ଣ କହିଲେ DRDO ମୁଖ୍ୟ ?

ନିକଟ ଅତିତରେ ବିଭିନ୍ନ ସ୍ବଦେଶୀ କ୍ଷେପଣାସ୍ତ୍ର ଗୁଡିକର ସଫଳ ପରୀକ୍ଷଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଡିଆରଡିଓ ଅଧ୍ୟକ୍ଷ ଜି ସତିଶ ରେଡ୍ଡୀ ।

8.ତିନି ନାବାଳିକା ଭଉଣୀଙ୍କୁ ଏସିଡ଼ ମାଡ଼, ପୋଲିସ ଏନକାଉଣ୍ଟରରେ ଅଭିଯୁକ୍ତ ଆହତ

ତିନି ନାବାଳିକା ଭଉଣୀଙ୍କୁ ଏସିଡ଼ ମାଡ଼ ଘଟଣା । ଅଭିଯୁକ୍ତ ଯୁବକ ପୋଲିସ ଏନକାଉଣ୍ଟରେ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ।

9.କଂଗ୍ରେସରେ ସାମିଲ ହେବେ ଶରଦ ପାୱାରଙ୍କ ଝିଅ ଶୁଭାସିନୀ

ଲୋକତାନ୍ତ୍ରିକ ଜନତା ଦଳର ମୁଖ୍ୟ ଶରଦ ଯାଦବଙ୍କ ଝିଅ ଶୁଭାସିନୀ ରାଜରାଓ କଂଗ୍ରେସରେ ସାମିଲ ହେବେ ବୋଲି ଜଣାପଡିଛି ।

10.ବିହାର ନିର୍ବାଚନକୁ ନେଇ କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ

ବିହାର ବିଧାନସଭା ନିର୍ବାଚନରେ ଦ୍ବିତୀୟଚରଣ ନିର୍ବାଚନ ପାଇଁ ନାମାଙ୍କନ ଜାରି ରହିଛି । ସମସ୍ତ ଆଶାୟୀଙ୍କ ପ୍ରାର୍ଥୀତ୍ବ ଜାରି କରାଯାଉଛି । ଆଜି କଂଗ୍ରେସର ଦ୍ବିତୀୟ ଚରଣର ଦଳୀୟ ପ୍ରାର୍ଥଙ୍କୁ ସୂଚୀ ଜାରି କରିବ ।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.