ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର - 1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Aug 9, 2020, 1:05 PM IST

1.ରାଜ୍ୟରେ ଥମୁନି ସଂକ୍ରମଣ: ଦିନକରେ 1734 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ସର୍ବାଧିକ 29ଟି ଜିଲ୍ଳାରୁ 1734 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ବାରେଣ୍ଟାଇନ କେନ୍ଦ୍ରରୁ 1075 ଚିହ୍ନଟ ହୋଇଥିବାବେଳେ 659 ଜଣ ସ୍ଥାନୀୟ ସଂକ୍ରମଣର ଶିକାର ହୋଇଛନ୍ତି..

2.ରାଜ୍ୟରେ ପୁଣି 13 ମୁଣ୍ଡ ନେଲା କୋରୋନା, ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି

ଆଜି ରାଜ୍ୟରେ ସର୍ବାଧିକ 13 କୋରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଆଜକୁ ମିଶାଇ ମୃତ୍ୟୁ ସଂଖ୍ୟା 272କୁ ବୃଦ୍ଧି ପାଇଛି..

3.ବିଜୟଓ୍ବାଡା କୋଭିଡ କେୟାର ସେଣ୍ଟରରେ ଅଗ୍ନିକାଣ୍ଡ: ମୃତ୍ୟୁ ସଂଖ୍ୟା 11କୁ ବୃଦ୍ଧି

ବିଜୟଓ୍ବାଡା ସ୍ଥିତ ଏକ କୋଭିଡ କେୟାର ସେଣ୍ଟରରେ ଭୟାବହ ଅଗ୍ନିକାଣ୍ଡ । ଏଥିରେ 11ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି..

4.କୋରୋନା ମୁକ୍ତ ଗୃହମନ୍ତ୍ରୀ ଅମିତ ଶାହ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କୋରୋନା ନେଗେଟିଭ ଆସିଥିବା ଜଣାପଡିଛି । ଏନେଇ ବିଜେପି ସାଂସଦ ମନୋଜ ତିୱାରୀ ଟ୍ବିଟ ଜରିଆରେ ସୂଚନା ଦେଇଛନ୍ତି..

5.କୋଝିକୋଡ ରନ୍‌ୱେ-୧୦ ଅସୁରକ୍ଷିତ: 10 ବର୍ଷ ପୂର୍ବେ ସତର୍କ କରାଇଥିଲେ ବିଶେଷଜ୍ଞ

ଯଦି ବିଶେଷଜ୍ଞଙ୍କ ପରାମର୍ଶ ମାନି କର୍ତ୍ତୃପକ୍ଷ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଥାନ୍ତେ, ତେ‌ବେ ହୁଏତ ଦୁର୍ଘଟଣା ଘଟିନଥାନ୍ତା। ଏହି ଦୁର୍ଘଟଣାରେ ଦୁଇ ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ଘଟିଛି..

6.ରାଜନାଥ ସିଂଙ୍କ ଗୁରୁତ୍ବପୂର୍ଣ୍ଣ ଘୋଷଣା, 101 ପ୍ରତିରକ୍ଷା ଉପକରଣ ଉପରେ ପ୍ରତିବନ୍ଧକ

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କ ବଡ ଘୋଷଣା । ବ୍ୟାନ ହେବ ପ୍ରତିରକ୍ଷାର 101 ଉପକରଣ । ଏନେଇ ଟ୍ବିଟ କରି ସୂଚନା ଦେଲେ ରାଜନାଥ ସିଂ । ଅଧିକ ପଢନ୍ତୁ...

7.ବିଜୟଓ୍ବାଡା କୋଭିଡ ହସ୍ପିଟାଲରେ ଅଗ୍ନିକାଣ୍ଡ: ସମବେଦନା ଜଣାଇଲେ ପିଏମ ଓ ଗୃହମନ୍ତ୍ରୀ

ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା କୋଭିଡ କେୟାରରେ ଅଗ୍ନିକାଣ୍ଡରେ ଟ୍ବିଟ କରି ସମବେଦନା ଜଣାଇଲେ ନେତା ଓ ମନ୍ତ୍ରୀ..

8.ଆଉ ଏକ ସଂଗ୍ରାମର ସମୟ ଆସିଛି: କଂଗ୍ରେସ

କ୍ରାନ୍ତି ଦିବସରେ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାସୁମାନ ଅର୍ପଣ କରିବା ଅବସରରେ କଂଗ୍ରେସର ସଭାପତି କହିଛନ୍ତି ଯେ, ସାମ୍ପ୍ରତିକ ପରିସ୍ଥିତିରେ ଭାରତରେ ଆଉ ଏକ ଅଗଷ୍ଟ କ୍ରାନ୍ତି ସଂଗ୍ରାମ ପାଇଁ ସମୟ ଆସି ଯାଇଛି ..

9.ଅଯୋଧ୍ୟା: ବାବରଙ୍କ ନାଁରେ ହେବନି ମସଜିଦ, ଶିଳାନ୍ୟାସରେ ଯୋଗଦେବେ ଯୋଗୀ

ଅଯୋଧ୍ୟାରେ ମସଜିଦ ନିର୍ମାଣ ପାଇଁ ଦିଆଯାଇଥିବା ସ୍ଥାନରେ ବାବରଙ୍କ ନାଁରେ ନିର୍ମାଣ ନେଇ ଗୁଜବକୁ ଖଣ୍ଡନ କଲା ଇଣ୍ଡୋ-ଇସଲାମିକ ସାଂସ୍କୃତିକ ଫାଉଣ୍ଡେସନ ଟ୍ରଷ୍ଟ..

10.ଆମେରିକାକୁ କୋରୋନା କାଳ, 5 ମିଲିୟନରେ ପହଁଞ୍ଚିଲା ସଂକ୍ରମଣ

5 ମିଲିୟନରେ ପହଁଞ୍ଚିବ ସଂକ୍ରମଣ ମାମଲା। ଦିନକୁ ଦିନ ମୃତ୍ୟୁସଂଖ୍ୟା ବଢିଚାଲିଥିବା ବେଳେ ଦେଶର ବେକାରୀ ସମସ୍ୟାଉତ୍କଟ ହେବାରେ ଲାଗିଛି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.