ETV Bharat / bharat

ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 3 ଆତଙ୍କୀ - ତ୍ରାଲ ଏନକାଉଣ୍ଟର

ସୁରକ୍ଷାକର୍ମୀଙ୍କ ଗୁଳିରେ ତ୍ରାଲରେ 3 ଜଣ ଆତଙ୍କବାଦୀ ନିହତ ନେଇ ସୂଚନା । ଶୁକ୍ରବାର ଅବନ୍ତିପୁରାର ତ୍ରାଲ ଅଞ୍ଚଳରେ ହୋଇଥିଲା ଏନକାଉଣ୍ଟର । ଅଧିକ ପଢନ୍ତୁ...

ତ୍ରାଲ ଏନକାଉଣ୍ଟରରେ 3 ଆତଙ୍କବାଦୀ ନୀହତ
ତ୍ରାଲ ଏନକାଉଣ୍ଟରରେ 3 ଆତଙ୍କବାଦୀ ନୀହତ
author img

By

Published : Jan 29, 2021, 5:29 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର ତ୍ରାଲ ଅଞ୍ଚଳରେ ଭାରତୀୟ ସେନାର ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ 3 ଜଣ ଆତଙ୍କବାଦୀ ନିହତ ନେଇ ସୂଚନା । ତେବେ ମୃତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ତ୍ରାଲର ମନ୍ଦୁରା ଅଞ୍ଚଳର ହୋଇଥିବା ଜଣାପଡିଛି ।

ଅବନ୍ତିପୁରାରେ ଜାରି ସେନାର ଅପରେସନରେ ମୃତ ଜଣେ ଆତଙ୍କବାଦୀ ତ୍ରାଲ ଅଞ୍ଚଳ ମନ୍ଦୁରାରର ହୋଇଥିବା ଜଣାପଡିଛି । ଏନେଇ ସୂଚନା ଦେଇଛି ଜମ୍ମ କାଶ୍ମୀର ପୋଲିସ ।

ଶୁକ୍ରବାର ଅବନ୍ତିପୁରାରର ତ୍ରାଲ ଅଞ୍ଚଳରେ ହୋଇଥିଲା ଏନକାଉଣ୍ଟର । ଜମ୍ମୁ କାଶ୍ମୀର ପୋଲିସ ଓ ସୁରକ୍ଷାକର୍ମୀଙ୍କ ମିଳିତ ଅପରେସନରେ ଏହି ଏନକାଉଣ୍ଟର ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.