ETV Bharat / bharat

TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର... - ବିଶ୍ବ ଜନସଂଖ୍ୟା ଦିବସ

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS@11AM
TOP NEWS @11AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର...
author img

By

Published : Jul 12, 2020, 11:03 AM IST

1- ଦେଶରେ ଗୋଟିଏ ଦିନରେ ସର୍ବାଧିକ 28,637 କୋରୋନା ପଜିଟିଭ ରିପୋର୍ଟ

ଭାରତରେ କାୟାବିସ୍ତାର କରୁଛି କୋରୋନା । ସଂକ୍ରମଣ ସଂଖ୍ୟାରେ ବର୍ତ୍ତମାନ ଆମେରିକା ଓ ବ୍ରାଜିଲ ପରେ 3ୟ ସ୍ଥାନରେ ପହଞ୍ଚିଛି ଭାରତ । ଯାହା ଏବେ ଚିନ୍ତାର କାରଣ ପାଲଟିଛି ।

2-ଗଞ୍ଜାମରେ ଭୟଙ୍କର ସ୍ଥିତି, ଆଉ 8 କୋଭିଡ କେୟାର ସହ ଡେଡିକେଟେଡ ହେଲଥ୍‌ ସେଣ୍ଟର ପ୍ରସ୍ତୁତ

ଗଞ୍ଜାମରେ ଅଣାୟତ କୋରୋନା ସ୍ଥିତି । ପ୍ରତିଦିନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଏପର୍ଯ୍ୟନ୍ତ କେବଳ ଗଞ୍ଜାମ ଜିଲ୍ଲାରେ 39 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

3-ଅମିତାଭ ବଚ୍ଚନଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର, ଆଇସୋଲେସନରେ ଚିକିତ୍ସା ଜାରି

ବଲିଉଡର ବିଗ ବି ଅମିତାଭ ବଚ୍ଚନ ଓ ପୁଅ ଅଭିଷେକ କୋରୋନା ଆକ୍ରାନ୍ତ । ଶନିବାର ଟ୍ବିଟ ଯୋଗେ ଉଭୟେ ଏନେଇ ସୂଚନା ଦେଇଥିଲେ । ବର୍ତ୍ତମାନ ଉଭୟ ଅମିତାଭ ଓ ଅଭିଷେକ ମୁମ୍ବାଇ ସ୍ଥିତି ନାନାବତୀ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

4-ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନଙ୍କ କୋଭିଡ ରିପୋର୍ଟ ନେଗେଟିଭ

କୋରୋନା ସଂକ୍ରମିତ ବିଧାୟକ ଓ ମନ୍ତ୍ରୀଙ୍କ ସଂସ୍ପର୍ଶରେ ଆସି ହୋମ କ୍ବାରେଣ୍ଟାଇନରେ ଥିଲେ ସୋରେନ ।

5-ଗୌହାଟି ସେଣ୍ଟ୍ରାଲ ଜେଲରେ 55 ଅନ୍ତେବାସୀ କୋରୋନା ପଜେଟିଭ

ଗୌହାଟି ସେଣ୍ଟ୍ରାଲ ଜେଲରେ 55 ଅନ୍ତେବାସୀ କୋରୋନା ପଜେଟିଭ । ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ।

6-ବିଚ ରାସ୍ତାରେ 4 ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ

କଣାସ ବଜାରରେ ଅଭାବନୀୟ ଘଟଣା । ବିଚ ରାସ୍ତାରେ ଚାରି ଯୁବକଙ୍କୁ ହାଣିଲେ ଦୁର୍ବୃତ୍ତ । ତଦନ୍ତ ଜାରି।

7-ସିଲଭର ସିଟିରେ ବଢିବନି ସଟଡାଉନ

ସିଲଭର ସିଟିରେ ସାଙ୍ଘାତିକ ହେଉଛି କୋରୋନା ସ୍ଥିତି । ସେପଟେ ଆଗକୁ ଆଉ ସଟଡାଉନ ବୃଦ୍ଧି କରାଯିବନି କହିଲେ ସିଏମସି ।

8-13ରୁ 15 ଯାଏଁ ବନ୍ଦ RGH ଓପିଡି ସେବା

ରାଉରକେଲା ସରକାରୀ ଡାକ୍ତରଖାନାରେ 2ଡାକ୍ତର ଓ 7ଜଣ କର୍ମଚାରୀଙ୍କ ନମୁନା ପଜିଟିଭ ଆସିବାପରେ ଆରଜିଏଚରେ ଓପିଡି ସେବା 13ତାରିଖରୁ 15 ତାରିଖ ଯାଏଁ ବନ୍ଦ ରହିବ ।

9-ସୋପୋରରେ ଏନକାଉଣ୍ଟର, ସର୍ଚ୍ଚ ଅପରେସନ ଜାରି

ପୁଣି ସୀମାରେ ଫୁଟିଲା ଗୁଳି । ସୋପୋରରେ ସୁରକ୍ଷାକର୍ମୀ ଓ ଜମ୍ମୁକାଶ୍ମୀର ପୋଲିସ ପକ୍ଷରୁ ଏନକାଉଣ୍ଟର । ଆତଙ୍କୀ ସଫା କରିବା ପାଇଁ ଜାରି ରହିଛି ସର୍ଚ୍ଚ ଅପରେସନ ।

10-ନାବାର୍ଡ ଫାଉଣ୍ଡେସନ ଦିବସ: କୋଭିଡ ମହାମାରୀରେ ଅର୍ଥନୀତିକୁ ଆଗେଇ ନେବାରେ ନାବାର୍ଡର ଯୋଗଦାନ

ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ଆଇନ 1981 କାର୍ଯ୍ୟକାରୀ କରିବା ପାଇଁ ଜୁଲାଇ 12, 1982 ରେ ନାବାର୍ଡ ପ୍ରତିଷ୍ଠା କରାଯାଇଥିଲା। ଏହାର ପ୍ରତିଷ୍ଠା ବି ସିଭାରମଣ କମିଟିର ସୁପାରିଶ ଆଧାରରେ ହୋଇଥିଲା।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.