ETV Bharat / bharat

ଟିକଟକ ୟୁଜର୍ସଙ୍କ ପାଇଁ ଖୁସିଖବର,ଲଞ୍ଚ ହେଲା ସେଫଟି ଫିଚର - feature

ଟିକଟକରେ ଯୋଡି ହୋଇଛି ଆଉ ଏକ ଫିଚର । 20 କୋଟିରୁ ଊର୍ଦ୍ଧ୍ବ ୟୁଜର୍ସଙ୍କୁ ଏହି ଫିଚର ସୁରକ୍ଷିତ ଏବଂ ସକରାତ୍ମକ ଅଭିଜ୍ଞତା ଦେବ।

ଫାଇଲ ଫଟୋ
author img

By

Published : Jun 18, 2019, 3:09 PM IST

ନୂଆଦିଲ୍ଲୀ : ପପୁଲାର ଭିଡିଓ ମେକିଂ ପ୍ଲାଟଫର୍ମ ହେଉଛି ଟିକଟକ । ପିଲାଠାରୁ ବୁଢା ସମସ୍ତଙ୍କର ପ୍ରିୟ ଏହି ଭିଡିଓ ଆପ୍ । ତେବେ ସୋମବାର ଏହି ଆପରେ ଯୋଡି ହୋଇଛି ଆଉ ଏକ ଫିଚର । ଏହି ନୂଆ ସେଫଟି ଫିଚର ହେଉଛି 'ଡିଭାଇସ ମ୍ୟାନେଜମେଣ୍ଟ' ।

ଏହି ଫିଚର ୟୁଜର୍ସଙ୍କୁ ଆକାଉଣ୍ଟରେ ନିଜ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରିବ। ଆପଣଙ୍କ ଆକାଉଣ୍ଟର ଦୂରୁପଯୋଗ ହେବାରୁ ଏହି ଫିଚର ବଞ୍ଚାଇବ । ବର୍ତ୍ତମାନ ଭାରତରେ 20 କୋଟିରୁ ଊର୍ଦ୍ଧ୍ବ ୟୁଜର୍ସଙ୍କୁ ଏହି ଫିଚର ସୁରକ୍ଷିତ ଏବଂ ସକରାତ୍ମକ ଅଭିଜ୍ଞତା ଦେବ।

ୟୁଜର୍ସଙ୍କୁ ନିଜ କ୍ରିଏଟିଭିଟି ଦେଖାଇବା ପାଇଁ ହେଲେ ଆପ ଟୁଲରେ ଏଜୁକେଶନାଲ କଣ୍ଟେଣ୍ଟ ମଧ୍ୟ ପ୍ରଦାନ କରାଯିବ । ଗେଟ, ରେସଟ୍ରିକ୍ଟ ମୋଡ,ସ୍କ୍ରିନ-ଟାଇମ ମ୍ୟାନେଜମେଣ୍ଟ, କମେଣ୍ଟ ଫିଲଟର ଏବଂ ସେଫଟି ସେଣ୍ଟର ଭଳି ସୁବିଧା ଯୋଗାଇଦେବ ଏହି ଫିଚର।

Intro:Body:

blank

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.