ETV Bharat / bharat

TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
TOPNEWS @11AM: ଦେଖନ୍ତୁ ବର୍ତ୍ତମାନର ବଡଖବର...
author img

By

Published : Jul 19, 2020, 11:04 AM IST

1.ଦେଶରେ 24 ଘଣ୍ଟାରେ ସର୍ବାଧିକ 38,902 କୋରୋନା ପଜିଟିଭ ରିପୋର୍ଟ, 543 ମୃତ

ଦେଶରେ କୋରୋନା ସ୍ଥିତି ଅସମ୍ଭାଳ । ଗୋଟିଏ ଦିନରେ 38ହଜାର902ଜଣ କୋରୋନା ସଂକ୍ରମିତ ହୋଇଛନ୍ତି..

2.କୋରୋନା ଯୋଦ୍ଧାଙ୍କୁ ମିଳୁଛି ନିମ୍ନମାନର ଖାଦ୍ୟ: ବାହାରୁଛି ପୋକ ଓ ରବର

ପୁରୀର ବିଭିନ୍ନ କୋଭିଡ କେୟାର ହସ୍ପିଟାଲରେ ନିମ୍ନମାନର ଖାଦ୍ୟ ମିଳୁଥିବା ନେଇ ଡାକ୍ତର, ନର୍ସ ଓ ସ୍ବାସ୍ଥ୍ୟକର୍ମୀମାନେ ଅଭିଯୋଗ କରିଛନ୍ତି..

3.ଆଗ୍ରା ଲକ୍ଷ୍ମୌ ଏକ୍ସପ୍ରେସ ୱେରେ ଦୁର୍ଘଟଣା: 5 ମୃତ, 18 ଆହତ

ନିୟନ୍ତ୍ରଣ ହରାଇଥିବା ଏକ ବସଟି ଏକାଧିକ ଗାଡିକୁ ଧକ୍କା ଦେଇଥିଲା । ଫଳରେ 5 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 18 ଜଣ ଆହତ ହୋଇଛନ୍ତି..

4.ରାଜସ୍ଥାନ ଫୋନ ଟ୍ୟାପିଂ ମାମଲା, ରିପୋର୍ଟ ମାଗିଲା ଗୃହମନ୍ତ୍ରଣାଳୟ

ରାଜସ୍ଥାନରେ ରାଜନୈତିକ ତିକ୍ତତା ମଧ୍ୟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଫୋନ ଟ୍ୟାପିଂ ମାମଲାରେ ରିପୋର୍ଟ ମାଗିଛି । ଭାରତୀୟ ଜନତା ପାର୍ଟି ଏହାକୁ ଗୋପନୀୟତାର ଉଲ୍ଲଂଘନ ବୋଲି କହିଛି..

5.୩୧ ପର୍ଯ୍ୟନ୍ତ ହାଇକୋର୍ଟ ଓ ଲକଡାଉନ ଅଞ୍ଚଳର ସମସ୍ତ କୋର୍ଟ ବନ୍ଦ

4ଟି ଜିଲ୍ଲା ଓ ରାଉରକେଲା ମହାନଗରନିଗମରେ ଲକଡାଉନ ଘୋଷଣା ପରିପ୍ରେକ୍ଷୀରେ ହାଇକୋର୍ଟ ଏହି ଅଞ୍ଚଳରେ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ସମସ୍ତ କୋର୍ଟ କାର୍ଯ୍ୟକୁ ବାତିଲ କରାଯାଇଛି..

6.ବର୍ଷାରେ ଭାସିଗଲା ଯାତ୍ରୀବାହୀ ବସ୍, ଉଦ୍ଧାର କାର୍ଯ୍ୟରେ ଦିଲ୍ଲୀ ଅଗ୍ନିଶମ ବିଭାଗ

ମିଣ୍ଟୋ ବ୍ରିଜ୍ ତଳେ ରାସ୍ତାରେ ବର୍ଷା ପାଣିରେ ଏକ ବସ ଅଟକି ରହିଛି। ତେବେ ବସ ସମ୍ପୂର୍ଣ୍ଣ ଜଳମଗ୍ନ ହୋଇଯାଇଥିବା ବେଳେ ଫସି ରହିଥିବା ଯାତ୍ରୀମାନଙ୍କୁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଉଦ୍ଧାର କରୁଛନ୍ତି..

7.ଆସାମ ତୈଳ କୂପ ଘଟଣା, ପ୍ରଭାବିତ ପରିବାରକୁ ମିଳିଲା 20 ଲକ୍ଷ ଟଙ୍କା

ଆସାମ ତିନସୁକିଆ ବାଘଜାନ ଅଲଏ ଇଣ୍ଡିଆ ଲିମିଟେଡର କୂପରେ ଅଗ୍ନିକାଣ୍ଡ ଘଟଣା । ଗ୍ୟାସ ଲିକ ଓ ଅଗ୍ନିକାଣ୍ଡ ଯୋଗୁଁ ପ୍ରଭାବିତ 11 ପରିବାରକୁ କ୍ଷତିପୂରଣ ଦେଲା କମ୍ପାନୀ..

8.ସୋପିଆନରେ ଟଳିଥିବା 3 ଆତଙ୍କୀଙ୍କ ଠିକଣା ଖୋଜୁଛି କାଶ୍ମୀର ପୋଲିସ

ଶନିବାର ସୋପିଆନର ଆମସିପୋରାରେ ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିଥିଲେ 3 ଆତଙ୍କବାଦୀ..

9.ବାବା ମଣିନାଗେଶ୍ବରଙ୍କ ଅଲୌକିକ ମହିମା: କ୍ଷେପଣାସ୍ତ୍ର ପରୀକ୍ଷଣ ପୂର୍ବରୁ ଏଠି ହୁଏ ପୂଜା

ବାଲେଶ୍ବର ସହରରୁ ପ୍ରାୟ 10 କିଲୋମିଟର ଦୂରରେ ରହିଛି ବର୍ଦ୍ଧନପୁରର ଐତିହାସିକ ବାବା ମଣିନାଗେଶ୍ବର ମନ୍ଦିରଙ୍କ କଥା । ପ୍ରାୟ 600 ବର୍ଷର ପୁରୁଣା ଏହି ମନ୍ଦିରରେ ରହିଛି ଅନେକ ଅଲୌକିକ ମହିମା..

10.ନିୟମ ଭାଙ୍ଗିଲେ ଜୋଫ୍ରା, ଫାଇନ ଆଦାୟ କଲା ଇସିବି

ଜୈବ ସୁରକ୍ଷା ନିୟମ ଉଲଙ୍ଘନ କରିଥିବାରୁ ଇଂଲଣ୍ଡ ପେସର ଜୋଫ୍ରା ଆର୍ଚରଙ୍କୁ ଜୋରିମନା ସହ ଲିଖିତ ଚେତାବନୀ ଦେଲା ଇସିବି..

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.