ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଗୁରୁତ୍ବପୂର୍ଣ୍ଣ ଖବର
ଗୁରୁତ୍ବପୂର୍ଣ୍ଣ ଖବର
author img

By

Published : Nov 21, 2020, 11:05 AM IST

Updated : Nov 21, 2020, 11:22 AM IST

1-କୋରୋନା ଅପଡେଟ: ଗୋଟିଏ ଦିନରେ 46,232 ଆକ୍ରାନ୍ତ ଚିହ୍ନଟ

ଦେଶରେ 90 ଲକ୍ଷ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା । ସେଥିମଧ୍ୟରୁ 1 ଲକ୍ଷ 32 ହଜାରରୁ ଅଧିକ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି ।

2-ନଭେମ୍ବର 20 ସୁଦ୍ଧା 13 କୋଟି ପାର କରିଛି କୋରୋନା ଟେଷ୍ଟ:ICMR

ଗତ 24 ଘଣ୍ଟାରେ 10 ଲକ୍ଷରୁ ଉର୍ଦ୍ଧ୍ବ କୋରୋନା ସାମ୍ପଲ ଟେଷ୍ଟ କରାଯାଇଛି । ଯାହାକୁ ମିଶାଇ 13 କୋଟି 6 ଲକ୍ଷରୁ ଊର୍ଦ୍ଧ୍ବରେ ପହଞ୍ଚିଛି ଟେଷ୍ଟ ।

3-ଶୀତ ଅଧିବେଶନର ଦ୍ବିତୀୟ ଦିନ; ଗୃହରେ ଉଠିଲା ହାଜତ ମୃତ୍ୟୁ ପ୍ରସଙ୍ଗ

ଆଜି ବିଧାନସଭାର ଶୀତ ଅଧିବେଶନର ଦ୍ବିତୀୟ ଦିନ । ଗୃହରେ ହାଜତ ମୃତ୍ୟୁ ପ୍ରସଙ୍ଗ ଉଠାଇଲେ ବିରୋଧୀ ।

4-8 ଜିଲ୍ଲାରେ ତୈଳ ଓ ଗ୍ୟାସର ସନ୍ଧାନ କରିବ ଅଏଲ ଇଣ୍ଡିଆ: ଧର୍ମେନ୍ଦ୍ର

ମହାନଦୀ ଅବବାହିକା ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳ ତୈଳ ଓ ଗ୍ୟାସର କରାଯିବ ଅନୁସନ୍ଧାନ ।

5-ବିଶ୍ବ ଟେଲିଭିଜନ ଦିବସ; ସଚେତନ କରିବାରେ ବହନ କରୁଛି ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା

ଯୋଗାଯୋଗ ଏବଂ ସୂଚନା ବିସ୍ତାରରେ ଏକ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଟେଲିଭିଡନ ।

6-ବିଷାକ୍ତ ମଦ ନେଲା 4 ଜୀବନ, 5 ଗୁରୁତର ମେଡିକାଲରେ ଭର୍ତ୍ତି

ବିଷାକ୍ତ ମଦ ପିଇବା ଯୋଗୁଁ 4 ଜଣ ପ୍ରାଣ ହରାଇଛନ୍ତି ଏବଂ 5 ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

7-କୋରୋନା ପଜିଟିଭ ଜୁନିୟର ଟ୍ରମ୍ପ

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବଡ ପୁଅ କୋରୋନା ଆକ୍ରାନ୍ତ ।

8-ISL-7: ଉଦ୍‌ଘାଟନୀ ମ୍ୟାଚକୁ ହାତେଇଲା ଏଟିକେ ମୋହନ ବାଗାନ

ଆଇଏସଏଲର ସପ୍ତମ ସଂସ୍କରଣର ପ୍ରଥମ ମ୍ୟାଚ ବେଶ୍‌ ରୋମାଞ୍ଚକର ରହିଥିଲା ।

9-ପ୍ରଶଂସକଙ୍କୁ ଛଟ ପୂଜାର ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ଟ୍ବିଟ କରି ପ୍ରଶଂସକଙ୍କ ପାଇଁ ଛଟ୍‌ ପୂଜାରେ ସୁଖ ଏବଂ ସମୃଦ୍ଧି ମାଗିଲେ ବଲିଉଡ ସେଲିବ୍ରିଟି ।

10-‘ତାରକ ମହେତା କା ଉଲ୍ଟା ଚଷମା’ର ପ୍ରଯୋଜକ ଅସିତ କୁମାରଙ୍କୁ କୋରୋନା

ମହାମାରୀରେ ଆକ୍ରାନ୍ତ ହୋଇଛନ୍ତି ‘ତାରକ ମହେତା କା ଉଲ୍ଟା ଚଷମା’ର ପ୍ରଯୋଜକ ଅସିତ ।

Last Updated : Nov 21, 2020, 11:22 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.