ETV Bharat / bharat

ଦିଲ୍ଲୀ ହୋଲସେଲ ମାର୍କେଟରେ 1 ଟଙ୍କାରେ ମିଳୁଛି 1 କିଲୋ ଟମାଟୋ

author img

By

Published : May 24, 2020, 2:23 PM IST

ଜାତୀୟ ରାଜଧାନୀର ହୋଲସେଲ ବଜାରରେ ଟମାଟୋ, ପିଆଜ ସମେତ ସମସ୍ତ ପନିପରିବାର ମୂଲ୍ୟ ଚଳିତ ମାସରେ ହ୍ରାସ ପାଇଛି। ଏସିଆ ମହାଦେଶର ସବୁଠାରୁ ବଡ ଫଳ ଏବଂ ପନିପରିବା ହୋଲସେଲ ବଜାରରେ ତଥା ଆଜାଦପୁର ମଣ୍ଡିରେ ଟମାଟୋ କିଲୋଗ୍ରାମ ପ୍ରତି ଏକ ଟଙ୍କାରୁ କମ୍ ମୂଲ୍ୟରେ ବିକ୍ରି ହେଉଛି ।

delhi wholesale market
ଦିଲ୍ଲୀ ହୋଲସେଲ ମାର୍କେଟରେ ଟମାଟୋ କିଲୋପିଛା 1 ଟଙ୍କାରୁ କମ୍

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ହୋଲସେଲ ବଜାରରେ ଟମାଟୋ, ପିଆଜ ସମେତ ସମସ୍ତ ପନିପରିବା ମୂଲ୍ୟ ଚଳିତ ମାସରେ ହ୍ରାସ ପାଇଛି। ଏସିଆ ମହାଦେଶର ସବୁଠାରୁ ବଡ ଫଳ ଏବଂ ପନିପରିବା ହୋଲସେଲ ବଜାରରେ ତଥା ଆଜାଦପୁର ମଣ୍ଡିରେ ଟମାଟୋ କିଲୋଗ୍ରାମ ପ୍ରତି ଏକ ଟଙ୍କାରୁ କମ୍ ମୂଲ୍ୟରେ ବିକ୍ରି ହେଉଛି ।

ବଜାରରେ ପନିପରିବା ଖୁଚୁରା ବ୍ୟବସାୟୀଙ୍କ ସଂଖ୍ୟା ହ୍ରାସ ପାଇଛି । ଯେଉଁଥିପାଇଁ ଚାହିଦା କମ୍ ରହିଛି ବୋଲି ମଣ୍ଡି ବ୍ୟବସାୟୀ ଏବଂ ଏଜେଣ୍ଟମାନେ କହିଛନ୍ତି ।

ଚହଲା ମାଣ୍ଡିର ଅଡିଟର ବିଜୟ ଅହୁଜା କହିଛନ୍ତି ଯେ କେବଳ ଟମାଟୋ ନୁହେଁ, ଅନ୍ୟ ସବୁଜ ପନିପରିବା ମଧ୍ୟ ଏକ ଚତୁର୍ଥାଂଶରେ ବିକ୍ରି ହେଉଛି। କେବଳ ଟମାଟୋ ନୁହେଁ ଅନ୍ୟ ପନିପରିବା ମଧ୍ୟ ଏକ ଟଙ୍କାରୁ କମ୍ ମୂଲ୍ୟରୁ ବିକ୍ରି ହେଉଥିବା ଓଖଲା ମଣ୍ଡିର ଅଡିଟର ବିଜୟ ଆହୁଜା କହିଛନ୍ତି ।

ତେବେ ଦିଲ୍ଲୀର ବିଭିନ୍ନ କଲୋନୀ ଏବଂ ଏହାର ଆଖପାଖ ଅଞ୍ଚଳରେ ପନିପରିବା ବିକାଳୀମାନେ ଟମାଟୋ କିଲୋଗ୍ରାମ ପିଛା 15-20 ଟଙ୍କାରେ ବିକ୍ରି କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.