ETV Bharat / bharat

ଆଜି ବନ୍ଦ ହେବ ବଦ୍ରୀନାଥ ଧାମର ଦ୍ବାର - ବଦ୍ରୀନାଥ ଧାମ ନ୍ୟୁଜ

ଆଜି ବନ୍ଦ ହେବ ବଦ୍ରୀନାଥ ଧାମର କବାଟ । ମନ୍ଦିର ଭବ୍ୟରୂପକୁ ଦର୍ଶନ କରୁଛନ୍ତି ଶହଶହ ଭକ୍ତ।

ବଦ୍ରୀଧାମ
author img

By

Published : Nov 17, 2019, 12:18 PM IST

ଡେରାଡୁନ: ଛଅ ମାସ ପାଇଁ ଆଜି ବନ୍ଦ ହେବ ବଦ୍ରୀନାଥ ଧାମର ଦ୍ବାର । ଆଜିର କର୍କଟ ଲଗ୍ନରେ ସନ୍ଧ୍ୟା 5ଟା13ମିନିଟ ବଦ୍ରୀନାଥ ବିଶାଳଙ୍କ ଦ୍ବାର ବନ୍ଦ କରାଯିବାର ସମୟ ନିର୍ଦ୍ଧାରିତ ହୋଇଛି। ଏହା ପୂର୍ବରୁ ଫୁଲରେ ସୁସଜ୍ଜିତ କରାଯାଇ ବଦ୍ରୀନାଥ ମନ୍ଦିରକୁ ଭବ୍ୟ ରୂପ ଦିଆଯାଇଛି।

ଗତ13 ନଭେମ୍ବର ଠାରୁ ମନ୍ଦିରର କବାଟ ବନ୍ଦ କରାଯିବାର ପଞ୍ଚ ପୂଜା ଆରମ୍ଭ କରି ଦିଆଯାଇଛି। ଶୀତର ସମାପ୍ତି ପରେ ଚଳିତବର୍ଷ ମେ 1ରେ ଭକ୍ତଙ୍କ ପାଇଁ ବଦ୍ରୀନାଥ ଧାମର କବାଟ ଖୋଲା ଯାଇଥିଲା।

ବଦ୍ରୀନାଥ ମନ୍ଦିରର ଭବ୍ୟ ରୂପ

ଖବରମୁତାବକ, ଚଳିତବର୍ଷ 15ନଭେମ୍ବର ଯାଏଁ ବଦ୍ରୀନାରାୟଣଙ୍କ ଦର୍ଶନ ପାଇଁ ପ୍ରାୟ 11ଲକ୍ଷ 80ହଜାର420 ଶ୍ରଦ୍ଧାଳୁ ଏହି ଧାମକୁ ଆସିଛନ୍ତି। ପୂର୍ବ ବର୍ଷ ଠାରୁ ବେଶ୍‌ ଅଧିକ ରହିଛି ଚଳିତବର୍ଷର ଶ୍ରଦ୍ଧାଳୁଙ୍କ ସଂଖ୍ୟା ।

Intro:Body:

BLANK FOR LINK  

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.