ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଦେଖନ୍ତୁ ବର୍ତ୍ତମାନର ବଡଖବର

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM
TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Jul 22, 2020, 11:01 AM IST

1-ଦେଶରେ କୋରୋନା କାୟା: ଦିନକରେ 37,724 ଆକ୍ରାନ୍ତ ଚିହ୍ନଟ, 648 ମୃତ

ଦେଶରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗୋଟିଏ ଦିନରେ 37,724 ଜଣ ଆକ୍ରାନ୍ତ ଚିହ୍ନଟ । 648 ମୃତ । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 11,92,915 କୁ ବୃଦ୍ଧି ପାଇଛି । ସେହିପରି ମୃତକଙ୍କ ସଂଖ୍ୟା 28,732ରେ ପହଞ୍ଚିଛି । ତେବେ 7,53,050 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବାବେଳେ 4,11,133 ଟି ସକ୍ରିୟ ମାମଲା ରହିଛି ।

2-ରାଜସ୍ଥାନ ରାଜନୀତି ରଣ: ସୁପ୍ରିମକୋର୍ଟ ଯିବେ ବାଚସ୍ପତି

ବାଚସ୍ପତିଙ୍କ କ୍ଷମତାକୁ ନେଇ ସୁପ୍ରିମକୋର୍ଟ ଯିବେ ରାଜସ୍ଥାନ ବାଚସ୍ପତି ସିପି ଯୋଶୀ । ସୁପ୍ରିମ୍‌କୋର୍ଟରେ ଦାଖଲ କରିବେ ଏସଏଲପି ।

3-ସେପ୍ଟେମ୍ବର 5ରେ ସ୍କୁଲ ଖୋଲିବାକୁ ଆନ୍ଧ୍ର ସରକାରଙ୍କ ଯୋଜନା

ଆନ୍ଧ୍ର ସରକାର ସେପ୍ଟେମ୍ବର 5 ତାରିଖ ସ୍କୁଲ ଖୋଲିବା ପାଇଁ ଧାର୍ଯ୍ୟ କରିଥିବାବେଳେ ପ୍ରକୃତ ପରିସ୍ଥିତିକୁ ଆଧାର କରି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଏହାସହ ଆସନ୍ତା ଶିକ୍ଷାବର୍ଷରୁ ସରକାରୀ ବିଦ୍ୟାଳୟରେ ପ୍ରାକ୍-ପ୍ରାଥମିକ ଶିକ୍ଷା (LKG ଏବଂ UKG) ପ୍ରଚଳନ କରାଯିବ।

4-ଦିଲ୍ଲୀ ପରେ ଏବେ ଝାଡଖଣ୍ଡ ପାଳି, ବର୍ଷେ ଯାଏଁ ତମାଖୁ ବ୍ୟାନ

ଗୁଟଖା, ପାନ ମସଲା, ବିକ୍ରି ଉପରେ ଲାଗିଲା ବ୍ୟାନ । ଆସନ୍ତା ବର୍ଷ ଜୁଲାଇ 25 ଯାଏଁ ରାଜ୍ୟରେ ତମାଖୁ ଜାତୀୟ ଦ୍ରବ୍ୟ ବିକ୍ରି ,ସଂରକ୍ଷଣ ଉପରେ କଟକଣା ଲଗାଇଲେ ଝାଡଖଣ୍ତ ସରକାର ।

5-ରୋଗୀକୁ ବିଷ ଇଞ୍ଜେକ୍ସନ ଦେବାକୁ ଡାକ୍ତର ବେଶରେ ଆସିଲେ ଦୁର୍ବୃତ୍ତ, ଆଉ ତା ପରେ...

ଡାକ୍ତର ବେଶରେ ଆଇସିୟୁରେ ଫିଲ୍ମ ଷ୍ଟାଇଲରେ କଲେ ଏଣ୍ଟ୍ରି । ରୋଗୀକୁ ବିଷ ଇଞ୍ଜେକ୍ସନ‌ ଦେବା ପାଇଁ ଆସିଥିଲେ ଦୁର୍ବୃତ୍ତ ।

6-2 ଆତଙ୍କୀଙ୍କୁ ମାରି ବାପା ମା’ଙ୍କ ମୃତ୍ୟୁର ପ୍ରତିଶୋଧ ନେଲା ନାବାଳିକା ଝିଅ

AK-47 ଉଠାଇ ବାପାମାଆଙ୍କ ହତ୍ୟାର ପ୍ରତିଶୋଧ ନେଲା ଝିଅ କମାର ଗୁଲ । ଯାହାର ବୟସ 14ରୁ 16 ବର୍ଷ ଭିତରେ ଅନୁମାନ କରାଯାଉଛି ।

7-ଗାଜିଆବାଦ୍ ଗୁଳିକାଣ୍ଡ ଘଟଣା, ସାମ୍ବାଦିକ ବିକ୍ରମ ଯୋଶୀ ମୃତ

ଗାଜିଆବାଦର ବିଜୟ ନଗରରେ ସାମ୍ବାଦିକ ବିକ୍ରମ ଯୋଶୀଙ୍କୁ କିଛି ଅଜଣା ବ୍ୟକ୍ତିଙ୍କ ଗୁଳି ମାରିବା ଘଟଣା। ବୁଧବାର ଯଶୋଦା ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି।

8-ସିଏମସି ୧୫ ନମ୍ବର ୱାର୍ଡର ବରିଲେନ ଓ ଖଟବିନ ସାହି କଣ୍ଟେନମେଣ୍ଟ ଜୋନ

ସିଏମସି ୧୫ ନମ୍ବର ୱାର୍ଡର ବରିଲେନ ଓ ଖଟବିନ ସାହିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲା ସିଏମସି। ଘର ଘର ବୁଲି ସାନିଟାଇଜ ସହ ହେବ କଣ୍ଟାକ୍ଟଟ୍ରେସିଂ ।

9-ଜିଲ୍ଲା କଂଗ୍ରେସ ପକ୍ଷରୁ 12 ଘଣ୍ଟିଆ ଅନୁଗୋଳ ସଦର ମହକୁମା ବନ୍ଦ

ଅନୁଗୋଳ ଜିଲ୍ଲାର ସମସ୍ତ କୋରୋନା ସଂକ୍ରମିତ ଶିଳ୍ପସଂସ୍ଥା ଗୁଡିକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ଦାବିରେ ଆଜି ଜିଲ୍ଲା କଂଗ୍ରେସ 12ଘଣ୍ଟିଆ ଅନୁଗୋଳ ସଦର ମହକୁମା ବନ୍ଦ ଡାକରା ଦେଇଛି।

10-ଆଜି ବସିବ ମନ୍ତ୍ରୀ ପରିଷଦ ବୈଠକ

ରାଜ୍ୟର କୋରୋନା ସ୍ଥିତି ନେଇ ଆଜି (ବୁଧବାର) ବସିବ ମନ୍ତ୍ରୀ ପରିଷଦର ବୈଠକ । ଅପରାହ୍ନ ୫.୩୦ରେ ବସିବ ବୈଠକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.