ETV Bharat / bharat

ଏହି ସବୁ ଖାଦ୍ୟ ଖାଆନ୍ତୁ, ରକ୍ତହୀନତା ଠାରୁ ଦୂରେଇ ରୁହନ୍ତୁ - juce

ସବୁଦିନ ନିଜ ଖାଇବାରେ ସବୁଜ ପନିପରିବା ଖାଆନ୍ତୁ ପାଖ ମାଡିବନି କୌଣସି ରୋଗ ।

ପ୍ରତିକାତ୍ମକ ଫଟୋ
author img

By

Published : Jun 16, 2019, 4:14 AM IST

ମଣିଷ ତାର ଦୈନନ୍ଦିନ ଜୀବନରେ କାମର ବ୍ୟସ୍ତତା ଭିତରେ ନିଜ ସ୍ବାସ୍ଥ୍ୟ ପ୍ରତି ଅବହେଳା କରିଥାଏ । ଯେଉଁଥିପାଇଁ ସେ ଅନେକ ଶାରୀରିକ ସମସ୍ୟା ଭୋଗିଥାଏ । ତେବେ ଏହା ମଧ୍ୟରୁ ଶରୀରେ ରକ୍ତ ହୀନତା ଦେଖାଯିବା ମୁଖ୍ୟ ସମସ୍ୟା । ତେବେ କିପରି ବଞ୍ଚିବେ ଏଥିରୁ ଆସନ୍ତୁ ଜାଣିବା ।

1. ଶରୀରରେ ରକ୍ତର ମାତ୍ରା ବୃଦ୍ଧି କରିବାପାଇଁ ଗାଜର ଓ ବିଟର ଜୁସ ପିଇବା ସହ ସାଲାଡ ଖାଆନ୍ତୁ ଯଦ୍ବାରା ରକ୍ତହିନତା ଦେଖାଯାଇନଥାଏ ।

2. ଟମାଟର ଅତ୍ୟଧିକ ମାତ୍ରାରେ ସେବନ କରିବା ମଧ୍ୟ ଲାଭଦାୟକ ହୋଇଥାଏ । ତେବେ ଏହାକୁ ଜୁସ କରିମଧ୍ୟ ଆପଣ ପିଇ ପାରିବେ ।

3. ଆପଣ ଜାଣିଥିବେ ଅଁଳା କୋଳିରେ ଅନେକ ଔଷଧୀୟ ଗୁଣ ରହିଛି । ତେବେ ଏକ ଗ୍ଲାସ କ୍ଷୀର ସହ ଅଁଳାର ଏକ ଖଣ୍ଡକୁ ନେଇ ଖାଇବା ଦ୍ବାରା ଏହା ଶରୀରକୁ ଆକ୍ଟିଭ ରଖିବା ସହ ଶରୀରେ ରକ୍ତର ପରିମାଣକୁ ମଧ୍ୟ ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ ।

4. ସବୁଠୁ ବେଶୀ ଲାଭ ଦାୟକ ଫଳ ହେଉଛି ଡାଳିମ୍ବ । ଏହାକୁ ଜୁସ କରି ପିଇବା ଦ୍ବାରା ଶରୀରରେ ଆଇରନର ମାତ୍ରା ବୃଦ୍ଧି ପାଇଥାଏ । ଏହାସହ ପ୍ରତ୍ୟକ ଦିନ ସକାଳୁ 1 ଗ୍ଲାସ କ୍ଷୀରରେ ଖଜୁରୀ ପାଉଡର ଗୋଳାଇ ପିଇବା ମଧ୍ୟ ସବୁଠୁ ଭଳ ଉପାୟ ।

5. ଏହାସହ ଆମ ଦୈନନ୍ଦିନ ଜୀବନରେ ସବୁଜ ପନିପରିବାକୁ ବହୁଳ ମାତ୍ରାରେ ଖାଇବା ଉଚିତ । ଏହା ଦ୍ବାରା ଆମ ଶରୀରକୁ ପ୍ରୋଟିନ ଓ ଭିଟାମିନ ମିଳିବା ରକ୍ତର ପରିମାଣ ବଢିଥାଏ ।

ଖପ୍ରାଖୋଲ ବ୍ଲକ ଲାଠୋର ଠାରେ ବେଆଇନ କରତ କଲ ସହ ଦୋକାନ କୁ ଜବତ କଲା  ବନବିଭାଗ ।

ରିପୋର୍ଟର ଶେଖ୍ ମହମ୍ମଦ ଓ୍ୱାହିଦ୍

ତାରିଖ - ୧୦,୬,୨୦୧୯
ସ୍ଥାନ - ବଲାଙ୍ଗୀର,
ଫର୍ମାଟ ଏଭିଓ
ଏଂକର୍
       ବଲାଙ୍ଗିର ଜିଲ୍ଳା ଖପ୍ରାଖୋଲ ବ୍ଲକ ଲାଠୋର ଗ୍ରାମରେ ଦୀର୍ଘ ବର୍ଷଧରି ବେଆଇନଭାବେ ଚାଲୁଥିବା ଏକ କରତ କଳ ସହିତ ସ୍ଥାନୀୟ ଓମ ଫରଣ୍ଣିଚର ଦୋକାନ ଉପରେ ବଲାଙ୍ଗିର ବନବିଭାଗ ଚଢାଉ କରିଛି। ଯେଉଁଥିରେ ମୂଲ୍ୟବାନ କାଠର ସାମଗ୍ରୀ ଭଳି  କବାଟ,ସଫାସେଟ ଆସବା ପତ୍ର ବାନ ବିଭାଗ ଜବତ କରିଛି । ସେହିପରି କରତ୍ କଳରୁ ସାବୁନ ଗଣ୍ଡି,କେନ୍ଦୁ ଗଣ୍ଡି,ଶିମୁଲି ଗଣ୍ଡି ଇତ୍ୟାଦି ଜବତ କରିଛି ବନ ବିଭାଗ। ଏହା  ସହ କରତ ମିଲ ମାଲିକ ପବନ ଶର୍ମା ଓ ମୁକେଶ ଶର୍ମାଙ୍କସହ ମିସ୍ତ୍ରୀ କୈଲାସ ପୁଟେଲ,ତୁଖାରାମ ନାଗ,କୃଷ୍ନ ପାତ୍ର,ହାଲିଫ ଘୋଷ କୁ ଗିରଫ କରିଛି । ଏହି ମାମଲାରେ  ବନବିଭାଗ କେଶ No।ଓଆରନଂ-୪୭/୧୯,ଏଫଆଇଆରନଂ-୦୦୨୪୫୬୦/୯୪୭ ରେ ମାମଲା ରୁଜୁକରିଛି। ତେବେ ଏହି ଜବତ ସାମଗ୍ରୀ ର ମୂଳ୍ୟ ୨୦ଳକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଡିଏଫଓ ସମିର କୁମାର ଶତପଥି ସୂଚନା ଦେଇଛନ୍ତି।ଏହି ଚଡଉରେ ବଲାଙ୍ଗିର ଏସିଏଫ ବାବାଜୀ ଚରଣ ରାଉଳ,ଲାଠୋର ରେଞ୍ଜଅଧିକାରୀ ଦେବଦତ୍ତ ସୂତାର,ବଲାଙ୍ଗିର ରେଞ୍ଜ ଷ୍ଟାଫ,ମୋବାଇଲ ଷ୍ଟାଫ ସାଗରିକା ସେଠ,ସୁନିଲ ମିଶ୍ର,ଚିତରଞ୍ଜନ ଖମାରୀ,ବ୍ୟାସଦେବ ସାହୁ,ଦେବଦତ୍ତ ବେହେରା,କଣ୍ଟାବାଞ୍ଜି ଫରେଷ୍ଟର ହିମାଂଶୁ ପଣ୍ଡା ଲାଠୋର ଫରେଷ୍ଟର ନବକିଶୋର ଦାଶ,ସମୀର ରଞ୍ଜନ ପାତ୍ର,ଗାର୍ଡ ଆଦିତ୍ୟ ପ୍ରସାଦ ମାଝୀ,ଏସ.କେ ପଧାନ ଙ୍କ ସହ ଅନ୍ୟ କର୍ମଚାରୀ ମାନେମଧ୍ୟ ସାମିଲଥିଲେ। 

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.