ETV Bharat / bharat

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
TOP NEWS@11AM: ଦେଖନ୍ତୁ ବର୍ତ୍ତମାନର ବଡଖବର
author img

By

Published : Sep 10, 2020, 11:07 AM IST

1.ଅଣାୟତ୍ତ କୋରୋନା, 24 ଘଣ୍ଟାରେ ଦେଶରୁ 95735 ଆକ୍ରାନ୍ତ ଚିହ୍ନଟ

24 ଘଣ୍ଟାରେ ଦେଶରେ ସର୍ବାଧିକ 95 ହଜାର 735 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 44 ଲକ୍ଷ 65, ହଜାର 864ରେ ପହଞ୍ଚିଛି..

2.ବିଶ୍ବ ଆତ୍ମହତ୍ୟା ନିବାରଣ ଦିବସ: ବିଶ୍ବରେ ପ୍ରତି 40 ସେକେଣ୍ଡରେ ଜଣଙ୍କର ଆତ୍ମହତ୍ୟା

ପ୍ରତିବର୍ଷ 10 ସେପ୍ଟେମ୍ବରରେ ପାଳନ କରାଯାଇଥାଏ । 2003 ମସିହାରୁ ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟକଳାପ ସହିତ ଆତ୍ମହତ୍ୟାକୁ ରୋକିବା ପାଇଁ ଏହି ଦିବସ ପାଳନ କରାଯାଉଛି..

3.ଭାରତରେ ଚାଲିଛି ଆଷ୍ଟ୍ରାଜେନେକା ଟିକା ପରୀକ୍ଷଣ, ନୋଟିସ୍ ପରେ ଉତ୍ତର ରଖିଲା ସେରମ୍

ଭାରତରେ ଆଷ୍ଟ୍ରାଜେନେକା ଟିକାର ଚାଲିଛି ପରୀକ୍ଷଣ । ସେରମକୁ DCGI କାରଣ ଦର୍ଶାଅ ନୋଟିସ୍ ପଠାଇବା ପରେ ଉତ୍ତର ରଖିଛି ସେରମ୍

4.ବାୟୁସେନାରେ ବିଧିବଦ୍ଧ ସାମିଲ ହେଲା ରାଫେଲ

ରାଫେଲ ଯୁଦ୍ଧ ବିମାନକୁ ବାୟୁସେନାରେ ସାମିଲ କରାଇବା ପାଇଁ ଅମ୍ବାଲା ଏୟାରବେସରେ ଏକ ଔପଚାରିକ ସମାରୋହର ଆୟୋଜନ କରାଯାଇଛି..

5.24 ଘଣ୍ଟାରେ ଦେଶରେ ହୋଇଛି 11, 29,756 କୋରୋନା ଟେଷ୍ଟ: ICMR

ଗତ 24 ଘଣ୍ଟାରେ ଦେଶରେ ସର୍ବାଧିକ 11 ଲକ୍ଷ 29 ହଜାର 756 ନମୂନା ପରୀକ୍ଷା ସରିଛି..

6.ଚଳିତବର୍ଷ ମହାରାଷ୍ଟ୍ରରେ ଲାଗୁ ହେବନାହିଁ ମରାଠା କୋଟା

ମହାରାଷ୍ଟ୍ରରେ ଲାଗୁ ହେବନାହିଁ ମରାଠା କୋଟା । ଚଳିତ ବର୍ଷ ରାଜ୍ୟରେ ଚାକିରୀ କିମ୍ବା କଲେଜ ଆଡମିଶନ ପାଇଁ ମରାଠା କୋଟା ପ୍ରଦାନ କରାଯିବ ନାହିଁ..

7.ବିଗିଡିଲା ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ସ୍ବାସ୍ଥ୍ୟବସ୍ଥା, ମେଦାନ୍ତରେ ଭର୍ତ୍ତି

ପୂର୍ବରୁ କୋରୋନା ସଂକ୍ରମିତ ହୋଇଥିବା ଭାରତୀୟ ଜନତା ପାର୍ଟି (ବିଜେପି) ସାଂସଦ ରୀତା ବହୁଗୁଣା ଯୋଶୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏବେ ବିଗିଡିବାରେ ଲାଗିଛି..

8.ମା-ପୁଅଙ୍କୁ ଜିଅନ୍ତା ଜାଳିଦେଲେ ଦୁର୍ବୃତ୍ତ

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା କଳିଗାଁରେ ଅଭାବନୀୟ ଘଟଣା । ମା ଓ ପୁଅଙ୍କୁ ନିଆଁରେ ପୋଡି ହତ୍ୟା କଲେ ଦୁର୍ବୃତ୍ତ..

9.ଖାକିରେ ଦାଗ, ପିସିଆର ଗାଡିରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ

ବରଗଡରେ ପିସିଆର ଗାଡିରେ ଯୁବତୀଙ୍କୁ ଅଶ୍ଳୀଳ ଇଙ୍ଗିତ ଅଭିଯୋଗ । ଏସପିଙ୍କ ଦ୍ବାରସ୍ଥ ହେଲେ ଯୁବତୀ..

10.ଦେଶର ବିଭିନ୍ନ ସ୍ଥାନରେ ଜାରି ରହିବ ବର୍ଷା

ଭାରତୀୟ ଆଇଏମଡି ବିଭାଗ ଆସନ୍ତା 4ରୁ 5 ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସହ ବଜ୍ରପାତ ନେଇ ଆଶଙ୍କା ଜାରି କରିଛି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.