ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର... - TOP NEWS

TOP NEWS @11AM, ଦେଖନ୍ତୁ ବର୍ତ୍ତମାନର ବଡଖବର...

TOP NEWS @11AM
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Sep 1, 2020, 11:02 AM IST

Updated : Sep 1, 2020, 11:49 AM IST

1-ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଆଜି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ଦା'ଙ୍କ ଅନ୍ତିମ ସଂସ୍କାର

84 ବର୍ଷ ବୟସରେ ଭାରତର ପୂର୍ବତନ ରାଷ୍ଟ୍ରପତିଙ୍କ ସୋମବାର ଦେହାନ୍ତ ହୋଇଛି । ଆଜି ଦିଲ୍ଲୀରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରାଯିବ ।

2-ଗୋଟିଏ ଦିନରେ ରାଜ୍ୟରେ 3025 ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ହୁହୁ ହୋଇ ବଢୁଛି ସଂକ୍ରମଣ। ଗୋଟିଏ ଦିନରେ 3 ହଜାରରୁ ଉର୍ଦ୍ଧ୍ବ ସଂକ୍ରମଣ ଚିହ୍ନଟ ।

3-ରାଜ୍ୟରେ 500 ଟପିଲା କୋରୋନା ମୃତ୍ୟୁସଂଖ୍ୟା, ଆଜି 11 ମୃତ

ଆଜି ପୁଣି ରାଜ୍ୟରେ 11ଜଣଙ୍କ ମୃତ୍ୟୁ ହୋଇଛି । ତେବେ ରାଜ୍ୟରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 503ରେ ପହଁଚିଛି।

4-ଜାଣନ୍ତୁ ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିଷୟରେ କିଛି ଅଜଣା କଥା

ଆର ପାରିରେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ । ଭାରତ ରତ୍ନଙ୍କୁ ଝୁରୁଛି ସାରା ଦେଶ । ଆସନ୍ତୁ ଜାଣିବା ସେହି ମହାନ ବ୍ୟକ୍ତିତ୍ବଙ୍କ ବିଷୟରେ କିଛି ଅଜଣା କଥା ।

5-ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ 8 ଗେଟ୍‌

ହୀରାକୁଦ ନଦୀବନ୍ଧର ଆଜି ସକାଳୁ ପର୍ଯ୍ୟାୟ କ୍ରମରେ 8ଟି ସ୍ଲୁଇସ ଗେଟ୍‌ ହେଲା ବନ୍ଦ । ବର୍ତ୍ତମାନ ମୋଟ 24ଟି ଗେଟ୍‌ ଦେଇ ହେଉଛି ଜଳ ନିଷ୍କାସନ । ଲେଫ୍ଟ ଡାଇକରୁ 15 ଓ ରାଇଟ ଡାଇକରୁ 9ଟି ଗେଟ୍‌ ଖୋଲା ରହିଥିବା ସୂଚନା ।

6-କୋଭିଡ କଟକଣା ସହ 5 ମାସ ପରେ ଖୋଲିଲା ସୂର୍ଯ୍ୟ ମନ୍ଦିର

କେନ୍ଦ୍ର ସରକାରଙ୍କ ଅନଲକ-4 ଗାଇଡଲାଇନ ଆସିବା ପରେ ମଙ୍ଗଳବାର ଠାରୁ ଖୋଲିଛି ବିଶ୍ବ ପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିର । ପର୍ଯ୍ୟଟକଙ୍କ ପାଇଁ ରହିଛି ସ୍ବତନ୍ତ୍ର ଗାଇଡଲାଇନ

7-ଦେଶରେ କୋରୋନାର ସାଙ୍ଘାତିକ ରୂପ, 24 ଘଣ୍ଟାରେ 69,921 ପଜିଟିଭ ରିପୋର୍ଟ

ଡରାଉଛି କୋରୋନା । ଭାରତରେ ଅହେତୁକ ମାତ୍ରାରେ ବୃଦ୍ଧି ପାଉଛି ସଂକ୍ରମଣ। । 37 ଲକ୍ଷ ଅଭିମୁଖେ ଆକ୍ରାନ୍ତଙ୍କ ସଂଖ୍ୟା ।

8-ସଂକ୍ରମଣ ମାମଲାରେ ଭାରତ ନମ୍ବର ୱାନ

ଭାରତ ଏବେ ବିଶ୍ବରେ କୋରୋନାର ଏକ ନୂଆ ହଟସ୍ପଟ ପାଲଟିଛି । ସୋମବାର 78 ହଜାର 512 ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । 971 ଜଣଙ୍କ କୋରୋନାରେ ମୃତ୍ୟୁ ହୋଇଥିବା ରିପୋର୍ଟ ହୋଇଥିଲାର । ରବିବାର ଓ ସୋମବାର ଗତ ଦୁଇ ଦିନ ଧରି ମାମଲା 70 ହଜାର ପାଖାପାଖି ଚିହ୍ନଟ ହୋଇଛି । ଦୈନିକ ସଂକ୍ରମଣ ମାମଲାରେ ଭାରତ ଏବେ 1 ନମ୍ବରରେ ରହିଛି । ଏହା ଏବେ ଆମେରିକାକୁ ମଧ୍ୟ ଟପି ଯାଇଛି ।

9-ପରୀକ୍ଷା ପୂର୍ବରୁ ସମସ୍ତ ସେଣ୍ଟର ବୁଲି ଦେଖିଲେ ପ୍ରଶାସନର ବରିଷ୍ଠ ଅଧିକାରୀ

ବ୍ରହ୍ମପୁର ସହର ତଥା ଉପଖଣ୍ଡରେ 4ଟି ସେଣ୍ଟର ରହିଛି । ତେବେ ଛାତ୍ରଛାତ୍ରୀଙ୍କ ରହିବା ସ୍ଥାନ ଏବଂ ସମସ୍ତ ପରୀକ୍ଷା କେନ୍ଦ୍ରକୁ ସୋମବାର ବୁଲି ଅନୁଧ୍ୟାନ କରିଛନ୍ତି ଜିଲ୍ଲା ପ୍ରଶାସନର ଅଧିକାରୀ ।

10-ଦିନକରେ ବୌଦ୍ଧରେ 3 ଅକାଳ ବିୟୋଗ

ବୌଦ୍ଧରେ ବଜ୍ର ଆଘାତରେ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ସଡକ ଦୁର୍ଘଟଣାରେ 2ଜଣଙ୍କ ଲିଭିଯାଇଛି ଜୀବନ ଦୀପ ।

Last Updated : Sep 1, 2020, 11:49 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.