ETV Bharat / bharat

ଦିନିକିଆ ବାରଣାସୀ ଗସ୍ତରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ - priyanka gandhi visit baranasi

ଶୁକ୍ରବାର ଦିନିକିଆ ବାରଣାସୀ ଗସ୍ତରେ ଯିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଗସ୍ତ ସମୟରେ ବିଏଚ୍‌ୟୁର ଛାତ୍ରଛାତ୍ରୀଙ୍କୁ ଭେଟିବା ସହ ସିଭିଲ ସୋସାଇଟିର ସଦସ୍ୟଙ୍କୁ ସାକ୍ଷାତ କରିବାର ରହିଛି କାର୍ଯ୍ୟକ୍ରମ ।

Today priyanka gandhi visit baranasi
ଦିନିକିଆ ବାରଣାସୀ ଗସ୍ତରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ
author img

By

Published : Jan 10, 2020, 10:13 AM IST

ବାରଣାସୀ: ଶୁକ୍ରବାର ଦିନିକିଆ ବାରଣାସୀ ଗସ୍ତରେ ଯିବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା । ଗସ୍ତ ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ । ଏହି ଅବସରରେ ବାରଣାସୀ ହିନ୍ଦୁ ବିଶ୍ବବିଦ୍ୟାଳୟ (ବିଏଚ୍‌ୟୁ)ର ଛାତ୍ରଛାତ୍ରୀଙ୍କୁ ଭେଟିବେ। ଏହା ସହ ସିଭିଲ ସୋସାଇଟିର ସଦସ୍ୟଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

ବାରଣାସୀରେ ସିଏଏ ଏବଂ ଏନଆରସି ବିରୋଧ ପ୍ରଦର୍ଶନ ସମୟରେ ଗିରଫ ହୋଇଥିବା ବିଏଚ୍‌ୟୁ ଛାତ୍ରଛାତ୍ରୀ ଓ ସିଭିଲ ସୋସାଇଟର ସଦସ୍ୟଙ୍କୁ ଭେଟିବେ । ଏଥିସହ ସେମାନଙ୍କ ସହ ସିଧାସଳଖ ଆଲୋଚନା କରିବେ ।

ସେହିପରି ଉତ୍ତର ପ୍ରଦେଶରେ ସିଏଏ ଓ ଏନଆରସିକୁ ବିରୋଧ ବେଳେ ଯେଉଁମାନେ ନିଜ ପ୍ରାଣ ହରାଇଥିଲେ ସେମାନଙ୍କୁ ପରିବାରକୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି । ସକାଳ 10ଟାରେ ପ୍ରିୟଙ୍କା ଗାନ୍ଧୀ ବାରଣାସୀ ବିମାନ ବନ୍ଦରରେ ପହଞ୍ଚିବେ । ଏହା ପରେ ନିଜ କାର୍ଯ୍ୟକ୍ରମ ଅନୁସାରେ 11ଟା ଗୁଲେରିଆ କୋଠି, ଗୁଲେରିଆ ଘାଟ ଏବଂ ରାମ ଘାଟ ଯିବେ । ଦିନ 11.30ରେ ବିଏଚୟୁର ଛାତ୍ର ଏବଂ ନାଗିରକ ସମାଜର ପ୍ରତିନିଧିଙ୍କୁ ଭେଟି ଦ୍ବିପ୍ରହର 2ଟାରେ ଜୟପୁର ଯିବେ ।

Intro:Body:

vcv

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.