ETV Bharat / bharat

ଅନନ୍ତନାଗ ଏନକାଉଣ୍ଟରରେ 3 ଆତଙ୍କୀ ସଫା, AK 47 ଓ ପିସ୍ତଲ ଉଦ୍ଧାର

ଅନନ୍ତନାଗର କୁଲ ଖୁଲଚୋହର ଅଞ୍ଚଳରେ ଏନକାଉଣ୍ଟର । ଏଥିରେ 3 ଜଣ ଅଜ୍ଞାତ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି। ତେବେ ମୃତ 3 ଆତଙ୍କୀଙ୍କ ପରିଚୟ ଖୋଜା ଚାଲିଛି।

author img

By

Published : Jun 29, 2020, 6:57 AM IST

Updated : Jun 29, 2020, 9:30 AM IST

ଅନନ୍ତନାଗରେ ଏନକାଉଣ୍ଟର:  3 ଆତଙ୍କୀ ସଫା ଓ ଏକେ 47  ଉଦ୍ଧାର

ଶ୍ରୀନଗର: ଅନନ୍ତନାଗର କୁଲ ଖୁଲଚୋହର ଅଞ୍ଚଳରେ ଏନକାଉଣ୍ଟର । ଏଥିରେ 3 ଜଣ ଅଜ୍ଞାତ ଆତଙ୍କୀ ନିପାତ ହୋଇଥିବା ସୂଚନା ମିଳିଛି। ତେବେ ମୃତ 3 ଆତଙ୍କୀଙ୍କ ପରିଚୟ ଖୋଜା ଚାଲିଛି। ଜାମ୍ମୁ କାଶ୍ମୀର ପୋଲିସ ଏବଂ ସୁରକ୍ଷା ବାହିନୀ ମିଳିତ ଉଦ୍ୟମରେ ଏହି ଅପରେସନ ଆରମ୍ଭ କରାଯାଇଛି।

ଅନନ୍ତନାଗ ଏନକାଉଣ୍ଟରରେ 3 ଆତଙ୍କୀ ସଫା, AK 47 ଓ ପିସ୍ତଲ ଉଦ୍ଧାର

ବର୍ତ୍ତମାନ ସମୟରେ ଉକ୍ତ ଅଞ୍ଚଳର ସର୍ଚ୍ଚ ଅପରେସନ୍ ଜାରି ରହିଛି । ଏନକାଉଣ୍ଟର ସ୍ଥଳରୁ ଗୋଟିଏ ଏକେ ରାଇଫଲ ଏବଂ 2 ପିସ୍ତଲ ଉଦ୍ଧାର କରାଯାଇଛି। ତେବେ ଏନକାଉଣ୍ଟର ବିଷୟରେ ଜମ୍ମୁ କାଶ୍ମୀର ପୋଲିସ ସମସ୍ତ ସୂଚନା ପ୍ରଦାନ କରୁଛନ୍ତି।

ସୀମାରେ ଥମୁନି ଅଶାନ୍ତି। ଆତଙ୍କୀ ଆକ୍ରମଣର ପାଲଟା ଜବାବ ଦେଉଛନ୍ତି ଭାରତୀୟ ସେନା। ତେବେ ଅପରେସନ ଅଲଆଉଟ ଗତ କିଛି ମାସରେ ଅନେକ ଆତଙ୍କୀ ନିହତ ହୋଇଥିବା ବେଳେ ଏବେ ବି ଜାରି ରହିଛି ଦମନ କାର୍ଯ୍ୟ।

ଅଧିକ ବିବରଣୀ ପାଇଁ ଅପେକ୍ଷା କରନ୍ତୁ...

Last Updated : Jun 29, 2020, 9:30 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.