ETV Bharat / bharat

ଅରୁଣାଚଳପ୍ରଦେଶ, ଇଣ୍ଡୋନେସିଆ ଓ ସିଙ୍ଗାପୁରରେ ଭୂ-କମ୍ପ ଝଟକା - ଭୂ-କମ୍ପ

ଇଣ୍ଡୋନେସିଆ ଓ ସିଙ୍ଗାପୁରରେ ବଡ ଧରଣ ଭୂ-କମ୍ପ ଅନୁଭୂତ । ଅରୁଣାଚଳୟରେ ସାମାନ୍ୟତମ ଝଟକା ଲାଗିଛି । ଅଧିକ ପଢନ୍ତୁ...

ଅରୁଣାଚଳପ୍ରଦେଶ, ଇଣ୍ଡୋନେସିଆ ଓ ସିଙ୍ଗାପୁରରେ ଭୂ-କମ୍ପ ଝଟକ

author img

By

Published : Jul 7, 2020, 6:57 AM IST

ନୂଆଦିଲ୍ଲୀ: ଅରୁଣାଚଳ ପ୍ରଦେଶ, ଇଣ୍ଡୋନେସିଆ ଓ ସିଙ୍ଗାପୁରରେ ଭ-କମ୍ପ ଅନୁଭୂତ । ମଙ୍ଗଳବାର ସକାଳ ସମୟରେ ତିନୋଟି ଭିନ୍ନ ଭିନ୍ନ ସ୍ଥାନରେ ଭୂ-କମ୍ପର ଝଟକା ଲାଗିଛି । ଇଣ୍ଡୋନେସିଆ, ସିଙ୍ଗାପୁରରେ ବଡ ଧରଣରଭ-କମ୍ପ ଅନୁଭୂତ ହୋଇଛି । ଏହାର ତିବ୍ରତା ରିକ୍ଟର ସେଲରେ 6.3 ଓ 6.1 ରହିଥିଲା। ଅୁଣାଚଳପ୍ରଦେଶରେ ସାମାନ୍ୟ ଧରଣ ରିକ୍ଟର ସେଲରେ 3.4 ରେକର୍ଡ କରାଯାଇଛି ।

ଅରୁଣାଚଳ ପ୍ରଦେଶର ସୋମବାର ବିଳମ୍ବିତ ରାତି 1.33 ମିନିଟରେ ତାୱଙ୍ଗ ନିକଟରେ ଭୂ-କମ୍ପ ହୋଇଥିଲା । ଏନେଇ ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ଇଣ୍ଡୋନେସିଆରେ ବଡ ଧରଣର ଝଟକା ଲାଗିଛି ।ୟୁରୋପିଆନ-ଭୂମଧ୍ୟସାଗରୀୟ ସେସ୍ମୋଲୋଜିକ ସେଣ୍ଟର ଅନୁସାରେ ଭୂ-କମ୍ପର ତିବ୍ରତା 6.3 ରହିଛି ।

ତୃତୀୟ ଝଟକା ସିଙ୍ଗାପୁରରେ ଅନୁଭୂତ ହୋଇଛି । ମଙ୍ଗଳବାର ଭୋର 04.4 ସମୟରେ ଭୂ-କମ୍ପ ଅନୁଭୂତ ହୋଇଛି । ଏହି ସିଙ୍ଗାପୁରର ଠାରୁ 1102 କିମି ଦୂର ସାଉଥଇଷ୍ଟରେ ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ଭୂ-କମ୍ପର ତିବ୍ରତା 6.1 ରେକର୍ଡ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.