ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡ଼ ଖବର
author img

By

Published : Oct 15, 2020, 11:10 AM IST

1. 89ତମ ଜୟନ୍ତୀରେ ମନେ ପଡନ୍ତି ମିସାଇଲ ମ୍ୟାନ

ମହାମାନବ ଡଃ ଏପିଜେ ଅବଦୁଲ କଲାମଙ୍କର 89 ତମ ଜନ୍ମବାର୍ଷିକୀ । ଖାଲି ଭାରତକୁ ପରମାଣୁ ଶକ୍ତିସଂପନ୍ନ ଦେଶ କରିବାରେ ତାଙ୍କର ଭୂମିକା ନଥିଲା ବରଂ ସେ ଛାତ୍ର ସମାଜକୁ ପ୍ରଗତି ପଥରେ ଆଗେଇବାକୁ ପ୍ରେରଣା ବି ଯୋଗାଇଥିଲେ..

2.ଦେଶରେ ଗୋଟିଏ ଦିନରେ 67708 କୋରୋନା ପଜିଟିଭ, 680 ମୃତ

ଦେଶରେ ବୃଦ୍ଧି ପାଉଥିବା କୋରୋନା ସଂକ୍ରମଣ ସଂଖ୍ୟା ସବୁଠୁ ଅଧିକ ମହାରାଷ୍ଟ୍ରରେ ରହିଛି । ଏହାପରେ ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ, ତାମିଲନାଡୁ ଓ ଉତ୍ତରପ୍ରଦେଶରେ ରହିଛି..

3.ଏଣିକି ବିପର୍ଯ୍ୟୟ ପରିଚାଳନା ହେବ ସହଜ, ବ୍ୟବହାର ହେବ ହାଇ-ଟେକ୍ ଉପକରଣ

ବିପର୍ଯ୍ୟୟ ପରିଚାଳନା ପାଇଁ ହାଇ-ଟେକ୍ ଉପକରଣ ବ୍ୟବହାର କରିବ ରାଜ୍ୟ । ଏଥିପାଇଁ 55.22 କୋଟିର ଅତିରିକ୍ତ ଟଙ୍କା ହୋଇଛି ମଞ୍ଜୁର..

4.କଟକ ନାବାଳିକା ଦୁଷ୍କର୍ମ ମାମଲା, ଦ୍ବିତୀୟ ଅଭିଯୁକ୍ତ ଗିରଫ

22 ଦିନ ଧରି ନାବାଳିକା ଦୁଷ୍କର୍ମ ମାମଲାରେ ପୋଲିସକୁ ବଡ ସଫଳତା । ପୂର୍ବରୁ ପ୍ରଥମ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଦ୍ବିତୀୟ ଅଭିଯୁକ୍ତକୁ ମଧ୍ୟ ଗିରଫ କରିବାରେ ସକ୍ଷମ ହୋଇଛି ଚାଉଳିଆଗଞ୍ଜ ଥନା ପୋଲିସ..

5.ତିର୍ତ୍ତୋଲ ନାବାଳିକା ଦୁଷ୍କର୍ମ ଘଟଣା: କଂଗ୍ରେସ ପକ୍ଷରୁ ତଥ୍ୟ ଅନୁଧ୍ୟାନ କମିଟି ଗଠନ

ତିର୍ତ୍ତୋଲ ନାବାଳିକାଙ୍କୁ ନ୍ୟାୟ ଦେବା ପାଇଁ ଅଣ୍ଟା ଭିଡିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି । ପିସିସି ସଭାପତିଙ୍କ ଅଧ୍ୟକ୍ଷତାରେ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ..

6.ସାରୁଅ ଜମି କେଳେଙ୍କାରୀ ମାମଲା, ଗଣମାଧ୍ୟମ ସଂସ୍ଥା ପାଚେରୀ ଭାଙ୍ଗିଲା ପ୍ରଶାସନ

ସାରୁଅ ଜମି କେଳେଙ୍କାରୀ ମାମଲାରେ ଘରୋଇ ଗଣମାଧ୍ୟମ ସଂସ୍ଥା ପାଚେରୀକୁ ଭାଙ୍ଗିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ..

7.NIAର ବଡ଼ ଖୁଲାସା, କେରଳ ସୁନା ଚୋରା ଚାଲାଣ ଅଭିଯୁକ୍ତ ସହ ଦାଉଦ ଇବ୍ରାହିମ ଲିଙ୍କ

କେରଳ ସୁନା ଚୋରା ଚାଲାଣ ମାମଲାରେ ଭାରତର ମୋଷ୍ଟ ୱାଣ୍ଟେଡ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଲିଙ୍କ ଥିବା ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ବୁଧବାର ପ୍ରକାଶ କରିଛି..

8.ମୁମ୍ବାଇରେ ଲଗାଣ ବର୍ଷା, ପାଣିର ସଦୁପଯୋଗ କରିବାକୁ ଉଦ୍ଧବଙ୍କୁ ନୀତିନଙ୍କ ଚିଠି

ବନ୍ୟା ପାଣିରେ ଅସ୍ତବ୍ୟସ୍ତ ହୋଇପଡୁଥିବା ମୁମ୍ବାଇ ସହରକୁ ଉଦ୍ଧାର କରିବାକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ..

9.ରାଇରଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡ, କୋଟିଏ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ

ରାଇରଙ୍ଗପୁରରେ ଭୟାବହ ଅଗ୍ନିକାଣ୍ଡ । 5 ଦୋକାନ ପୋଡି ପାଉଁଶ..

10.ଶ୍ରେୟାସ ଆୟରଙ୍କ ଆହତକୁ ନେଇ ପ୍ରତିକ୍ରିୟା ରଖିଲେ ଧଓ୍ବନ

ମ୍ୟାଚ ପରେ ପୁରସ୍କାର ବିତରଣ ସମୟରେ ଧଓ୍ବନ ଆୟରଙ୍କ ଆହତକୁ ନେଇ କହିଥିଲେ ଯେ, ଆଘାତ କେତେ ଗମ୍ଭୀର ତାହା ଗୁରୁବାର ଦିନ ଜଣାପଡିବ..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.