1.କୋରୋନା ନେଲା ଆଉ 11 ମୁଣ୍ଡ, ମୋଟ ମୃତ୍ୟୁସଂଖ୍ୟା 721
ରାଜ୍ୟରେ ପୁଣି କରୋନା ନେଲା 11 ଜୀବନ। ରାଜ୍ୟରେ ମୃତ୍ୟୁ ସଂଖ୍ୟା 721ରେ ପହଞ୍ଚିଛି..
2.ଆଜି ରାଜ୍ୟରେ 4189 କୋରୋନା ଆକ୍ରାନ୍ତ ଚିହ୍ନଟ
24 ଘଣ୍ଟାରେ ଆକ୍ରାନ୍ତ ସଂଖ୍ୟା 4189 ରହିଥିଲା ବେଳେ ସର୍ବାଧିକ ଚିହ୍ନଟ ଖୋର୍ଦ୍ଧାରେ ହୋଇଛି । ଏଥିସହିତ ରାଜ୍ୟରେ ସମୁଦାୟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1,88,311ରେ ପହଞ୍ଚିଛି..
3.ରାଜ୍ୟସଭାରେ ସାଂସଦଙ୍କ ନିଲମ୍ବନ ପ୍ରତ୍ୟାହାର ଦାବିରେ ବିରୋଧୀଙ୍କ ଗୃହ ପରିତ୍ୟାଗ
ରାଜ୍ୟସଭାରେ ଜୋର ଧରିଲା ନିଲମ୍ବିତ ହୋଇଥିବା 8 ସାଂସଦଙ୍କ ପ୍ରତ୍ୟାହାର ଦାବି । ବିରୋଧୀ ଦଳ ପ୍ରତ୍ୟାହର ଦାବି କରି ଗୃହତ୍ୟାଗ କରିଛନ୍ତି..
4.ଖୋଲିଲା ବଜାର, 270 ପଏଣ୍ଟ ଖସିଲା ସେନସେକ୍ସ
ଲାଲ ସଙ୍କେତରେ ଖୋଲିଲା ବଜାର। ବାଣିଜ୍ୟରେ ଉଭୟ ଇକ୍ୱିଟି ସୂଚକାଙ୍କ 0.7 ପ୍ରତିଶତରୁ ଅଧିକ ହ୍ରାସ ପାଇ ମାର୍କେଟ ମଙ୍ଗଳବାର ଲାଭ ହାସଲ କରିଛି..
5.ନବଜାତକ ମୃତଦେହ ଉଦ୍ଧାର, ତଦନ୍ତ ଜାରି
ଖୋର୍ଦ୍ଧାରୁ ନବଜାତକର ମୃତଦେହ ଉଦ୍ଧାର । ପୋଲିସର ତଦନ୍ତ ଜାରି..
6.ସ୍ମାର୍ଟସିଟିରେ ପ୍ରବଳ ବର୍ଷା, ପୋଖରୀର ଭ୍ରମ ସୃଷ୍ଟି
ପ୍ରବଳ ବର୍ଷାରେ ଭାସିଲା ଭୁବନେଶ୍ବର । ଜନଜୀବନ ପ୍ରଭାବିତ..
7.ବଡଗାମରେ ଏନକାଉଣ୍ଟର, ସେନା ଗୁଳିରେ ଜଣେ ଆତଙ୍କୀ ସଫା
ବଡଗାମରେ ସୁରକ୍ଷା କର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟରେ ଜଣେ ଆତଙ୍କୀ ସଫା..
8.କୋରୋନା କଟକଣା, ଦଶହରାକୁ ନେଇ ଆଶା ଆଶଙ୍କାରେ ବୌଦ୍ଧବାସୀ
ଜିଲ୍ଲାରେ କୋରୋନା ସ୍ଥିତି ଅତ୍ୟନ୍ତ ଉଦବେଗ ଜନକ ହୋଇ ଚାଲିଥିବା ବେଳେ ଆଗକୁ ଆସୁଥିବା ଦଶହରା ପର୍ବ ପାଳନ ନେଇ ସୃଷ୍ଟି ହୋଇଛି ଆଶା ଆଶଙ୍କା..
9.ଦେଶରେ 55 ଲକ୍ଷ ପାର କୋରୋନା ସଂକ୍ରମଣ ସଂଖ୍ୟା, 88935 ମୃତ
2 ମାସର ବ୍ୟବଧାନ ପରେ ସେପ୍ଟେମ୍ବର 21 ତାରିଖରେ କୋରୋନା ସଂକ୍ରମଣ ମାମଲା ହ୍ରାସ ପାଇଛି । ପୂର୍ବରୁ ପ୍ରତ୍ୟେକ ଦିନ 1 ଲକ୍ଷ ପାଖାପାଖି ପଜିଟିଭ ସଂଖ୍ୟା ରିପୋର୍ଟ ହେଉଥିଲା..
10.ସୁଶାନ୍ତ ମୃତ୍ୟୁ ମାମଲା, ପୁଣି ଏନସିବି ଆଗରେ ହାଜର ହେବେ ଜୟା ଶାହା
ସୁଶାନ୍ତ ସିଂ ରାଜପୁତ୍ ମୃତ୍ୟୁ ମାମଲାରେ ଡ୍ରଗ୍ସ ଲିଙ୍କ। ମୃତ୍ୟୁ ପଛରୁ ପରଦା ହଟିନଥିବା ବେଳେ ଛନ୍ଦି ହୋଇଚାଲିଛି ଅଡୁଆ ସୂତାର ଖିଅ..