ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - TOP NEWS @1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 19, 2020, 1:07 PM IST

1.ରାଜ୍ୟରେ ପୁଣି କୋରୋନା ନେଲା 9 ଜୀବନ, ବରଗଡରୁ 2ଜଣଙ୍କ ମୃତ୍ୟୁ

ରାଜ୍ୟରେ କୋରୋନା ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟୁଥିବା ବେଳେ ରାଜ୍ୟରେ ପୁଣି କୋରୋନାରେ 9 ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 691ରେ ପହଞ୍ଚିଛି..

2.ରାଜ୍ୟରେ ବେକାବୁ କୋରୋନା, ପୁଣି 4 ହଜାରରୁ ଊର୍ଦ୍ଧ୍ବ ପଜିଟିଭ ଚିହ୍ନଟ

ରାଜ୍ୟରେ ଅସମ୍ଭାଳ ହେଉଛି କୋରୋନା ମାମଲା । ଗତ କିଛି ଦିନରେ ଦୈନିକ 4 ହଜାରରୁ ଅଧିକ ସଂକ୍ରମିତ ମାମଲା ଚିହ୍ନଟ ହେଉଛି । ଆଜି ମଧ୍ୟ 4209 ନୂତନ କୋରୋନା ମାମଲା ରିପୋର୍ଟ କରାଯାଇଛି..

3.ମୁମ୍ବାଇରେ ଲୋକାଲ ଟ୍ରେନ ଲାଇନଚ୍ୟୁତ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ମୁମ୍ବାଇ ଠାରୁ ପ୍ରାୟ 95 କିଲୋମିଟର ଦୂରରେ ଥିବା ଆଟଗାଓଁ ଷ୍ଟେସନ ନିକଟରେ ଟ୍ରେନ ଲାଇନଚ୍ୟୁତ ହୋଇଥିଲେ । ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି..

4.ଜାମ୍ମୁ କାଶ୍ମୀରରୁ 3 ଲସ୍କର-ଏ-ତୋଏବା ଆତଙ୍କବାଦୀ ଗିରଫ

ଶନିବାର ଜମ୍ମୁକାଶ୍ମୀରର ରାଜୌରୀ ଜିଲ୍ଲାରୁ 3 ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କୁ ସୁରକ୍ଷାକର୍ମୀଙ୍କ ମିଳିତ ଟିମ୍ ଗିରଫ କରିଛି..

5.ବର୍ଷା-ଅନୁଭବ ବିବାଦ: ସୁପ୍ରିମକୋର୍ଟ ଗଲେ ଅଭିନେତ୍ରୀ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ବିବାଦ ମାମଲା । ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେଲେ ବର୍ଷା ପ୍ରିୟଦର୍ଶିନୀ..

6.ରାଜ୍ୟସଭାରେ ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- 2020 ବିଧେୟକ ପାରିତ

ରାଜ୍ୟସଭାରେ ଦେବାଳିଆ ଓ ଦେବାଳିଆପଣ ସଂହିତା (ସଂଶୋଧନ)- 2020 ବିଧେୟକ ପାରିତ..

7.ଆଫ୍ରିକାକୁ 13ଟି ଜରୁରୀ ମେଡିସିନ ଯୋଗାଇଲା ଭାରତ

ଶୁକ୍ରବାର ମୋଜାମ୍ବିକକୁ 22 ମିଲିୟନ ମେଟ୍ରିକ୍ ଟନର ହାଇଡ୍ରୋକ୍ସିକ୍ଲୋରୋକାଇନ୍ ଏବଂ ପାରାସିଟାମୋଲ ସହିତ 13 ଟି ଜରୁରୀ ମେଡିସିନ ହସ୍ତାନ୍ତର କରିଛି..

8.ଆଇପିଏଲ ମହାସମର: ଦେଖନ୍ତୁ ଉଦ୍‌ଘାଟନୀ ମୁକାବିଲାକୁ ନେଇ କ'ଣ ରହିଛି କ୍ଲବ କ୍ରିକେଟରଙ୍କ ପ୍ରତିକ୍ରିୟା

ଆଜି ମୁମ୍ବାଇ -ଚେନ୍ନାଇ ମଧ୍ୟରେ ଉଦ୍‌ଘାଟନୀ ମୁକାବିଲା ଖେଳାଯିବ । ଏହି ମହାଲଢେଇକୁ ନେଇ କ'ଣ ପ୍ରତିକ୍ରିୟା ରଖିଛନ୍ତି କଟକର କ୍ଲବ କ୍ରିକେଟର..

9.'ତୃତୀୟ ଦେଶ ସହିତ ଏକତ୍ର କାମ କରିବାକୁ ଚିନ୍ତା କରୁଛି ଭାରତ ଓ ଜାପାନ'

ଚୀନର ବିସ୍ତାରବାଦୀ ନୀତିକୁ ବ୍ରେକ ଦେବା ପାଇଁ ଓ ରଣକୌଶଳ ପ୍ରସ୍ତୁତି ପାଇଁ ଭାରତ ଓ ଜାପାନର ବନ୍ଧୁତାକୁ ମଜବୁତ୍ କରିବା ସହ ତୃତୀୟ ଦେଶକୁ ସାମିଲ କରି ମିଳିତ ଭାବେ କାମ କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି..

10.ହାଇକୋର୍ଟରେ ଜବାବ ରଖିଲା ବିଏମସି, କଙ୍ଗନାଙ୍କ 2କୋଟି କ୍ଷତିପୂରଣର ଦାବି ସମ୍ପୂର୍ଣ୍ଣ ଭିତ୍ତିହୀନ

ପାର୍ଲି ହିଲରେ ଅବସ୍ଥିତି ମଣିକର୍ଣ୍ଣିଆ କାର୍ଯ୍ୟାଳୟରେ ବିଏମସି ଦ୍ବାରା ହୋଇଥିବା ଉଚ୍ଛେଦ ଅଭିଯାନରେ ଅଭିନେତ୍ରୀ କଙ୍ଗନା 2 କୋଟିର କ୍ଷତି ଦାବି କରିଛନ୍ତି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.