ETV Bharat / bharat

ସବୁଠୁ ଧନି ପ୍ରାର୍ଥୀଙ୍କ ସିକ୍ୟୁରିଟି ମନି ଜବତ - ଧନି

ନିର୍ବାଚନରେ ସବୁଠୁ ଧନି ପ୍ରାର୍ଥୀ ଥିବା ବିହାରର ରମେଶ କୁମାର ଶର୍ମାଙ୍କୁ ପରାଜୟର ସମ୍ନା କରିବାକୁ ପଡିଛି । ରମେଶଙ୍କୁ କେବଳ 1556 ଭୋଟ ମିଳିଥିବା ବେଳେ ତାଙ୍କର ସିକ୍ୟୁରିଟି ମନି ଜବତ ହୋଇଛି ।

ଫାଇଲ ଫଟୋ
author img

By

Published : May 25, 2019, 3:08 PM IST

ପାଟନା: ଲୋକସଭା ନିର୍ବାଚନରେ ଦେଶର ଧନି ପ୍ରାର୍ଥୀଙ୍କ ମଧ୍ୟରୁ କେତେ ଜଣ ସଫଳତାର ସ୍ବାଦ ଚାଖିଥିବା ବେଳେ ଅନ୍ୟ କେତେ ଜଣଙ୍କ ଧନର ପ୍ରଭାବ ଜନସାଧାରଣଙ୍କ ଉପରେ ପଡିନାହିଁ ।

ନିର୍ବାଚନରେ ସବୁଠୁ ଧନି ପ୍ରାର୍ଥୀ ଥିବା ବିହାରର ରମେଶ କୁମାର ଶର୍ମାଙ୍କୁ ପରାଜୟର ସମ୍ନା କରିବାକୁ ପଡିଛି । ରମେଶଙ୍କୁ କେବଳ 1556 ଭୋଟ ମିଳିଥିବା ବେଳେ ତାଙ୍କର ସିକ୍ୟୁରିଟି ମନି ଜବତ ହୋଇଛି ।

ରମେଶ ପ୍ରାର୍ଥୀ ପତ୍ର ଦାଖଲ ସମୟରେ ତାଙ୍କ ପାଖରେ 1107 କୋଟି ଟଙ୍କା ଥିବା ଦର୍ଶାଇଥିଲେ । ରମେଶ ଜିତିଲେ ଯୁବକଙ୍କୁ ନିଯୁକ୍ତି ଦେବା ନେଇ ପ୍ରତିଶୃତି ଦେଇଥିଲେ ।

ଆନନ୍ଦପୁର
ଆଙ୍କର- ଏହି ସାଧାରଣ ନିର୍ବାଚନ ରେ ସାରା ରାଜ୍ୟରେ ଚର୍ଚ୍ଚା ରହି ଆସିଥିବା ଘସିପୁରା ନିର୍ବାଚନ ମଣ୍ଡଳୀରୁ ବିଜେଡି ପ୍ରାର୍ଥୀ ବଦ୍ରିନାରାୟଣ ପାତ୍ର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଙ୍କୁ ଚ୍ୟାଲେଞ୍ଜ ର ସହ ୩୪୬୮୮ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଆଜି ନବନିର୍ବାଚିତ ବିଧାୟକ ବଦ୍ରିନାରାୟଣ ପାତ୍ର ଆନନ୍ଦପୁର ଉପ ଜିଲ୍ଲାପାଳ ଙ୍କ ବାସଭବନ କାର୍ଯ୍ୟାଳୟ ରେ ପହଞ୍ଚି ବିଜୟୀ ପ୍ରମାଣ ପତ୍ର ଗ୍ରହଣ କରିଥିଲେ । ସେଠାରେ ଅନେକ କର୍ମୀ ପହଞ୍ଚି ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ଶୁଭେଚ୍ଛା ଜଣାଇ ଥିଲେ । ଏହି ବିଜୟ ର ଶ୍ରେୟ ଘସିପୁରା ଜନସାଧାରଣ ଏବଂ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଙ୍କୁ ଦେବା ସହ ଘସିପୁରା ଅଞ୍ଚଳର ସମସ୍ତ ବିକାଶ କରିବେ ବୋଲି କହିଛନ୍ତି ମାନ୍ୟବର ବିଧାୟକ ବଦ୍ରିନାରାୟଣ ପାତ୍ର ।
ବାଇଟ-୧- ବଦ୍ରିନାରାୟଣ ପାତ୍ର ।
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.