1. ରାଜ୍ୟରେ 229 ନୂଆ ଆକ୍ରାନ୍ତ ଚିହ୍ନଟ, 2 ମୃତ
2. ଦେଶରେ କୋରୋନା ସଂକ୍ରମଣ ସଂଖ୍ୟା 6 ଲକ୍ଷ ପାର; 17,834 ମୃତ
ଭାରତରେ କାୟା ବିସ୍ତାର କରୁଛି କୋରୋନା । ଜୁଲାଇ 1 ସୁଦ୍ଧା ଦେଶରେ 6 ଲକ୍ଷ ପାର କରିଛି ଏହି ସଂଖ୍ୟା । ଅଧିକ ପଢନ୍ତୁ...
3. ବିଶ୍ବରେ ରହିଛି 10,3,57,662 କୋରୋନା ମାମଲା: WHO
4. ସମସ୍ତ ଦୋକାନରେ ସଂପର୍କ ଖାତା ରଖିବା ବାଧ୍ୟତାମୂଳକ: ଗଞ୍ଜାମ ଜିଲ୍ଲାପାଳ
5. ଶିବରାଜ ସିଂହ ଚୌହାନଙ୍କ ମନ୍ତ୍ରିମଣ୍ଡଳ ବିସ୍ତାର, ଶପଥ ନେଲେ 28 ନୂଆ ମନ୍ତ୍ରୀ
ମଧ୍ୟପ୍ରଦେଶରେ ସମ୍ପ୍ରସାରଣ ହେଲା ମନ୍ତ୍ରିମଣ୍ଡଳ । 28 ନୂଆ ମନ୍ତ୍ରୀ ନେଲେ ଶପଥ ।
6. ପୁଞ୍ଛରେ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ
7. 59 ଚାଇନିଜ୍ ଆପ୍ ବ୍ୟାନକୁ କେନ୍ଦ୍ରୀୟ କମିଟିର ସମର୍ଥନ
8 .ଦନ୍ତେୱାଡାରେ 18 ମାଓବାଦୀଙ୍କ ଆତ୍ମସମର୍ପଣ
ଲାଲଗଡ ଛାଡି ମୁଖ୍ୟ ସ୍ରୋତରେ ଯୋଗଦେବାକୁ ନିଷ୍ପତ୍ତି ନେଇ ଏଠାରେ 18 ଜଣ ନକ୍ସଲ ଆତ୍ମସମର୍ପଣ କରିଛନ୍ତି..
9.ଲୋକସେବା ଭବନକୁ ପ୍ରବେଶ କଟକଣା, ଜୁଲାଇ 31 ପର୍ଯ୍ୟନ୍ତ ବଢିଲା ଅବଧି
କୋଭିଡ 19 କଟକଣା ଜୁଲାଇ 31 ଯାଏଁ ବଢିଛି । ଏହି କାରଣରୁ ଲୋକସେବା ଭବନକୁ ପ୍ରବେଶ ପାଇଁ ମଧ୍ୟ କଟକଣା ଲାଗୁ ହୋଇଛି..
10.ଆଜି ସୁନାବେଶ, ନୀତି ନିର୍ଘଣ୍ଟ ସ୍ଥିର
ଆଜି ଭକ୍ତମାନଙ୍କୁ ସୁନାବେଶରେ ଦର୍ଶନ ଦେବେ ଶ୍ରୀଜୀଉ । ଏନେଇ ସ୍ଥିର ହୋଇଛି ନୀତି ନିର୍ଘଣ୍ଟ..