ETV Bharat / bharat

କେରଳରେ ତୃତୀୟ କୋରୋନା ରୋଗୀ ଚିହ୍ନଟ - coronavirus tested positive in Kerala

କେରଳରେ ତୃତୀୟ କୋରୋନା ଭାଇରସ ରୋଗୀ ଚିହ୍ନଟ । ପୂର୍ବରୁ ଦୁଇ କୋରୋନା ରୋଗୀ କେରଳରୁ ଚିହ୍ନଟ ହୋଇଥିଲେ । ତୃତୀୟ ରୋଗୀ ଜଣଙ୍କ କିଛି ଦିନ ପୂର୍ବରୁ ଚୀନର ଉହାନରୁ କେରଳର କସରଗଡ ଫେରିଥିଲେ। ଅଧିକ ପଢନ୍ତୁ..

coronavirus tested positive in Kerala
ଫାଇଲ ଫଟୋ
author img

By

Published : Feb 3, 2020, 7:36 PM IST

ଥିରୁଅନନ୍ତପୁରମ: କେରଳରେ ତୃତୀୟ କୋରୋନା ଭାଇରସ ଆକ୍ରାନ୍ତ ଚିହ୍ନଟ । ପୂର୍ବରୁ ଦୁଇ କୋରୋନା ରୋଗୀ କେରଳରୁ ଚିହ୍ନଟ ହୋଇଥିଲେ । ତୃତୀୟ ରୋଗୀ ଜଣଙ୍କ କିଛି ଦିନ ପୂର୍ବରୁ ଚୀନର ଉହାନରୁ କେରଳର କସରଗଡ ଫେରିଥିଲେ। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିବା କେରଳ ସ୍ବାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ସୂଚନା ଦେଇଛନ୍ତି ।

coronavirus tested positive in Kerala
ପ୍ରତିକାତ୍ମକ ଫଟୋ

ଏହି ଭାଇରସରେ ଆକ୍ରାନ୍ତ ହୋଇ ଚୀନର ତିନି ଶହରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ 14 ହଜାରରୁ ଅଧିକ ଲୋକ ସଂକ୍ରମିତ ହୋଇଛନ୍ତି । ଚୀନର ଉହାନ ସହର ହେଉଛି ଘାତକ କୋରୋନା ଭାଇରସର ଉତ୍ପତ୍ତି ସ୍ଥଳ ରହିଛି । ଏବେ ସାରା ବିଶ୍ବର 25ଟି ଦେଶରେ ଏହି ଭାଇରସ କାୟା ମେଲାଇଛି ।

@ANI

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.