ETV Bharat / bharat

ଇସ୍ରୋ ଅଧ୍ୟକ୍ଷଙ୍କୁ ଡ. ଅବଦୁଲ କଲାମ ଆୱାର୍ଡ - ତାମିଲନାଡୁ ସରକାର

ଇସ୍ରୋ ଅଧ୍ୟକ୍ଷ କେ ଶିବନଙ୍କୁ ଡ. ଅବଦୁଲ କଲାମ ଆୱାର୍ଡ ପ୍ରଦାନ କରାଯାଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାମିଲନାଡୁ ସରକାର ଏହି ଆୱାର୍ଡ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ଏଏନଆଇ
author img

By

Published : Aug 22, 2019, 11:39 PM IST

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥା(ଇସ୍ରୋ)ର ଅଧ୍ୟକ୍ଷ କେ ଶିବନଙ୍କୁ ଡ. ଅବଦୁଲ କଲାମ ଆୱାର୍ଡ ପ୍ରଦାନ କରାଯାଇଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ପ୍ରସାରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ତାମିଲନାଡୁ ସରକାର ଏହି ଆୱାର୍ଡ ପ୍ରଦାନ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କେ ପଲାନିସ୍ବାମୀ ଶିବନଙ୍କୁ ଏହି ଆୱାର୍ଡ ପ୍ରଦାନ କରିଛନ୍ତି । ପୂର୍ବରୁ ଏହି ଆୱାର୍ଡ ସ୍ବାଧୀନତା ଦିବସରେ ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ହେଲେ ପରେ ସରକାରଙ୍କ ପକ୍ଷରୁ ଏହାକୁ ଘୁଞ୍ଚାଇ ଦିଆଯାଇଥିଲା ।

ବୈଜ୍ଞାନିକ ବିକାଶ, ମାନବିକତା ତଥା ଛାତ୍ର କଲ୍ୟାଣ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବ୍ୟକ୍ତିମାନଙ୍କୁ ଡ. ଅବଦୁଲ କଲାମ ଆୱାର୍ଡ ପ୍ରଦାନ କରାଯାଉଛି । ଶିବନ ଇସ୍ରୋର ଅଧ୍ୟକ୍ଷ ରହିଥିବା ବେଳେ ଚନ୍ଦ୍ରାୟନ-2ର ସଫଳ ଉତପ୍ରେକ୍ଷଣ କରାଯାଇଥିଲା ।

Intro:Body:

blank

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.