ETV Bharat / bharat

ଚଳିତଥର ଛତିଶଗଡରେ ଇକୋ ଫ୍ରେଣ୍ଡଲୀ ଦହନ - ଇକୋ ଫ୍ରେଣ୍ଡଲୀ ଦହନ

ଚଳିତବର୍ଷ ଇକୋ ଫ୍ରେଣ୍ଡଲୀ ହୋଲି କା ଦହନ କରିବା ପାଇଁ ପ୍ରସ୍ତୁତ ଛତିଶଗଡ। ଦୀର୍ଘ 6 ମାସ ଧରି ଗୋବରରେ ପ୍ରସ୍ତୁତ ହେଉଛି ଶୁଖିଲା ଜାଳେଣୀ । ଅଧିକ ପଢନ୍ତୁ...

Holika Dahan
ଚଳିତଥର ହେବ ଇକୋ ଫ୍ରେଣ୍ଡଲୀ ଦହନ
author img

By

Published : Mar 9, 2020, 5:04 PM IST

ରାୟପୁର: ଆଜି ହୋଲି କା ଦହନ । ଏହି ଅବସରରେ 'ସ୍ମାର୍ଟ ସିଟି' ଓ 'ଏକ ପହଲ' ସଂସ୍ଥା ପକ୍ଷରୁ ପ୍ରଦୂଷଣ କମ କରିବା ସହ ପର୍ଯ୍ୟାବରଣକୁ ସଂରକ୍ଷିତ ରଖିବା ପାଇଁ ଇକୋଫ୍ରେଣ୍ଡଲି ହୋଲିର ଦହନ କରିବାପାଇଁ ଆୟୋଜନ କରାଯାଇଛି । ରାଜଧାନୀ ରାୟପୁରରେ ଗୋଶାଳରୁ ବାହାରୁଥିବା ଗୋବରକୁ ଶୁଖାଇ ତାକୁ ଦହନ କରିବା ନିମନ୍ତେ ପ୍ରସ୍ତୁତ କରାଯାଇଛି ।

ଉକ୍ତ ସଂସ୍ଥାର ଜଣେ ସଦସ୍ୟ କହିଛନ୍ତିଯେ, ଦହନ ପାଇଁ ଏହି ଗୋବର ଜାଳେଣୀକୁ କିଲୋ ପ୍ରତି 10 ଟଙ୍କାରେ ବିକ୍ରି ହେଉଛି । ଏହି ଜାଳେଣୀକୁ ବ୍ୟବହାର କରିବା ଦ୍ବାରା କୌଣସି ଅସୁବିଧା ହେବନାହିଁ । ରାୟପୁରର ସ୍ମାର୍ଟ ସିଟି ଲିମିଟେଡର ଏମଡି ସୌରଭ କୁମାର କହିଛନ୍ତିଯେ, ଗତ 6 ମାସ ଧରି ଏହାକୁ ପ୍ରସ୍ତୁତ କରାଯାଇଛି ।

ଗୋଶାଳାରୁ ବାହାରିଥିବା ଗୋବର ପର୍ଯ୍ୟାବରଣକୁ ହାନି ପହଞ୍ଚାଇପାରିବ । ଏମଡି ସୌରଭ ସାଧାରଣ ଜନତାଙ୍କୁ ଇକୋ ଫ୍ରେଣ୍ଡଲୀ ହୋଲି ଦହନ କରିବା ପାଇଁ ଅପିଲ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.