ETV Bharat / bharat

ତେଲେଙ୍ଗାନାରେ 120 କିଲୋଗ୍ରାମ ଗଞ୍ଜେଇ ସହ ତିନି ବେପାରୀ ଗିରଫ

author img

By

Published : Feb 29, 2020, 8:57 AM IST

ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ହାୟାତନଗର ପୋଲିସ ଥାନା ଅଞ୍ଚଳରୁ 120 କେଜି ଗଞ୍ଜେଇ ସହ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଅଧିକ ପଢନ୍ତୁ...

three-drug-peddlers-arressted-by-rachakonda-police-in-hydrabad-120kg-ganza-seize
ତେଲେଙ୍ଗାନାରେ 120 କିଲୋଗ୍ରାମ ଗଞ୍ଜେଇ ସହ ତିନି ବେପାରୀ ଗିରଫ

ହାଇଦ୍ରାବାଦ: ତିନି ଗଞ୍ଜେଇ ବେପାରୀ ଗିରଫ । ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦର ହାୟାତନଗର ପୋଲିସ ଥାନା ଅଞ୍ଚଳରୁ 120 କେଜି ଗଞ୍ଜେଇ ସହ ତିନି ଜଣ ବେପାରୀଙ୍କୁ ଗିରଫ କରାଯାଇଛି ।

ହାଇଦ୍ରାବାଦର ରୋଚାକଣ୍ଡା ପୋଲିସ କମିସନର ମହେଶ ଭଗୱତ କହିବା ଅନୁଯାୟୀ ସ୍ବତନ୍ତ୍ର ଅପରେଶନ ଟିମ ଦ୍ବାରା ଗିରଫ କରାଯାଇଛି । ଏଲବି ନଗରରୁ ହାୟାତନଗର ମଧ୍ୟରେ ଅପରେଶନ କରି ତିନି ଗଞ୍ଜେଇ ବେପାରୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ଗାଣ୍ଟି କୋଟା କୁମାର, ନୁନେ ବିଜେନ୍ଦ୍ର ଓ କେଶମନି ରାଜେଶ ଗୌଡ ଗଞ୍ଜେଇ କାରବାର କରୁଥିଲେ ।

ସେହିଭଳି ମୁମ୍ବାଇକୁ ପରିବହନ କରିବା ପାଇଁ ବଦ୍ରାଡ୍ରି କୋଥାଗୁଡେମ ଜିଲ୍ଲାର ଅଶ୍ବରାଓପେଟ ଏବଂ ଭଦ୍ରାଚଲାମ ଏଜେନ୍ସି ଅଞ୍ଚଳରୁ ଏହି ନିଷେଧଦ୍ରବ୍ୟ ପରିବହନ କରୁଥିବାବେଳେ ତିନିଜଣ ଧରାପଡିଥିଲେ । ପୋଲିସ ପୁରୁଷଙ୍କ ଠାରୁ 2400000 ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି, ଯେଉଁଥିରେ ଦୁଇଟି କାର୍ ଓ 1200 ନଗଦ ଟଙ୍କା ସହ ପାଞ୍ଚଟି ମୋବାଇଲ୍ ଫୋନ୍ ରହିଛି।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.