ETV Bharat / bharat

TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Jul 20, 2020, 11:09 AM IST

1.ଆଜି ପବିତ୍ର ଚିତା ଲାଗି ଅମାବାସ୍ୟା

ସ୍ନାନ ପୂର୍ଣ୍ଣିମା ଦିନ ଶ୍ରୀବିଗ୍ରହମାନଙ୍କର ମସ୍ତକରୁ ଯେଉଁ ରତ୍ନ ଖଚିତ ଚିତା 'ଉଲାଗି' କରି ଦିଆଯାଇଥାଏ, ତାହା ଆଜିର ତିଥିରେ ତିନି ଠାକୁରଙ୍କୁ ରତ୍ନ ଖଚିତ ସୁବର୍ଣ୍ଣ ଚିତା ଲାଗୁ କରାଯାଇଥାଏ..

2.ସର୍ବକାଳୀନ ରେକର୍ଡ ଭାଙ୍ଗିଲା କୋରୋନା, ଦେଶରେ 40,425 ନୂଆ ମାମଲା ସହ 681 ମୃତ୍ୟୁ

4 ଘଣ୍ଟାରେ ଦେଶରେ 40,425 ମାମଲା ସହ 681 ମୃତ୍ୟୁ ମାମଲା ରେକର୍ଡ କରାଯାଇଛି..

3.ଅଯୋଧ୍ୟା ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ 250 ଅତିଥି

ଆସନ୍ତା ମାସ ଅଗଷ୍ଟ 5 ତାରିଖରେ ଉତ୍ତରପ୍ରଦେଶ ଅଯୋଦ୍ଧାରେ ବହୁ ପ୍ରତୀକ୍ଷିତ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଆୟୋଜନ କରାଯିବ..

4.ପ୍ରବଳ ବର୍ଷା ଯୋଗୁଁ ଦିଲ୍ଲୀ ଆନ୍ନା ନଗରରେ ଭୁଷୁଡିଲା 10 ଘର

ଜାତୀୟ ରାଜଧାନୀରେ ରବିବାର ପ୍ରବଳ ବର୍ଷା। ଏଥିରେ ଆନ୍ନା ନଗରର ଏକ ବସ୍ତି ଅଞ୍ଚଳର 10ରୁ ଉର୍ଦ୍ଧ୍ବ ଘର ଭୁଷୁଡି ପଡିବାରୁ ଅନେକ ଲୋକଙ୍କୁ ବିସ୍ତାପିତ କରାଯାଇଛି..

5.ଆଜି ଆସିବ ଅକ୍ସଫୋର୍ଡ କୋଭିଡ ଭ୍ୟାକ୍ସିନ ପରୀକ୍ଷଣର ଫଳାଫଳ

ଅକ୍ସଫୋର୍ଡ ୟୁନିଭରସିଟି ଏବଂ ଏଷ୍ଟ୍ରୋଜେନେସା ମିଳିତ ସହଯୋଗରେ ବିକଶିତ କରାଯାଇଥିବା କୋରୋନା ଟିକାର ପ୍ରାରମ୍ଭିକ ପରୀକ୍ଷଣ ରେଜଲ୍ଟ ଆଜି ପ୍ରକାଶିତ ପାଇବ..

6.ଭୂତ ଝାଡିବା ଆଳରେ ମହିଳାଙ୍କୁ ନିସ୍ତୁକ ମାଡ ସହ ଖୁଆଇଲେ ଘୁଷୁରୀ ବିଷ୍ଠା

ମାଲକାନଗିରିରେ ପୁଣି ଅନ୍ଧବିଶ୍ବାସର ଅନ୍ଧକାର । ଭୂତ ଲାଗିଛି କହି ମହିଳାଙ୍କୁ ମାଡ଼ ମାରିବା ସହ ଘୁଷୁରୀ ବିଷ୍ଠା ଖୁଆଇଲା ଗୁଣିଆ..

7. ଦନ୍ତେୱାଡାରେ ନକ୍ସଲଙ୍କ ଆକ୍ରମଣ, 25 ଗ୍ରାମବାସୀ ଗୁରୁତର

ଗ୍ରାମବାସୀଙ୍କ ଉପରେ ଆକ୍ରମଣ କରିଥିବା ନକ୍ସଲଙ୍କୁ ବିରୋଧରେ ମାମଲା ରୁଜୁ । ସେପଟେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ...

8. ରାଜସ୍ଥାନ ରାଜନୀତି ରଣ: ବାଚସ୍ପତିଙ୍କ ନୋଟିସ ବିରୋଧରେ ଆଜି ହାଇକୋର୍ଟରେ ଶୁଣାଣି

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ସଚିନ ପାଇଲଟଙ୍କ ମଧ୍ୟରେ ଦେଖାଦେଇଥିବା କ୍ଷମତା କନ୍ଦଳ ଭିତରେ ଆଜି ଆସିପାରେ ହାଇକୋର୍ଟଙ୍କ ରାୟ ..

9. ଶ୍ରାବଣ ତୃତୀୟ ସୋମବାର: ଦେଖନ୍ତୁ ମହାକାଳେଶ୍ବରଙ୍କ ଭସ୍ମ ଆରତୀର ଅପୂର୍ବ ଦୃଶ୍ୟ

ଆଜି ପବିତ୍ର ଶ୍ରାବଣର ତୃତୀୟ ସୋମବାର। ଏନେଇ ସକାଳୁ ସକାଳୁ ମଧ୍ୟପ୍ରଦେଶ ଉଜୈନର ମହାକାଳେଶ୍ବର ମନ୍ଦିରରେ ଭସ୍ମ ଆରତୀ ଆରମ୍ଭ ହୋଇଛି..

10. ଆଜି ଦିଲ୍ଲୀ ଏମ୍ସରେ ’କୋଭାକ୍ସିନ’ର ହ୍ୟୁମାନ ଟ୍ରାଏଲ, 10 ଘଣ୍ଟାରେ 1000 ପଞ୍ଜିକୃତ

ଭାରତର ପ୍ରଥମ ସ୍ବଦେଶୀ ଭ୍ୟାକ୍ସିନ କୋଭାକ୍ସିନ । ହାଇଦ୍ରାବାଦ ସ୍ଥିତ ଭାରତୀୟ ବାୟୋଟିକ ଏହି ଟିକାକୁ ପ୍ରସ୍ତୁତ କରିଛି । 12ଟି ସେଣ୍ଟରରେ ହ୍ୟୁମାନ ଟ୍ରାଏଲ କରାଯାଇସାରିଛି । ଅଧିକ ପଢନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.