ETV Bharat / bharat

TOP NEWS@1AM: ଦେଖନ୍ତୁ ବର୍ତ୍ତମାନର ବଡ ଖବର - ଗୁରୁତ୍ବପୂର୍ଣ୍ଣ ଖବର

ନଜର ପକାନ୍ତୁ NEWS@1AMର କିଛି ଗୁରୁତ୍ବପୂର୍ଣ୍ଣ ଖବର ଉପରେ...

ଦେଖନ୍ତୁ ବର୍ତ୍ତମାନର ବଡ ଖବର
ଦେଖନ୍ତୁ ବର୍ତ୍ତମାନର ବଡ ଖବର
author img

By

Published : Oct 20, 2020, 1:13 PM IST

1-ଆଜି ବି 2 ହଜାର ତଳେ ସଂକ୍ରମଣ, ପୁଣି ଖୋର୍ଦ୍ଧାରେ ସର୍ବାଧିକ

ଦିନକରେ ପୁଣି ରାଜ୍ୟରେ କୋରୋନା ଦ୍ବାରା 1904 ଜଣ ସଂକ୍ରମିତ ହୋଇଛନ୍ତି । ସର୍ବାଧିକ ମାମଲା ଖୋର୍ଦ୍ଧାରୁ ଚିହ୍ନଟ ହୋଇଛି ।

2-ରାଜ୍ୟରେ କମୁଛି ସଂକ୍ରମଣ, ବଢୁଛି ମୃତ୍ୟୁ ସଂଖ୍ୟା; ଦିନକରେ 16 ମୃତ

ରାଜ୍ୟରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । ଏହି କ୍ରମରେ ଆଜି 16 ଜଣଙ୍କ ମୃତ୍ୟୁ ପରେ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା 1168ରେ ପହଞ୍ଚିଛି ।

3-ମୋଦିଙ୍କ ନିର୍ବାଚନୀ ସଭାକୁ ନେଇ ଆଲର୍ଟରେ ପୋଲିସ ମୁଖ୍ୟାଳୟ, ନିୟୋଜିତ ହେବେ 7 IPS ଓ 4 DSP

ଆସନ୍ତା 23 ତାରିଖରେ ଜନସଭାକୁ ସମ୍ବୋଧିତ କରିବେ ପିଏମ ମୋଦି । ସୁରକ୍ଷାକୁ ନେଇ ତତ୍ପର ହୋଇ ଉଠିଛି ପାଟନା ପୋଲିସ।

4-ସ୍ୱାଭିମାନ ଅଞ୍ଚଳରୁ 7ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ଜବତ

ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଗୋରା ସେତୁ ଅଞ୍ଚଳରୁ 6ଟି ଲ୍ୟାଣ୍ଡମାଇନ ଓ ଟିଫିନ ବୋମା ଜବତ କରିଛନ୍ତି ବିଏସଏଫ ଯବାନ ।

5-ଅକ୍ଟୋବର 19 ସୁଦ୍ଧା ଦେଶରେ ସରିଛି 9,61,16,771 କୋଭିଡ ଟେଷ୍ଟ: ICMR

ଦେଶରେ ଧିରେ ଧିରେ କମୁଛି ସଂକ୍ରମଣ ସଂଖ୍ୟା । ଆଇସିଏମଆର ପକ୍ଷରୁ ବର୍ତ୍ତମାନ କରାଯାଇଛି 9,61,16,771 କୋରୋନା ଟେଷ୍ଟ ।

6-ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ, ଗାଁ ଲୋକ ଭୟଭୀତ

ଖରସ୍ରୋତା ନଦୀରେ କୁମ୍ଭୀର ଆତଙ୍କ । କୁମ୍ଭୀରକୁ କାବୁ କରା ନଯିବା ପର୍ଯ୍ୟନ୍ତ ସ୍ଥାନୀୟ ଲୋକେ ନଦୀ କୂଳକୁ ନ ଯିବା ପାଇଁ ନିର୍ଦ୍ଦେଶ ।

7-କୃଷି ଆଇନ ବିରୋଧରେ ସଙ୍କଳ୍ପ ପତ୍ର ଆଣିଲେ ପଞ୍ଜାବ ସରକାର

ଆଜି ପଞ୍ଜାବ ବିଧାନସଭା ମୌସୁମୀ ଅଧିବେଶନର ଦ୍ବିତୀୟ ଦିନ । କୃଷି ବିଲ 2020 ଓ ବିଦ୍ୟୁତ ସଂଶୋଧନ ବିଲ ବିରୋଧରେ ସଙ୍କଳ୍ପ ପତ୍ର ଆଣିଲେ ପଞ୍ଜାବ ସରକାର ।

8-ବାରିପଦାରେ ବେଆଇନ ଗୋରୁ ଚାଲାଣ; ୩୦ ଗୋରୁ ଉଦ୍ଧାର, ୪ ଗିରଫ

ମୟୂରଭଞ୍ଜ ଜିଲ୍ଲା ବାରିପଦା ଟାଉନ ଥାନା ଓ ସଦର ଥାନାର ବିଭିନ୍ନ ଅଞ୍ଚଳରୁ ବେଆଇନ ଗୋରୁ ଚାଲାଣ । 3ଟି ପିକଅପ ଭ୍ୟାନରେ 30 ଟି ଗୋରୁ ଚାଲାଣ ବେଳେ ଉଦ୍ଧାର କଲା ପୋଲିସ

9-କେଏଲ ରାହୁଲଙ୍କୁ 'ଥାଲା' କହିଲେ ଫ୍ୟାନ୍ସ, ଜବାବ ଦେଲେ ରାହୁଲ

କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ କେଏଲ ରାହୁଲ ଏବେ ଫ୍ୟାନ୍ସଙ୍କ ଦିଲ୍‌ରେ ରାଜ୍‌ କରୁଛନ୍ତି । ଚଳିତ ସିଜନରେ ସେ ଭଲ ଫର୍ମରେ ରହିଛନ୍ତି ।

10-କୋଭିଡ କଟକଣା ଭିତରେ ଦୂର୍ଗା ପୂଜା ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର

କୋଭିଡ କଟକଣା ଭିତରେ ଚଳିତ ବର୍ଷର ଦେବୀ ମା ଦୁର୍ଗାଙ୍କ ପୂଜା ଆରାଧନା ପାଇଁ ସଜେଇ ହେଉଛି ସୁବର୍ଣ୍ଣପୁର ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.