1.ଦେଶରେ 60 ଲକ୍ଷ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା, ଦିନକରେ 1039 ମୃତ
24 ଘଣ୍ଟାରେ 82,170 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 1,039 ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 60 ଲକ୍ଷ 74 ହଜାର 703କୁ ବୃଦ୍ଧି ପାଇଛି..
2.କୃଷି ବିଲକୁ ନେଇ ଅସନ୍ତୋଷର ନିଆଁ, ଇଣ୍ଡିଆ ଗେଟ୍ ସମ୍ମୁଖରେ ଟ୍ରାକ୍ଟର ଜାଳିଲେ ଯୁବକ
କୃଷି ବିଲ ବିରୋଧରେ ଦେଶରେ ଜଳୁଛି ଅସନ୍ତୋଷର ନିଆଁ । ଇଣ୍ତିଆ ଗେଟ ସମ୍ମୁଖରେ ଟ୍ରାକ୍ଟରରେ ନିଆଁ ଲଗାଇଲେ ଆନ୍ଦୋଳନକାରୀ..
3.ଆସାମରେ ଜଳ ପ୍ରଳୟ, 2.25 ଲକ୍ଷ ଲୋକେ ପ୍ରଭାବିତ
ଆସାମରେ ବନ୍ୟା ବିତ୍ପାତ । ଜଳଘେରରେ 2.25 ଲକ୍ଷ ଲୋକେ । 10,000 ହେକ୍ଟର ଚାଷ ଜମି ନଷ୍ଟ..
4.ଓଡିଶାର ଲଦାଖକୁ ପର୍ଯ୍ୟଟକ ମନା, କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ
ଓଡିଶାର ଲଦାଖ କୁହାଯାଉଥିବା ଖୋର୍ଦ୍ଧା ତାପଙ୍ଗ ହତିଆ ପାହାଡରେ ପର୍ଯ୍ୟଟକଙ୍କ ଉପରେ ଲାଗିଛି କଟକଣା । ଏହି ସ୍ଥାନକୁ ପର୍ଯ୍ୟଟକ ନ ଆସିବା ପାଇଁ ଡାକବାଜି ଯନ୍ତ୍ର ଯୋଗେ ଘୋଷଣା କରିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ..
5.କୋରୋନାରୁ ବର୍ତ୍ତିବା ପାଇଁ ଯବାନଙ୍କୁ ଦିଆଯାଉଛି ଇମ୍ୟୁନିଟି ବୁଷ୍ଟର
କୋରୋନାରୁ ବର୍ତ୍ତିବା ପାଇଁ ତାମିଲନାଡୁ ଠାରୁ ଆରମ୍ଭ କରି ଦିଲ୍ଲୀ ଏବଂ ପଞ୍ଜାବ ପର୍ଯ୍ୟନ୍ତ ସମସ୍ତ ଯବାନଙ୍କୁ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ପାଇଁ ଇମ୍ୟୁନିଟି ବୁଷ୍ଟର ଦିଆଯାଉଛି..
6.ଧନ୍ୟବାଦ ରାହୁଲ ତେୱାଟିଆ, ଗୋଟିଏ ବଲ୍ ମିସ୍ କରିବା ପାଇଁ: ଯୁବରାଜ ସିଂ
ରାଜସ୍ଥାନ ପକ୍ଷରୁ ରାହୁଲ ତେୱାଟିଆ ଶେଲଡନ କଟ୍ରେଲଙ୍କ ବଲ୍ରେ 5ଛକା ମାରିଥିଲେ ଓ ଗୋଟିଏ ବଲ୍ ମିସ୍ କରିଥିଲେ । ଏନେଇ ଯୁବରାଜ ସିଂ କରିଛନ୍ତି ଟ୍ବିଟ..
7.ମାସ୍କ ପିନ୍ଧିବାକୁ କହିବାରୁ ଡାକ୍ତରଙ୍କୁ ଆକ୍ରମଣ କଲେ ରୋଗୀ ସମ୍ପର୍କୀୟ !
ମାସ୍କ ପିନ୍ଧିବାକୁ କହିବାରୁ ଡାକ୍ତରଖାନା ମଧ୍ୟରେ ତୁମୁଳକାଣ୍ତ । ଡାକ୍ତରଙ୍କ ଉପରେ ରୋଗୀଙ୍କ ସମ୍ପର୍କୀୟ କଲେ ଆକ୍ରମଣ..
8.ଶହୀଦ ଭଗବତ ସିଂଙ୍କ 113 ତମ ଜନ୍ମବାର୍ଷିକୀ, ଶ୍ରଦ୍ଧାଞ୍ଜଳି ଦେଲେ ଗୃହମନ୍ତ୍ରୀ
ଆଜି ଶହୀଦ ଭଗବତ ସିଂ ଙ୍କ 113 ତମ ଜନ୍ମବାର୍ଷିକୀ। ଏହି ଅବସରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି..
9.ଲତା ଦିଦି@91: ବାଲୁକାକଳାରେ ସ୍ବର ସାମ୍ରାଜ୍ଞୀଙ୍କୁ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ
ଆଜି ହେଉଛି ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜନ୍ମଦିନ । ବାଲୁକା କଳାରେ ଶୁଭେଚ୍ଛା ଜଣାଇଲେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ..
10.ବିଶ୍ବରେ କୋରୋନା ମୃତ୍ୟୁସଂଖ୍ୟା 10 ଲକ୍ଷ ପାର, ଆମେରିକା ସ୍ଥିତି ଶୋଚନୀୟ
ବିଶ୍ବବ୍ୟାପୀ ହଇଚଇ ସୃଷ୍ଟି କରିଥିବା ଏହି ଭାଇରସ ଏବେ ଉଗ୍ର ରୂପ ନେଉଛି। ତେବେ ସମସ୍ତେ ଏକ ପ୍ରକାର ଅଣନିଶ୍ବାସୀ ହୋଇଯାଇଥିବା ବେଳେ 10 ଲକ୍ଷ ପାର କଲାଣି ବିଶ୍ବବ୍ୟାପୀ ମୃତ୍ୟୁସଂଖ୍ୟା..