ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Jan 2, 2021, 11:07 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ବୁଟା ସିଂଙ୍କ ପରଲୋକ

ବର୍ଷ ଆରମ୍ଭରୁ କଂଗ୍ରେସକୁ ଝଟକା । ପୂର୍ବତନ କେନ୍ଦ୍ର ଗୃହମନ୍ତ୍ରୀ ତଥା ସାଂସଦ ବୁଟା ସିଂଙ୍କ ପରଲୋକ ।

2-ଦେଶରେ ଖସୁଛି ସଂକ୍ରମଣ, ବଢୁଛି ସୁସ୍ଥ ସଂଖ୍ୟା

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟର ରିପୋର୍ଟ ମୁତାବକ 24 ଘଣ୍ଟାରେ ଆସିଲା 19 ହଜାର 078ଟି ସଂକ୍ରମଣ ରିପୋର୍ଟ।

3-12ରୁ ଝାରସୁଗୁଡାରୁ ଉଡିବ ମୁମ୍ବାଇ-ବେଙ୍ଗାଲୁରୁ ବିମାନ

ଝାରସୁଗୁଡାରୁ ଉଡିବ ସ୍ପାଇସ ଜେଟ ବିମାନ । ଜାନୁଆରୀ 12 ତାରିଖରୁ ମୁମ୍ବାଇ ଓ ବେଙ୍ଗାଲୁରୁକୁ ଭରିବ ଉଡାଣ ।

4-କୋଲକାତା ବିଜେପି ନେତା ହତ୍ୟା ମାମଲା: 10 ଅଭିଯୁକ୍ତଙ୍କ ନାମରେ ଚାର୍ଜସିଟ୍‌ ଦାଖଲ

ପଶ୍ଚିମବଙ୍ଗ ବିଜେପି ନେତା ମନୀଷ ଶୁକ୍ଳାଙ୍କ ମୃତ୍ୟୁର 87 ଦିନ ପରେ ସିଆଇଡି ଚାର୍ଜସିଟି ଦାଖଲ କରିଛି ।

5-ଆଦର୍ଶ ଡାକ୍ତର ଦମ୍ପତି; ଦିବ୍ୟାଙ୍ଗଙ୍କ ସହ ଖୁସି ବାଣ୍ଟି ମନାଇଲେ ବିବାହ ଉତ୍ସବ

ଭଦ୍ରକ ବରାଳପୋଖରୀ ଅଞ୍ଚଳର ଦମ୍ପତି ପ୍ରକାଶ ସାହୁ ଓ ସସ୍ମିତା ବେହେରାଙ୍କୁ ନେଇ ଏବେ ଅନେକ ଚର୍ଚ୍ଚା ।

6-ଗ୍ୟାସ ଏଜେନ୍ସି ନାଁରେ ସାଙ୍ଘାତିକ ଅଭିଯୋଗ, ଅଧିକ ଅର୍ଥ ନଦେଲେ ମିଳୁନି ଗ୍ୟାସ !

ସରକାରଙ୍କ ସବୁ ନିର୍ଦ୍ଦେଶନାମା କୁ ଫୁ' କରି ଉଡାଇ ଦେଇଛି ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ତରୁଣ ଗ୍ୟାସ ଏଜେନ୍ସି ।

7-ଆଜିଠୁ ଦେଶବ୍ୟାପୀ କୋରୋନାର ଡ୍ରାଏ ରନ ଆରମ୍ଭ

ଆଜି ଠାରୁ ଦେଶର ସମସ୍ତ କେନ୍ଦ୍ରଶାସିତ ଅଞ୍ଚଳ ଓ ରାଜ୍ୟମାନଙ୍କରେ ଆରମ୍ଭ ହେବ କୋଭିଡ ଟିକାର ଡ୍ରାଏ ରନ । ସମସ୍ତ ରାଜ୍ୟର ରାଜଧାନୀରେ କରାଯିବ ଡ୍ରାଏ ରନ ।

8-10ରୁ ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି: କୋଲକାତା ଗସ୍ତରେ ଓଡିଶା ଟିମ୍‌

ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ କୋଲକାତା ଗସ୍ତ କରିଛି ଓଡିଶା କ୍ରିକେଟ୍‌ ଟିମ୍‌ । ପ୍ରଥମ ମ୍ୟାଚରେ ବେଙ୍ଗଲ ସହ ମୁହାଁମୁହିଁ ।

9-କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା ମାମଲା, ଖାରଜ ହେଲା ଯାଚିକା

ବେଆଇନ ନିର୍ମାଣ ପାଇଁ ସେପ୍ଟେମ୍ବରରେ କଙ୍ଗନାଙ୍କ ଅଫିସ ଭଙ୍ଗାରୁଜା କରିଥିଲା ବିଏମସି । ଯାହା ବିରୋଧରେ କୁଇନ ଦାଏର କରିଥିବା ଯାଚିକାକୁ ଖାରଜ କରିଛନ୍ତି କୋର୍ଟ ।

10-ଫେବୃଆରୀରେ ଦ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ କେରଲା

ଦ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ କେରଲା(ଆଇଏଫଏଫକେ) ଏବର୍ଷ ଫେବୃଆରୀ ମାସରେ ଆୟୋଜନ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.