ETV Bharat / bharat

ହିଜାବ ପିନ୍ଧି ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳୀ - stops

ନ୍ୟୁଜିଲାଣ୍ଡ ନରସଂହାରରେ ନ୍ୟୁଜିଲାଣ୍ଡବାସୀଙ୍କ ଶ୍ରଦ୍ଧାଞ୍ଜଳୀ । ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀଙ୍କ ସହ ହଜାର ସଂଖ୍ୟକ ଲୋକେ ହିଜାବ ପିନ୍ଧି ନମାଜ ପାଠ କରିଛନ୍ତି।

ଫଟୋ ସୌଜନ୍ୟ: ଟ୍ବିଟର
author img

By

Published : Mar 22, 2019, 10:21 AM IST

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ନରସଂହାର ହତ୍ୟାକାଣ୍ଡ ଘଟଣା । ହାଜଲେ ପାର୍କରେ ଶ୍ରଦ୍ଧାଞ୍ଜଳୀ ଜଣାଇଲେ ପ୍ରଧାନମନ୍ତ୍ରୀ ଜାସିନ୍ଦା ଅର୍ଡନ । ପ୍ରଧାନମନ୍ତ୍ରୀଙ୍କ ସମେତ ହଜାର ହଜାର ସଂଖ୍ୟାକ ଲୋକହିଜାବ ପିନ୍ଧି ପୀଡିତାଙ୍କ ଲାଗି କରିଛନ୍ତି ନମାଜ ପାଠ କରିଛନ୍ତି ।

Thousands, New Zealand, nation,  stops, Muslim , prayer
ଫଟୋ ସୌଜନ୍ୟ: ଟ୍ବିଟର

ନ୍ୟୁଜିଲାଣ୍ଡର କ୍ରାଏଷ୍ଟଚର୍ଚ୍ଚରେ ହୋଇଥିବା ଗୁଳିକାଣ୍ଡରେ 49 ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁଥିରେ 9 ପ୍ରବାସୀ ଭାରତଙ୍କ ମଧ୍ୟରୁ 7 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି । ତେବେ ପୀଡିତାଙ୍କୁ ଶ୍ରଦ୍ଧାଞ୍ଜଳୀ ପୂର୍ବକୁ ହିଜାବ ପିନ୍ଧି ପ୍ରାର୍ଥନ କରିଥିଲେ ଲୋକେ।

ଏହି ହତ୍ୟାକାଣ୍ଡର ମୁଖ୍ୟଅଭିଯୁକ୍ତ 28 ବର୍ଷ ବୟସ୍କ ବ୍ରେଣ୍ଟନ ଟାରାଣ୍ଟ ହତ୍ୟାକାଣ୍ଡକୁ ଫେସବୁକରେ ଲାଇଫ କରିଥିଲା । ଏଭଳିନାରକାୟ କାଣ୍ଡ ଘଟଣାଇଥିବା ଅଭିଯୁକ୍ତ ମୁସଲିମ ଆତଙ୍କୀ ଯୋଗୁ ନିରୀହ ମୁସଲିମଙ୍କ ଉପରକୁ ଗୁଳି ଚାଳନା କରିଥିବା ସ୍ପଷ୍ଟ କରିଥିଲା । ପରେ ଅଭିଯୁକ୍ତ ଜଣକୁ ଗିରଫ କରାଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.