ETV Bharat / bharat

TOP NEWS @11AM, ଦେଖନ୍ତୁ ବର୍ତ୍ତମାନର ବଡଖବର - ବିଶ୍ବ ଜନସଂଖ୍ୟା ଦିବସ

ନଜର ପକାନ୍ତୁ NEWS@11AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

TOP NEWS @11AM, ଦେଖନ୍ତୁ ବର୍ତ୍ତମାନର ବଡଖବର

author img

By

Published : Jul 11, 2020, 11:03 AM IST

1. କୁପୱାରା ଏନକାଉଣ୍ଟରରେ ୨ ଆତଙ୍କୀ ସଫା , AK 47 ଜବତ

ଆତଙ୍କୀଙ୍କ ବଦମାସୀକୁ ମୁହଁତୋଡ ଜବାବ। ଜାମ୍ମୁକାଶ୍ନୀର କୁପୱାରରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କୀ ସଫା। ସେମାନଙ୍କ ପାଖରୁ 2ଟି AK 47 ଜବତ କରାଯାଇଛି।

2. ଅରୁଣାଞ୍ଚଳ ପ୍ରଦେଶରେ ଭୂସ୍ଖଳନ ଓ ପ୍ରବଳ ବର୍ଷା, 8 ମୃତ

ଅରୁଣାଚଳ ପ୍ରଦେଶ ପାପମ ପେୟାର ଜିଲ୍ଲାର ଟିଗଡୋ ଓ ମୋଦିର୍‌ଜୋ ଅଞ୍ଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ ହେତୁ 8 ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

3. ସାନିଟାଇଜ ହେବ ଲୋକସେବା ଓ ପୋଲିସ ଭବନ

ଆଜିଠୁ ସାନିଟାଇଜ ହେବ ଲୋକସେବା ଭବନ । ଏଥିସହିତ ପୋଲିସ ଭବନ ମଧ୍ୟ ସାନିଟାଇଜ ହେବ । 13 ତାରିଖ ଯାଏଁ ଅଫିସ ବନ୍ଦ ରହିବା ନେଇ ସୂଚନା ରହିଛି । ଅଧିକ ଖବର ପଢନ୍ତୁ...

4. ସମ୍ବଲପୁର ଅପହରଣ ମାମଲା: ଅପହୃତ ବ୍ୟବସାୟୀଙ୍କୁ ଉଦ୍ଧାର କଲା ପୋଲିସ

ସମ୍ବଲପୁର ପୋଲିସକୁ ମିଳିଲା ସଫଳତା । ଗତକାଲି ଅପହୃତ ହୋଇଥିବା ବ୍ୟବସାୟୀ ନରେଶ କୁମାର ଅଗ୍ରୱାଲଙ୍କୁ ଉଦ୍ଧାର କଲା ପୋଲିସ ।

5. ଦେଶର ଦୈନିକ ରେକର୍ଡ ଭାଙ୍ଗିଲା କୋରୋନା, 8 ଲକ୍ଷ ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା

ଦେଶର ଦୈନିକ ରେକର୍ଡ ଭାଙ୍ଗିଲା କୋରୋନା, 8 ଲକ୍ଷ ପାର ହେଲା ଆକ୍ରାନ୍ତଙ୍କ ସଂଖ୍ୟା ।

6. ବଜାରରେ ହୀରା ଖଚିତ ମାସ୍କ, ଦେଢ ଲକ୍ଷରୁ 4 ଲକ୍ଷ ମଧ୍ୟରେ ରହିଛି ମୂଲ୍ୟ

ବଜାରରେ ମିଳୁଛି ହୀରା ଖଚିତ ମାସ୍କ । ଗ୍ରାହକଙ୍କୁ ସୁହାଇଲା ଭଳି ରହିଛି ଦାମ୍ । ଅଧିକ ପଢନ୍ତୁ......

7. ଅଗଷ୍ଟ 15 ନୁହେଁ, ଟିକା ଆସିବାକୁ ଲାଗିପାରେ ଆହୁରି ବର୍ଷେ

ବିଶେଷଜ୍ଞମାନେ କୋରୋନା ଟିକା ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ ନକରିବାକୁ ଚେତାବନୀ ଦେଇଛନ୍ତି । ଅଧିକ ପଢନ୍ତୁ...

8. ଆସାମ ବନ୍ୟା ପରିସ୍ଥିତିରେ ସୁଧାର, ଏବେ ବି ଜଳବନ୍ଦୀରେ 724 ଗାଁ

ଆସାମର ବନ୍ୟା ପରିସ୍ଥିତିରେ ସୁଧାର । 14 ଜିଲ୍ଲାର 3,41,837 ଲୋକେ ପ୍ରଭାବିତ। ଜଳବନ୍ଦୀରେ 724 ଗାଁ । ଅଧିକ ପଢନ୍ତୁ...

9. ମୁମ୍ବାଇ ବୋରିଭାଲି ୱେଷ୍ଟର ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ

ମୁମ୍ବାଇର ବୋରିଭାଲି ୱେଷ୍ଟର ଏକ ସପିଂ ସେଣ୍ଟରରେ ଅଗ୍ନିକାଣ୍ଡ ଘଟିଛି। ଘଟଣାସ୍ଥଳରେ 14 ଟି ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁ ଲିଭା କାର୍ଯ୍ୟ ଜାରି ରଖିଛନ୍ତି।

10. ଆଜି ସୋନିଆ ଗାନ୍ଧୀଙ୍କ ସହ କଂଗ୍ରେସ ସାଂସଦଙ୍କ ଭର୍ଚୁଆଲ ବୈଠକ

କଂଗ୍ରେସ ସହ ଜଡିତ ଭିତ୍ତିଭୂମି ଉପରେ ସରକାର କଡ଼ା ଆଭିମୁଖ୍ୟ ଗ୍ରହଣ କରିବା ପରେ ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଆଜି ଦେଶର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଭର୍ଚୁଆଲ ବୈଠକ ଡାକିଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀ । ଅଧିକ ପଢନ୍ତୁ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.