ETV Bharat / bharat

‘ଭାରତୀୟ ରେଳକୁ ଘରୋଇକରଣ କରିବା ନେଇ କୌଣସି ପ୍ରସ୍ତାବ ନାହିଁ’ - ଭାରତୀୟ ରେଳକୁ ଘରୋଇକରଣ

କେନ୍ଦ୍ର ସରକାର ବୁଧବାର ପୁଣି ଥରେ ଭାରତୀୟ ରେଳକୁ ଘରୋଇକରଣ କରିବାର କୌଣସି ଯୋଜନା ନଥିବା ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

privatise the indian railway
ଫାଇଲ ଫଟୋ
author img

By

Published : Mar 5, 2020, 1:44 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାର ବୁଧବାର ପୁଣି ଥରେ ଭାରତୀୟ ରେଳକୁ ଘରୋଇକରଣ କରିବାର କୌଣସି ଯୋଜନା ନଥିବା ସୂଚନା ଦେଇଛନ୍ତି । ମାତ୍ର ଏହାକୁ ଅଧିକ ସରଳ ସୁବିଧା କରିବା ପାଇଁ ସରକାରୀ ଘରୋଇ ସହଭାଗିତା (PPP) ଉପରେ ବିଚାର କରାଯାଇଛି ।

ରେଳମନ୍ତ୍ରୀ ପିୟୂଷ ଗୋଏଲ ଲୋକସଭାରେ ଏହି ସୂଚନା ଦେଇଛନ୍ତି । 2018ରୁ 2030 ପର୍ଯ୍ୟନ୍ତ ରେଳର ସୁରକ୍ଷା ପାଇଁ 50 ଲକ୍ଷ୍ୟ କୋଟି ଟଙ୍କାର ନିବେଶର ଆବଶ୍ୟକତା ରହିଛି । ଏହି ନିବେଶ ପାଇଁ ପିପିପିର ବ୍ୟବହାର ଯୋଜନା ରହିଛି । ରେଳମନ୍ତ୍ରୀ ଲୋକସଭାରେ ପ୍ରତାପ ରାଓ ଯାଦବଙ୍କ ପ୍ରଶ୍ନର ଲିଖିତ ଭାବେ ଉତ୍ତର ଦେଇଛନ୍ତି । ଏହାସହ ଦେଶର ସମସ୍ତ ରାଜ୍ୟ ଭାରତୀୟ ରେଳ ସହ ଯୋଡି ହୋଇଥିବା ସେ କହିଛନ୍ତି ।

ସେ ଏହାମଧ୍ୟ କହିଛନ୍ତି, ‘ପଶ୍ଚିମବଙ୍ଗର ସିବୋକ ଠାରୁ ସିକ୍କିମର ରଙ୍ଗପୋ ଯାଏଁ 44 କିଲୋମିଟର ରେଳପଥ ପାଇଁ 2008-09 ବଜେଟରେ 4086 କୋଟି ଟଙ୍କାର ଯୋଜନା ପ୍ରସ୍ତୁତ କରାଯାଇଥିଲା । ତେବେ 2019 ପର୍ଯ୍ୟନ୍ତ 646 କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହାର ବାକି କାର୍ଯ୍ୟ ଆରମ୍ଭ ହୋଇଯାଇଛି ।’

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.