ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - top

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 23, 2020, 11:00 AM IST

1-ସୁଧୁରୁଛି ସ୍ଥିତି, 24 ଘଣ୍ଟାରେ 23,950 ନୂଆ ଆକ୍ରାନ୍ତ ଚିହ୍ନଟ

ଡିସେମ୍ବର 22 ସୁଦ୍ଧା 1 କୋଟି 99 ହଜାରରେ ପହଞ୍ଚିଛି ମୋଟ ସଂକ୍ରମଣ ସଂଖ୍ୟା । ସଂକ୍ରମଣ ସହ ମଧ୍ୟ ଦେଶରେ କମୁଛି ମୃତ୍ୟୁ ସଂଖ୍ୟା।

2-ଜନ୍ମ ମାଟିରେ ପହଞ୍ଚିଲା ଯବାନଙ୍କ ମରଶରୀର, ରାଷ୍ଟ୍ରୀୟ ସମ୍ମାନରେ ହେଲା ଶେଷକୃତ୍ୟ

ସିକିମ ନାଥୁଲା ସେକ୍ଟରରେ ଏକ ସଡକ ଦୁର୍ଘଟଣାରେ ଶହୀଦ ହୋଇଥିବା ଓଡିଆ ଯବାନଙ୍କ ମରଶରୀର ଜନ୍ମମାଟିରେ ପହଞ୍ଚିଛି ।

3-ନୂଆ ବର୍ଷରେ ନୂଆ ଇଭିଏମ ! ଦେଶର ଯେକୌଣସି ସ୍ଥାନରେ ବସି ବାଛିପାରିବେ ପ୍ରାର୍ଥୀ

ଦେଶର ଯେକୌଣସି ଅଞ୍ଚଳକୁ ଯାଉଥିବା ଯେକୌଣସି ଭାରତୀୟ ଏବେ ଭୋଟ୍ ଦେଇପାରିବେ ।

4-ଏଣିକି ବିଏମସି ବହନ କରିବ ଆହାର ଖର୍ଚ୍ଚ

ଆଗକୁ ବିଏମସି ସମସ୍ତ ଆହାର କେନ୍ଦ୍ରର ଉଭୟ ଖର୍ଚ୍ଚ ଏବଂ ପରିଚାଳନା କରିବେ।

5-ମିସାଇଲ ପରୀକ୍ଷଣ ପାଇଁ 8 ହଜାର ଲୋକଙ୍କୁ ସ୍ଥାନାନ୍ତର କଲା ପ୍ରଶାସନ

ମିସାଇଲ ପରୀକ୍ଷଣ ପାଇଁ ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ନିକଟ ଅଞ୍ଚଳର ଲୋକଙ୍କୁ ସୁରକ୍ଷାକୁ ଦୃଷ୍ଚିରେ ରଖି ସ୍ଥାନାନ୍ତର କରାଯାଇଛି ।

6-ବ୍ରିଟେନରେ କୋରୋନାର ନୂଆ ଷ୍ଟ୍ରେନ; ଭାରତ ଆସିନପାରନ୍ତି ବୋରିସ

ଭାରତ ଗସ୍ତରେ ଆସି ନ ପାରନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ । କୋରୋନା ନୂଆ ଷ୍ଟ୍ରେନ ସାଜିପାରେ ବୋରିସଙ୍କ ଗସ୍ତରେ ପ୍ରତିବନ୍ଧକ ।

7-ଆଗକୁ ଆହୁରି ବିଗିଡିବ ଦିଲ୍ଲୀ ବାୟୁ ଗୁଣବତ୍ତା

ବୁଧବାର ବାୟୁ ଗୁଣବତ୍ତା ସୂଚକାଙ୍କ 404 ଆକଳନ ସହ ଗୁରୁତର ସ୍ତରରେ ରହିଛି ।

8-ହାତୀ ଆକ୍ରମଣରେ ଯୁବକ ଗୁରୁତର

ଖୋର୍ଦ୍ଧା ଜିଲ୍ଲାରେ ମାତିଛନ୍ତି ହାତୀପଲ । ଫସଲ ଜଗି ଥିବା ବେଳେ ହାତୀ ହାବୁଡରେ ପଡି ଯୁବକ ଗୁରୁତର ।

9-ଅଗ୍ନିକାଣ୍ଡରେ ଜଳିଗଲା 4ଟି ଦୋକାନ ଘର, କାରଣ ଅସ୍ପଷ୍ଟ

ବାଲେଶ୍ବର ଜିଲ୍ଲା କମର୍ଦ୍ଦା ବଜାରରେ ଭୟାବହ ଅଗ୍ନିକାଣ୍ଡ । ଜଳିଗଲା 4 ଦୋକାନ ଘର ।

10-ମାତିଛନ୍ତି ଏଟିଏମ ଲୁଟେରା, ଗ୍ୟାସ କଟରରେ କାଟି ଲୁଟିଲେ ଟଙ୍କା

ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅଧିନ ଜାମଶୁଳି ନିକଟରେ ଥିବା ଏକ ଏଟିଏମରୁ ଲୁଟିନେଲେ ଲୁଟେରା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.