ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

author img

By

Published : Dec 17, 2020, 11:20 AM IST

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

1-ଜଣେ ନାବାଳିକାଙ୍କ ଗର୍ଭନଷ୍ଟ ପାଇଁ ହାଇକୋର୍ଟ ଦେଲେ ଅନୁମତି, ପଢନ୍ତୁ କାରଣ..

ଜଣେ ନାବଳିକାଙ୍କ ଗର୍ଭ ଧାରଣ କରିବାର ୨୦ ସପ୍ତାହରୁ ଅଧିକ ସମୟ ବିତିଥିଲେ ବି ଗର୍ଭ ନଷ୍ଟ କରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

2-24 ଘଣ୍ଟାରେ ଦେଶରେ 24,010 ନୂଆ ଆକ୍ରାନ୍ତ ଚିହ୍ନଟ, 355 ମୃତ

ଭାରତରେ ନିୟନ୍ତ୍ରଣକୁ ଆସୁଛି କୋରୋନା ସଂକ୍ରମଣ । ଧିରେ ଧିରେ ସୁଧୁରୁଛି ସ୍ଥିତି ।

3-ସୀମାରେ 2 ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ

ଗୁରୁବାର ପଞ୍ଜାବର ଅଟାରୀ ସୀମାରେ ସୁରକ୍ଷାବାହିନୀ ଦୁଇ ଜଣ ପାକିସ୍ତାନ ଅନୁପ୍ରବେଶକାରୀଙ୍କୁ ନିପାତ କରିଛନ୍ତି । ଅଧିକ ପଢନ୍ତୁ...

4-ବାରିପଦା ଟାଉନ ପୋଲିସକୁ ସଫଳତା: ୮୫ ହଜାର ଜାଲ ନୋଟ ଜବତ, ଦୁଇ ଗିରଫ

ବାରିପଦା ସହରରେ ଜାଲ ନୋଟ କାରବାରର ପର୍ଦ୍ଦାଫାସ କଲା ପୋଲିସ । ଘଟଣାରେ ଦୁଇ ଗିରଫ ।

5-ନଭେମ୍ବର 19ରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ପଶ୍ଚିମବଙ୍ଗ ଗସ୍ତ

ନଭେମ୍ବର 19ରେ ଗୃହମନ୍ତ୍ରୀ ଅମିତ ଶାହ ପଶ୍ଚିମବଙ୍ଗର ଶାହ ମେଦିନାପୁର ଓ 20ରେ ବୋଲପୁର ଗସ୍ତ କରିବେ ।

6-ଗଜପତିରେ 6 ବର୍ଷର ଶିଶୁ ନିଖୋଜ, ଖେଳୁଥିଲା ଉଠାଇ ନେଲେ ଦୁର୍ବୃତ୍ତ

ଗଜପତି ଜିଲ୍ଲା କୁମୁଟ ସାହିର ଜଣେ 6 ବର୍ଷର ଶିଶୁ ନିଖୋଜ । ପୋଲିସର ତଦନ୍ତ ଜାରି ।

7-ଆଜିଠୁ ପ୍ରଥମ ଟେଷ୍ଟ: ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‌ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି

ଆଜି ଠାରୁ ଆରମ୍ଭ ହୋଇଛି ବର୍ଡର-ଗାଭାସ୍କର ଟେଷ୍ଟ ସିରିଜ । ଆଡିଲେଡ୍‌ ଗ୍ରାଉଣ୍ଡରେ ଭାରତୀୟ ଅଧିନାୟକ ବିରାଟ କୋହଲି ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ।

8-ସନ୍ନିଙ୍କୁ ମିଳିଲା ୱାଇ ସ୍ତରୀୟ ସୁରକ୍ଷା

ନୂତନ କୃଷି ଆଇନ ସମର୍ଥନ ପରେ ବଢିଲା ସନ୍ନିଙ୍କ ୱାଇ ସ୍ତରୀୟ ସୁରକ୍ଷା ।

9-79 ବର୍ଷ ସ୍ମୃତି ମନେ ପକାଇଲେ ଲତା

ଭାଇରାଲ ହେଲା ଲତାଙ୍କ ନୂଆ ଟ୍ବିଟ । ଏଥର ସେ 79 ବର୍ଷର ସ୍ମୃତି ସେୟାର କରି ପ୍ରଶଂସକଙ୍କୁ ଜଣାଇଛନ୍ତି ସ୍ପେଶାଲ କଥା ।

10-ନାତି ଅଗସ୍ତ୍ୟାଙ୍କୁ ମିସ୍ କରୁଛନ୍ତି ବିଗ୍ ବି

‘କେବିସି 12’ର ଏକ ଏପିସୋଡରେ ନାତିଙ୍କ ବିଷୟରେ ଆଲୋଚନା କରି ଚର୍ଚ୍ଚାରେ ଆସିଛନ୍ତି ଅମିତାଭ । ନାତିଙ୍କୁ ମିସ୍ କରୁଥିବାରୁ ପିନ୍ଧିଲେ ଖାସ୍ କଫଲିଙ୍କ୍ସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.