ETV Bharat / bharat

TOP NEWS@11 AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଟପ ଟେନ

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 25, 2020, 11:16 AM IST

1-କୋରୋନା ସ୍ଥିତିରେ ସୁଧାର, 24 ଘଣ୍ଟାରେ 50129 ନୂଆ ଆକ୍ରାନ୍ତ ଚିହ୍ନଟ

କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ରିପୋର୍ଟ ମୁତାବକ, 24 ଘଣ୍ଟାରେ ଦେଶରେ 50,129 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 578 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି ।

2-ବିଜୟାଦଶମୀରେ ଚୀନକୁ ରାଜନାଥଙ୍କ ଚେତାବନୀ

ବିଜୟାଦଶମୀରେ ଦାର୍ଜିଲିଂର ସୁକନା ଯୁଦ୍ଧ ମେମୋରିଆଲରେ ଯବାନଙ୍କ ସହ ଦଶହରା ପାଳିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ । ସଶସ୍ତ୍ର ପୂଜାର୍ଚ୍ଚନା କରି ଚୀନକୁ ଦେଲେ ଚେତାବନୀ ।

3-ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଜର୍ଦ୍ଦା ମାଫିଆଙ୍କ ଆକ୍ରମଣ ଘଟଣା, 2 ଗିରଫ

ଭଦ୍ରକରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଜର୍ଦ୍ଦା ମାଫିଆଙ୍କ ଆକ୍ରମଣ ଘଟଣାରେ 2 ଜଣଙ୍କୁ ଗିରଫ କରିଛି ପୋଲିସ ।

4-ଡକାୟତି ଉଦ୍ୟମ ପଣ୍ଡ, ଜେଲ୍ ଗଲେ 6 ଡକାୟତ

ଡକାୟତି ପାଇଁ ଯୋଜନା କରୁଥିବା ବେଳେ 6 ଜଣଙ୍କୁ ଧରିବାରେ ସକ୍ଷମ ହୋଇଛି ପୁରୀ ବାସେଲିସାହି ଥାନା ପୋଲିସ ।

5-ମଦ ଭାଟି ବନ୍ଦ କରିବା ଦାବିରେ ମହିଳାଙ୍କ ଆନ୍ଦୋଳନ

ଗଞ୍ଜାମରେ ମଦ ଭାଟି ଭାଙ୍ଗିବା ଦାବିରେ ଶହ ଶହ ମହିଳା ରାସ୍ତାକୁ ଓହ୍ଲାଇଛନ୍ତି । ଏକ ସୁସ୍ଥ ତାଳପଡା ଗାଁ ଦାବି କରି ଜିଲ୍ଲାପାଳଙ୍କୁ ସ୍ମାରକୀ ପତ୍ର ଦେଇଛନ୍ତି ।

6-ପରଲୋକରେ ସାମସଙ୍ଗ ଚେୟାରମ୍ୟାନ

ଦକ୍ଷିଣ କୋରିଆର କମ୍ପାନୀ ସାମସଙ୍ଗର ଚେୟାରମ୍ୟାନ୍ ଲି କନ-ହିଙ୍କର ରବିବାର 78 ବର୍ଷ ବୟସରେ ଦେହାନ୍ତ ହୋଇଛି ।

7-କଟକରେ ଦାଦାବଟି ମାଗିବା ଅଭିଯୋଗରେ 2 ଗିରଫ

ଲୋକଙ୍କୁ ଡରାଇ ଧମକାଇ ବଟି ମାଗୁଥିବାବେଳେ, 2 ଅଭିଯୁକ୍ତଙ୍କୁ ଗିରଫ କରିଛି କଟକ ଲାଲବାଗ ପୋଲିସ।

8-ଛେଳି ଚୋରି ଅଭିଯୋଗରେ ପୋଲିସ ପୁଅ ଗିରଫ

ପୁରୀ ବଳଙ୍ଗା ଥାନା ଖିରିଖିଆ ଗାଁ ମୁଣ୍ଡରୁ ଛେଳି ଚୋରି ଅଭିଯୋଗରେ 2 ଜଣକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପୁଅ ।

9-20 ଦଫା ଦାବି ନେଇ ଜୟକିସାନ ମଜଦୁର ସଂଗ୍ରାମ ପରିଷଦ ପକ୍ଷରୁ ଗଣଧାରଣା

20 ଦଫା ଦାବି ପୂରଣ ନେଇ ଜୟକିସାନ ମଜଦୁର ସଂଗ୍ରାମ ପରିଷଦ ଆବାହକ ଯଦୁମଣି ପାଣିଗ୍ରାହୀଙ୍କ ନେତୃତ୍ୟରେ ନୂଆପଡାରେ ଗଣଧାରଣା ।

10-କଳାହାଣ୍ଡିରେ ପୁଣି 33 କୋରୋନା ଆକ୍ରାନ୍ତ ଚିହ୍ନଟ, ଗୋଷ୍ଠୀ ସଂକ୍ରମଣ ଆଶଙ୍କା

କଳାହାଣ୍ଡିରେ ବଢୁଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଶନିବାର ଜିଲ୍ଲାରେ ପୁଣି ୩୩ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.