ETV Bharat / bharat

ସର୍ଭିସ ଟ୍ୟାକ୍ସ-ଏକ୍ସାଇଜକୁ ନେଇ ଅର୍ଥମନ୍ତ୍ରୀଙ୍କ ନୂଆ ସ୍କିମ

ଜୁଲାଇ 5ରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରିଥିବା ସମୟରେ ଏନେଇ ସ୍କିମ ଆଣିଛନ୍ତି ।

author img

By

Published : Jul 7, 2019, 7:58 PM IST

ଫାଇଟ ଫଟୋ

ନୂଆଦିଲ୍ଲୀ: ସର୍ଭିସ ଟ୍ୟାକ୍ସ-ଏକ୍ସାଇଜରେ ଆପଣଙ୍କ ଟଙ୍କା ଫସିଛି କି । ଏଥିପାଇଁ ଚିନ୍ତା କରନ୍ତୁନି । କାରଣ ଏହାର ସମାଧାନ ନେଇ ଆସିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମାଳା ସୀତାରମଣ । ଜୁଲାଇ 5ରେ ଅର୍ଥମନ୍ତ୍ରୀ ସଂସଦରେ ବଜେଟ ଉପସ୍ଥାପନ କରିଥିବା ସମୟରେ ଏନେଇ ସ୍କିମ ଆଣିଛନ୍ତି । ନିଜ ବଜେଟ ଭାଷଣରେ ସେ ସର୍ଭିସ ଟ୍ୟାକ୍ସ ଓ ଏକ୍ସାଇଜ ସହ ଜଡିତ ଥିବା ପୁରୁଣା ମାମଲାରେ 3.75 ଲକ୍ଷ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପଡି ରହିଥିବା ମାମଲାକୁ ନେଇ ନୂଆ ସ୍କିମ ଆଣିଛନ୍ତି ନିର୍ମଳା ସୀତାରମଣ ।

ତେବେ ଏଭଳି ପରିସ୍ଥିତିରେ ଏହି ବୋଝକୁ ହଟାଇବା ସହ କାରବାରକୁ ସୂଚାରୁ ରୂପେ ଚଳାଇବା ପାଇଁ ସେ "ବଂଶାନୁକ୍ରମିକ ବିବାଦ ସମାଧାନ ଯୋଜନା"ର ପ୍ରସ୍ତାବ ଦେଇଛନ୍ତି । ଏଭଳି ମାମଲାକୁ ଅତିଶୀଘ୍ର ବନ୍ଦ କରିବାକୁ ଅନୁମତି ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସେ କହିଛନ୍ତି ଯେ, ଜିଏସଟିକୁ ଦୁଇ ବର୍ଷ ପୂରି ଯାଇଛି । ଏହି ସ୍କିମ ଜରିଆରେ 40 ପ୍ରତିଶତରୁ ନେଇ 70 ପ୍ରତିଶତ ଯାଁଏ ଟ୍ୟାକ୍ସ ରିହାତି ପାଇ ପାରିବେ । ଏହାସହ ଏହି ସମ୍ବନ୍ଧରେ ବ୍ୟକ୍ତି ବିଶେଷଙ୍କ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ନାହିଁ । ଏହି ସ୍କିମ ସୁଧ ଓ ଜୋରିମାନା ଭରଣ ଉପରେ ମଧ୍ୟ ବ୍ୟକ୍ତିଙ୍କୁ ଆଶ୍ବସ୍ତୀ ଦେବ ।

Intro:Body:

asfa

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.