ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Oct 17, 2020, 10:57 AM IST

Updated : Oct 17, 2020, 11:14 AM IST

1-ଦେଶରେ ଦିନକରେ 62,212 ନୂଆ କୋରୋନା ପଜିଟିଭ ଚିହ୍ନଟ, 837 ମୃତ

ଦେଶରେ ଥମୁନି ସଂକ୍ରମଣ । ବହୁଳ ଭାବେ ବୃଦ୍ଧି ପାଉଛି ସଂକ୍ରମିତଙ୍କ ସଂଖ୍ୟା । 24 ଘଣ୍ଟାରେ 62 ହଜାର 212 ଟି ନୂଆ ମାମଲା ରିପୋର୍ଟ ହୋଇଛି ।

2-ହସ୍ପିଟାଲରୁ ଗାଏବ କୋଭିଡ୍ ଆକ୍ରାନ୍ତ, ଖୋଜି ଖୋଜି ନୟାନ୍ତ ପରିବାର ଲୋକେ

ଢେଙ୍କାନାଳ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଜଣେ କୋଭିଡ ସଂକ୍ରମିତ ୭୦ ବର୍ଷୀୟ ବୃଦ୍ଧଙ୍କ ଆଉ ପତ୍ତା ମିଳୁନି । ଘଟଣାକୁ 15 ଦିନ ବିତିଯାଇଥିଲେ ବି ପ୍ରଶାସନ ଚୁପ୍ ବସିଛି ।

3-ଅନନ୍ତନାଗରେ ଏନକାଉଣ୍ଟର, ଜଣେ ଆତଙ୍କୀ ନିହତ

ଅନନ୍ତନାଗରେ ଏନକାଉଣ୍ଟର ଆରମ୍ଭ । ଜଣେ ଆତଙ୍କୀ ନିହତ, ରାଇଫଲ ଜବତ ।

4-ବସ ସହ ବୋଲେରୋ ଧକ୍କା: 9 ମୃତ, 32 ଗୁରତର

ଉତ୍ତରପ୍ରଦେଶରେ ସଡକ ଦୁର୍ଘଟଣା । ବସ ସହ ଧକ୍କା ହେଲା ବୋଲେରୋ । 9 ମୃତ । ସେପଟେ ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ ପରିବାରକୁ ସମବେଦନା ଜଣାଇଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ।

5-ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ : ପ୍ରତିବାଦରେ ବିଜେପିର ଧାରଣା

ସରପଞ୍ଚଙ୍କୁ ଆକ୍ରମଣ ପ୍ରତିବାଦରେ ସତ୍ୟବାଦୀ ଥାନା ସମ୍ମୁଖରେ ଧାରଣା ଦେଲେ ବିଜେପି କର୍ମୀ । ଏହି ଘଟଣାରେ ସ୍ଥାନୀୟ ବିଧାୟକ ସଂପୃକ୍ତି ଥିବା ଅଭିଯୋଗ ହୋଇଛି।

6-ଦୀର୍ଘ 7 ମାସ ପରେ ଆଜିଠୁ ଟ୍ରାକରେ ଗଡିବ ତେଜସ

ଦେଶର ପ୍ରଥମ ଘରୋଇ ଟ୍ରେନ ତେଜସ ଏକ୍ସପ୍ରେସ ଆଜି ଠାରୁ ପୁନଃ ସେବା ଆରମ୍ଭ କରିବ । ମହାମାରୀ ପାଇଁ ଦୀର୍ଘ 7 ମାସ ଧରି ଅଟକି ରହିଥିଲା ଟ୍ରେନର ଚକଅଖ।

7-ଦଶହରା ପାଇଁ 12ଟି ସ୍ୱତନ୍ତ୍ର ଟ୍ରେନ ଚଳାଇବ ୱେଷ୍ଟର୍ଣ୍ଣ ରେଳୱେ

ଦଶହରା ଏବଂ ଦୀପାବଳି ସମୟରେ ବିଭିନ୍ନ ରୁଟରେ 12 ଟି ସ୍ୱତନ୍ତ୍ର ଟ୍ରେନ ଚାଲିବ । ଏନେଇ ସୂଚନା ଦେଇଛି ୱେଷ୍ଟର୍ଣ୍ଣ ରେଳୱେ (ଡବ୍ଲୁଆର) କହିଛି ।

8-ଆରମ୍ଭ ହେଲା ନବରାତ୍ରି, ପ୍ରଥମ ଦିନରେ ଦେବୀଙ୍କୁ ପ୍ରାର୍ଥନା କଲେ ଯୋଗୀ

ଆଜିଠୁ ନବରାତ୍ରି ଆରମ୍ଭ । ପ୍ରଥମ ଦିନରେ ଦେବୀ ପାଟନ ମନ୍ଦିରରେ ପ୍ରାର୍ଥନା କରିଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।

9-ନିଆରା ଶିଳ୍ପୀ, ଦୁର୍ଗା ପ୍ରତିମାରେ ଦେଖାଇଲେ ପ୍ରବାସୀ ମହିଳାଙ୍କ କଷ୍ଟ

ପ୍ରବାସୀ ରୂପରେ ମା' । ନିଆରା ଶିଳ୍ପୀଙ୍କ ଅଭିନବ କଳାକୃତ୍ତି । ଦୁର୍ଗା ପ୍ରତିମାରେ ଦେଖାଇଲେ ପ୍ରବାସୀ ମହିଳାଙ୍କ କଷ୍ଟ। କୋରୋନା କାଳରେ ଭିନ୍ନ ରୂପରେ ଜଗତ୍ ଜନନୀ । ଜଣେ ଶିଳ୍ପୀ ଦୁର୍ଗାଙ୍କ ପ୍ରତିମାକୁ ପ୍ରବାସୀ ମହିଳାଙ୍କ ମୂର୍ତ୍ତି ଓ ପିଲାଙ୍କ ସହ ପ୍ରସ୍ତୁତ କରିଛନ୍ତି।

10-କୋଭିଡ ଚିକିତ୍ସାରେ ‘ରେମ୍‌ଡେସି‌ଭିର’ ବିଫଳ: ହସ୍ପିଟାଲକୁ ସତର୍କ କଲା WHO

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ‘ହୁ’ର ବ୍ୟାପକ ପରୀକ୍ଷଣ ରିପୋର୍ଟରୁ ଜଣାପଡ଼ିଛି ଯେ କୋରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ‘ରେମ୍‌ଡେସି‌ଭିର’ ଆଦୌ ଫଳପ୍ରଦ ହେଉନାହିଁ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ‘ସଲିଡାରିଟି ଟ୍ରାଏଲ୍‌’ରୁ ଏହି ତଥ୍ୟ ସାମ୍ନାକୁ ଆସିଛି।

Last Updated : Oct 17, 2020, 11:14 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.