ETV Bharat / bharat

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - 1PM

ନଜର ପକାନ୍ତୁ NEWS@1PMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @1PM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...

author img

By

Published : Jul 11, 2020, 1:11 PM IST

Updated : Jul 11, 2020, 1:19 PM IST

1.ପୁଣି ରାଜ୍ୟରେ 5 ମୁଣ୍ଡ ନେଲା କୋରୋନା, ସଂଖ୍ୟା 61କୁ ବୃଦ୍ଧି

ଆଉ 5 ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ମୃତ୍ୟୁ ସଂଖ୍ୟା 61ରେ ପହଞ୍ଚିଛି..

2.ଦିନକରେ 570 ଆକ୍ରାନ୍ତ, 12 ହଜାର ଟପିଲା ସଂକ୍ରମିତ ସଂଖ୍ୟା

ରାଜ୍ୟରେ ବେକାବୁ କୋରୋନା । ଗୋଟିଏ ଦିନରେ 570 ନୂଆ ଆକ୍ରାନ୍ତ ଚିହ୍ନଟ..

3.ଗିଲୟ: ଭାରତର ଜାତୀୟ ଔଷଧି

ଆୟୁର୍ବେଦିକ ଔଷଧରେ ବ୍ୟବହାର ହେଉଥବା ଗିଲୟ ନାମକ ଏକ ଚେରମୂଳିର ବେଶ ଉପକାରିତା ରହିଛି..

4.ଅରୁଣାଚଳ ପ୍ରଦେଶରେ ଏନକାଉଣ୍ଟର: 6 ଉଗ୍ରବାଦୀ ନିହତ

ଅରୁଣାଚଳ ପ୍ରଦେଶର ଲଙ୍ଗଡିଙ୍ଗ ଜିଲ୍ଲାରେ ଆସାମ ରାଇଫଲ୍ସର ଏନକାଉଣ୍ଟରରେ 6 ଉଗ୍ରବାଦୀ ନିହତ ହୋଇଛନ୍ତି..

5.2.72 ପ୍ରତିଶତକୁ ଖସିଲା କୋରୋନା ମୃତ୍ୟୁ ହାର

ଭାରତରେ କୋଭିଡ-19 ମୃତ୍ୟୁ ହାର 2.72 ପ୍ରତିଶତକୁ ହ୍ରାସ ପାଇଛି। ଏହା ବିଶ୍ବର ଅନ୍ୟାନ୍ୟ ଦେଶ ତୁଳନାରେ କମ୍ ରହିଛି..

6.‘ମନ୍ କି ବାତ୍’ରେ ଦେଶକୁ ସମ୍ବୋଧନ କରିବେ ମୋଦି

ଜୁଲାଇ 26ରେ ମୋଦି ‘ମନ୍ କି ବାତ୍’ରେ ଦେଶକୁ ସମ୍ବୋଧନ କରିବେ । ଏହି କାର୍ଯ୍ୟକ୍ରମରେ ମୋଦି ଦେଶ ତଥା ବିଦେଶରେ ଥିବା ଭାରତୀୟଙ୍କୁ ସମ୍ବୋଧିନ କରିବେ..

7.ଦିଲ୍ଲୀର ଗର୍ବ ହେଉଛନ୍ତି ପ୍ଲାଜମା ଡୋନର: ଅରବିନ୍ଦ କେଜ୍ରିୱାଲ

ଲାଜମା ଡୋନରଙ୍କୁ ପ୍ରଶଂସା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଏହାସହ ଅଧିକ କୋରୋନା ସୁସ୍ଥ ବ୍ୟକ୍ତି ଆଗକୁ ଆସି ପ୍ଲାଜମା ଦାନ କରିବାକୁ ନିବେଦନ କରିଛନ୍ତି..

8.13 ଜିଲ୍ଲାର ଲୋକଙ୍କୁ ମାଲକାନଗିରି ମନା

ମାଲକାନଗିରି ଜିଲ୍ଲାରେ ଦ୍ରୁତ ଗତିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏ ନେଇ 13 ଜିଲ୍ଲାର ଲୋକଙ୍କୁ ମାଲକାନଗିରି ଜିଲ୍ଲାକୁ ଆସିବାକୁ ବାରଣ କରାଯାଇଛି..

9. କୁପୱାରା ଏନକାଉଣ୍ଟରରେ ୨ ଆତଙ୍କୀ ସଫା , AK 47 ଜବତ

ଆତଙ୍କୀଙ୍କ ବଦମାସୀକୁ ମୁହଁତୋଡ ଜବାବ। ଜାମ୍ମୁକାଶ୍ନୀର କୁପୱାରରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କୀ ସଫା। ସେମାନଙ୍କ ପାଖରୁ 2ଟି AK 47 ଜବତ କରାଯାଇଛି।

10. ଅରୁଣାଞ୍ଚଳ ପ୍ରଦେଶରେ ଭୂସ୍ଖଳନ ଓ ପ୍ରବଳ ବର୍ଷା, 8 ମୃତ

ଅରୁଣାଚଳ ପ୍ରଦେଶ ପାପମ ପେୟାର ଜିଲ୍ଲାର ଟିଗଡୋ ଓ ମୋଦିର୍‌ଜୋ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେତୁ 8 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Last Updated : Jul 11, 2020, 1:19 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.