ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର - ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

author img

By

Published : Jan 9, 2021, 11:10 AM IST

1.ଗୁଜୁରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ମାଧବ ସିଂ ସୋଲାଙ୍କିଙ୍କ ଦେହାନ୍ତ

ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ମାଧବ ସିଂ ସୋଲାଙ୍କିଙ୍କ ଦେହାନ୍ତ ।

2.ଆଇସିୟୁରେ ଭୟଙ୍କର ଅଗ୍ନିକାଣ୍ଡ; ଜଳିଗଲେ 10 ଶିଶୁ, 5 ଲକ୍ଷ ଅନୁକମ୍ପା ରାଶି ଘୋଷଣା

ମହାରାଷ୍ଟ୍ର ଭଣ୍ଡାରା ଜିଲ୍ଲାରେ ଅଗ୍ନିକାଣ୍ଡ । ମୃତ ନବଜାତ ଶିଶୁଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ।

3.ଟ୍ବିଟର-ଟ୍ରମ୍ପ ୱାର୍‌: ବ୍ୟାନ ହେଲା ଟ୍ରମ୍ପଙ୍କ 3ଟି ଆକାଉଣ୍ଟ

ଟ୍ବିଟର ଓ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଚାଲିଛି ଘମାସନ ଲଢେଇ । ପ୍ରଥମେ ଟ୍ରମ୍ପଙ୍କ ବ୍ୟକ୍ତିଗତ ଆକାଉଣ୍ଟ ଓ ପରେ ଅଫିସିଆଲ ଆକାଉଣ୍ଟ @POTUS ଶେଷରେ ଟିମ୍‌ ଟ୍ରମ୍ପ ଆକାଉଣ୍ଟକୁ ମଧ୍ୟ ବ୍ୟାନ କରିଛି ଟ୍ବିଟର ।

4.ପାଳନ ହୋଇନି ଏସଓପି, ପାଞ୍ଚ ସ୍କୁଲ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ

କେନ୍ଦୁଝର ଜିଲ୍ଲାର 5ଟି ବିଦ୍ୟାଳୟରେ ପାଳନ ହୋଇନି ଏସଓପି । କଟିଲା ଜାନୁଆରୀ ମାସର ଦରମା ।

5.50 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ

କୋରାପୁଟ ଲମତାପୁଟ ବ୍ଲକର ମହାଡା ଅଞ୍ଚଳରେ ଗଞ୍ଜେଇ ଚାଷ ନଷ୍ଟ । 50 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ ।

6.ଗଞ୍ଜାମରେ ବିଜେପି ପ୍ରଭାରୀ, କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର

ଗଞ୍ଜାମରେ ବିଜେପି ପ୍ରଭାରୀ ଡି ପୁରନ୍ଦେଶ୍ବରୀ । କର୍ମୀଙ୍କୁ ଦେଲେ ଗୁରୁମନ୍ତ୍ର ।

7.ପୁରୀ ପୋଲିସରେ ସାମିଲ ହେଲା 3 ନୂଆ ପିସିଆର ଗାଡି

3 ଟି ନୂଆ ପିସିଆର ଗାଡି ପୁରୀ ପୋଲିସରେ ସାମିଲ କରାଯାଇଛି । ଗୁଣ୍ଡିଚା ମନ୍ଦିର ନିକଟରେ ନୂଆ 9 ଟି ପିସିଆର ଗାଡିକୁ ଲୋକାର୍ପଣ କରାଯାଇଛି ।

8.642 ପ୍ରାଥମିକ ସ୍କୁଲ ଓ ବିଇଡି କଲେଜ ବନ୍ଦକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

ରାଜ୍ୟ ସରକାରଙ୍କ ବାରିପଦାରେ ଥିବା ଉତ୍କଳମଣି ଗୋପବନ୍ଧୁ ବିଇଡି କଲେଜ ସହ ମୟୂରଭଞ୍ଜ ଜିଲ୍ଲାରେ ଥିବା 642 ପ୍ରାଥମିକ ସ୍କୁଲ ବନ୍ଦ ନିଷ୍ପତ୍ତିକୁ ବିରୋଧ କରିଛନ୍ତି ।

9.ପାରାଦ୍ବୀପରେ ଜଳ ସଙ୍କଟ, ଜୁନ 15 ଯାଏଁ ତାଳଦଣ୍ଡା କେନାଲ ମରାମତି ସ୍ଥଗିତ

ଉତ୍କଟ ଜଳ ସଙ୍କଟ ନେଇ ପାରାଦ୍ବୀପ ସହରବାସୀଙ୍କୁ ସତର୍କ କରାଇଲେ ଜନ ସ୍ବାସ୍ଥ୍ୟ ବିଭାଗ । ଆଗାମୀ ଦିନରେ ପାଣି ପାଇଁ ହନ୍ତସନ୍ତ ହେବେ 12 କଲୋନୀ ।

10.‘କେଜିଏଫ 2’ର ଧମାଲ, 24 ଘଣ୍ଟାରେ 50 ମିଲିୟନ ଭ୍ୟୁ

ଗୁରୁବାର ସନ୍ଧ୍ୟାରେ ରିଲିଜ ହୋଇଥିଲା ‘କେଜିଏଫ 2’ର ଟିଜର । ଆଉ ରିଲିଜର ଗୋଟିଏ ଦିନ ମଧ୍ୟରେ 50ରୁ ଅଧିକ ମିଲିୟନ ଭ୍ୟୁ ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.