ETV Bharat / bharat

ବିଜେପି-ଟିଏମସି ମଧ୍ୟରେ ପୁଣି ସଂଘର୍ଷ, 4 ମୃତ

ବିଜେପି ଏବଂ ତୃଣମୂଳ କଂଗ୍ରେସର କର୍ମୀଙ୍କ ମଧ୍ୟରେ ସଂଘର୍ଷ ଘଟି 4 ମୃତ୍ୟୁବରଣ କରିଛନ୍ତି । ଟିଏମସିର ଜଣେ କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଜେପିର 3 କର୍ମୀଙ୍କ ମୃତ୍ୟୁ ଘଟିଛି ।

author img

By

Published : Jun 8, 2019, 11:39 PM IST

ଫଟୋ ସୌଜନ୍ୟ : ଇଟିଭି ଭାରତ

କୋଲକାତା: ବିଜେପି ଏବଂ ଟିଏମସି କର୍ମୀଙ୍କ ମଧ୍ୟରେ ଶନିବାର ପୁଣି ଥରେ ସଂଘର୍ଷ ଘଟିଛି । ଗୁଳିମାଡରେ ଟିଏମସିର ଜଣେ କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ବିଜେପିର 3 ଜଣ କର୍ମୀଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଘଟଣାଟି ପଶ୍ଚିମବଙ୍ଗ ସନ୍ଦେଖାଲିର ନଜତ ଥାନା ହତାଗାଛି ଅଞ୍ଚଳରେ ଘଟିଛି । ପ୍ରାଣ ହରାଇଥିବା ଟିଏମସିର କର୍ମୀଙ୍କ ନାମ କ୍ୱାୟାମ ମୋଲା ବୋଲି ଜଣାପଡିଛି ।

ତେବେ ଦୁଇ ଦଳ ମଧ୍ୟରେ କେଉଁ କାରଣରୁ ଗଣ୍ଡଗୋଳ ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.